Ias interview – ପୁଅ ମାନେ ଝିଅ ମାନଙ୍କର ଗୋଡ ଟେକି କଣ କରନ୍ତି ? ଉତ୍ତର ଶୁଣିଲେ ଚମକିପଡ଼ିବେ, କ’ଣ ଆପଣ ଉତ୍ତର ଦେଇ ପାରିବେ ?

ଆଜିର ଦୁନିଆରେ ପାଠ ବା ଜ୍ଞାନ ନଥିଲେ କିଛି ହୋଇ ପାରିବ ନାହିଁ l ତେଣୁ ଜ୍ଞାନ ଅର୍ଜନ କରିବାକୁ ପାଇଁ ହେଲେ ଆମକୁ କିଛି ନାଁ କିଛି ପଢି ବାକୁ ପଡି ଥାଏ lଯେମିତି ବଜାରରେ ମିଳୁଥିବା ବିଭିନ୍ନ ବହି କୁ ଅନୁସରଣ କରିବାକୁ ପଡିଥାଏ lଭଲ ଚାକିରୀ ଟିଏ କରିବାକୁ ହେଲେ କଠିନ ପରିଶ୍ରମ କରି ବାକୁ ପଡି ଥାଏ l ଆଜିର ଦୁନିଆ ପ୍ରତି ଯୋଗୀତାର ଦୁନିଆ l ତେଣୁ ଚାକିରି ଟିଏ କରିବାକୁ ହେଲେ ବିଭିନ୍ନ ଇଣ୍ଟରଭିଉ ଦେବାକୁ ପଡିଥାଏ l ତେଣୁ ଏହିଭଳି ଇଣ୍ଟରଭିଉ ରେ ପାସ କରିବାକୁ ହେଲେ ବିଭିନ୍ନ ନଲେଜ ଦରକାର l

ଯେହେତୁ ଆମେମାନେ ଓଡିଶା ବାସି ତେଣୁ ଓଡିଶା ବିଷୟରେ ଜ୍ଞାନ ରହିବା ଦରକାର lତାହାଲେ ଆପଣ ମାନେ ଜାଣନ୍ତୁ ଆଜି କିଛି ଓଡିଶା ସମ୍ଭଦିଅ ପ୍ରଶ୍ନ ଓ ତାର ଉତ୍ତର l ଯାହାକି ଆପଣ ମାନଙ୍କୁ ସାହାଯ୍ୟ କରିବ ବିଭିନ୍ନ ଇଣ୍ଟରଭିଉ ରେ l

1.ପ୍ରାଚୀନ କାଳରେ ଓଡ଼ିଶାକୁ କେଉଁ ନାମରେ ଜଣା ଯାଉଥିଲା?
ଉତ୍ତର – ଉତ୍କଳ l

2.ଓଡ଼ିଶାର କିଏ ଅଧିକ ସମୟ ପଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବେ ରହି ଆସି ଛନ୍ତି?
ଉତ୍ତର -ନବୀନ ପଟ୍ଟନାୟକ l

3.ଭୁବନେଶ୍ୱରରେ ଅବସ୍ଥିତ ଲିଙ୍ଗରାଜ ମନ୍ଦିର କେଉଁ ବଂଶର ଶାସନ ସମୟରବ ନିର୍ମାଣ ହୋଇଥିଲା?
ଉତ୍ତର -ସୋମ ବଂଶ l

4.ଓଡ଼ିଶାର କିଏ ପ୍ରଥମ ଥର ପାଇଁ ଓଡ଼ିଆ ଭାଷାରେ ଜ୍ଞାନ ପୀଠ ପୁରସ୍କାରରେ ସନମାନିତା ହୋଇ ଥିଲେ l
ଉତ୍ତର -ଗୋପୀନାଥ ମହାନ୍ତି l

5. ପୁଅ ମାନେ ଝିଅ ମାନଙ୍କର ଗୋଡ ଟେକି କଣ କରନ୍ତି ?
ଉତ୍ତର – ପାଦରୁ କଣ୍ଟା କାଢନ୍ତି

6.ଓଡ଼ିଶାର ପ୍ରଥମ ସମ୍ବାଦ ପତ୍ରର ନାମ କଣ?
ଉତ୍ତର -ଉତ୍କଳ ଦୀପିକା l

7.କେଉଁ ରାଜ୍ୟରେ ଗରିବଙ୍କ ସଂଖ୍ୟା ଅଧିକା?
ଉତ୍ତର -ଓଡିଶା l

8.ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ହେବା ପୂର୍ବରୁ କେଉଁ ସହରଟି ଓଡ଼ିଶାର ରାଜଧାନୀ ଥିଲା?
ଉତ୍ତର -କଟକ l

9.ଆସନ୍ତୁ ଜାଣିବା ଓଡ଼ିଶାର ବୃହତମ ହ୍ରଦର ନାମ କଣ?
ଉତ୍ତର -ଚିଲିକା ହ୍ରଦ l

10.ଉତ୍କଳ ଦିବସ କେବେ ପାଳନ କରାଯାଏ?
ଉତ୍ତର -ଏପ୍ରିଲ 1 l

11. ଖଣ୍ଡଗିରି ଓ ଉଦୟଗିରିର ସମୁଦାୟ ଗୁମ୍ଫା ସଂଖ୍ୟା କେତେ?
ଉତ୍ତର -117ଟି ଗୁମ୍ଫା ଅଟେ l

12. ଭୁବନେଶ୍ୱର କୁ କେଉଁ ଦେବତାଙ୍କ ନାମରେ ନାମିତ କରାଯାଇଛି?
ଉତ୍ତର -ଭଗବାନ ଶିବ l

ଏତିକ ହେଉଛି ଓଡିଶା ବିଷୟରେ ପ୍ରଶ୍ନ ଓ ତାର ଉତ୍ତର l ଯେହେତୁ ଆପଣମାନେ ଓଡିଶା ବାସି ତେଣୁ ଓଡିଶା ବିଷୟରେ ଜ୍ଞାନ ରହିବା ଦରକାର l ଯଦି ଆମର ଓଡିଶା ବିଷୟରେ ଜ୍ଞାନ ଥାଏ ତାହାଲେ ଆମେ ମାନେ ଇଣ୍ଟରଭିଉ ରେ ଆସୁଥିବା ସମସ୍ତ ପ୍ରଶ୍ନକୁ ସାମ୍ନା କରି ପାରିବା l ତେଣୁ ଓଡିଶା ବିଷୟରେ ଜ୍ଞାନ ରହିବା ନିହାତି ଦରକାର l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।