Interesting Gk Questions- ପୁଅମାନଙ୍କର କେଉଁ ଜିନିଷ ଛୋଟ ହେଉ କି ବଡ ବାହାଘର ପରେ ସବୁ ଝିଅଙ୍କୁ ନେବାକୁ ପଡିଥାଏ ? ସେତ କେଉଁ ଜିନିଷ ?

ଆମେ ଆଜି କିଛି ମଜାଦାର ପ୍ରଶ୍ନର ଉତ୍ତର ବିଷୟରେ ଜାଣିବା l ଆମେ ସବୁବେଳେ କିଛି ନା କିଛି ସାଧାରଣ ଜ୍ଞାନ ବହିକୁ ପଢୁ ଥିବାର ମଧ୍ୟ ଦେଖା ଯାଇଥାଏ l ସମସ୍ତେ ସବୁ କିଛି ପ୍ରଶ୍ନର ଉତ୍ତର ଜାଣିବାକୁ ଇଚ୍ଛା ପ୍ରକାଶ କରି ଥାନ୍ତି l ଆଜି କାଲି ଦୁନିଆରେ ସବୁ ଆଡେ ପ୍ରତିଯୋଗିତା ଆରମ୍ଭ ହୋଇ ଗଲାଣି l ସେମାନଙ୍କ ମଧ୍ୟରେ ଆମେ ଆମର ସ୍ଥାନକୁ ବଜାଇ ରଖିବା ପାଇଁ ଆମକୁ ସେଥିପାଇଁ ବହୁତ ଚେଷ୍ଟା କରିବା ଦରକାର ଏବଂ ଆମେ ଆମ ନିଜକୁ ସବୁ କିଛି ପ୍ରଶ୍ନର ଉତ୍ତର ଗୁଡିକୁ ଜାଣିବା ଦରକାର l

ଏମିତି କିଛି ଲୋକ ଅଛନ୍ତି, ଯେ ବହୁତ ଶୀଘ୍ର ନିଜର ଲକ୍ଷ୍ୟ ସ୍ଥଳରେ ପହଂଚି ଥାନ୍ତି, ଆଉ କିଛି ଲୋକ ଅଛନ୍ତି ସେମାନେ ବହୁତ କଷ୍ଟ କଲେ ମଧ୍ୟ ସେମାନଙ୍କୁ ସଫଳତା ମିଳି ନଥାଏ lତେବେ ଆସନ୍ତୁ ଜାଣିବା ଏମିତି କିଛି ପ୍ରଶ୍ନର ଉତ୍ତର ବିଷୟରେ l

1- କେଉଁ ଦ୍ବିପପୁଞ୍ଜ ଭାରତର ଅଂଶ ?
ଉତ୍ତର – ଆଣ୍ଡାମାନ, ନିକୋବର ଓ ଲଷ୍ମୀଦ୍ବୀପ ଭାରତର ଅଂଶ ଅଟେ l

2- କେଉଁ ଆଫ୍ରିକୀୟ ରାଷ୍ଟ୍ର ଚକୋଲେଟ ପାଇଁ ଶ୍ରେଷ୍ଠ ?
ଉତ୍ତର – ଘାନା ଦେଶ

3- ରୋମିଓ ଓ ଜୁଲିଏଟ କିଏ ଲେଖିଛନ୍ତି ?
ଉତ୍ତର – ଉଇଲିୟମ ସେକ୍ସପିୟର

4- JCB ର ସମ୍ପୂର୍ଣ୍ଣ ରୂପ କଣ ଏବଂ ହିନ୍ଦୀରେ ଏହାକୁ କଣ କୁହାଯାଏ ?
ଉତ୍ତର – ” ଜୋସେଫ ସିରିଲ ବାମଫୋର୍ଡ ”

5- ମାଟି ତଳେ ଫଳୁଥିବା ପନିପରିବା ଗୁଡିକର ନାମ କଣ ?
ଉତ୍ତର – ବିଟ, ଗାଜର, ମୂଳା, କନ୍ଦମୂଳ ଓ ଆଳୁ l

6- କେଉଁ ଜିନିଷ ଝିଅମାନେ ଦିନେ ପିନ୍ଧନ୍ତି ଓ ପୁଅମାନେ ସବୁବେଳେ ପିନ୍ଧନ୍ତି ?
ଉତ୍ତର – ବ୍ରତ ବା ପଇତା

7- ଜର୍ଜ ୱାନସିଂଟନ କିଏ ?
ଉତ୍ତର – ଜର୍ଜ ୱାନସିଂଟନ ଆମେରିକାର ପ୍ରଥମ ରାଷ୍ଟ୍ରପତି ଥିଲେ l

8- ବିଶ୍ୱର ସବୁଠୁ ଲମ୍ବା ଗଛ କେଉଁ ଠାରେ ଅଛି ?
ଉତ୍ତର – କାଲିଫୋର୍ନିଆ

9- ସବୁଠୁ ଅଧିକ ଭୂମିକମ୍ପ କେଉଁ ଠାରେ ହୋଇ ଥାଏ ?
ଉତ୍ତର – ଜାପାନ

10- ବିଶ୍ୱର ସବୁଠୁ ସୁନ୍ଦର ସହରର ନାମ କଣ ?
ଉତ୍ତର – ପ୍ୟାରିସ

11- ପୁଅମାନଙ୍କର କେଉଁ ଜିନିଷ ଛୋଟ ହେଉ କି ବଡ ବାହାଘର ପରେ ସବୁ ଝିଅଙ୍କୁ ନେବାକୁ ପଡିଥାଏ ? ସେତ କେଉଁ ଜିନିଷ ?
ଉତ୍ତର – ଟାଇଟେଲ

12- କେଉଁ ଫସଲ ଦାର୍ଜେଲିଂ ଅଂଚଳରେ ପ୍ରସିଦ୍ଧ ?
ଉତ୍ତର – ଦର୍ଜେଲିଂ ଅଂଚଳ ଚାହା ଚାଷ ପାଇଁ ଜଣା ଶୁଣା l

ଏମିତି ଆହୁରି ଅନେକ କିଛି ଜଣା ଶୁଣା ପ୍ରଶ୍ନର ଉତ୍ତର ଜାଣିବା l ଆମେ ଏହି ପରି କିଛି ଜଣା ଅଜଣା ପ୍ରଶ୍ନର ଉତ୍ତର ଜାଣିଲେ l ଆମେ ଆମର ଜ୍ଞାନକୁ ଆହୁରି ଅଧିକ ବଢ଼ାଇ ପାରିବା l ଏମିତି ପ୍ରଶ୍ନର ଉତ୍ତର ଜାଣିଲେ ଆମେ ସମସ୍ତଙ୍କ ମଧ୍ୟରେ ଗଣା ହୋଇ ପାରିବା l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।