ଭାରତୀୟ କ୍ରିକେଟ ଟିମ୍ ର ଏହି ୮ ଜଣ କ୍ରିକେଟର ଙ୍କ ଶିକ୍ଷାଗତ ଯୋଗ୍ୟତା ଜାଣିଲେ ହୋସ ଉଡିଯିବ ।। ଦେଖନ୍ତୁ କିଏ କେତେ ପାଠ ପଢ଼ିଛନ୍ତି ।। ୧ ନଂ ର ପୋଜିସନ ଜାଣିଲେ ତାଯୁବ ହେବେ

ଭାରତୀୟ କ୍ରିକେଟ ଜଗତ ରେ ଏମିତି କିଛି କ୍ରିକେଟର ମାନେ ଅଛନ୍ତି ଯେଉଁ ମାନେ ନିଜ ପରିଶ୍ରମ ବଳରେ ଆଜି ସାରା ବିଶ୍ୱ ରେ ପ୍ରସିଧ ହୋଇ ପାରିଛନ୍ତି। ତେବେ ଏମାନଙ୍କ ମଧ୍ୟରେ ଏମିତି ଅନେକ ଜଣ ଅଛନ୍ତି ଯେଉଁ ମାନେ ଉଚ୍ଚ ଶିକ୍ଷିତ ସହିତ ଭଲ ଏଯୁକେଶନ ବ୍ୟଗ୍ରାଉଣ୍ଡ ର ହୋଇ ମଧ୍ୟ ଏମାନେ ଆଜି କ୍ରିକେଟ ପାଇଁ ନିଜ କ୍ୟାରିୟର ଛାଡ଼ି କ୍ରିକେଟ ପାଇଁ ସମର୍ପିତ ହୋଇ ଯାଇଛନ୍ତି ତେବେ କ୍ରିକେଟ ପ୍ରତି ତାଙ୍କର ନିଷ୍ଠା ପାଇଁ ସେ ଆଜି ଘରେ ଘରେ ପରିଚିତ ହୋଇ ପାରିଛନ୍ତି ଓ ବିଶ୍ୱ ସ୍ତରରେ ରେକର୍ଡ ହାସଲ କରି ପାରିଛନ୍ତି। ତେବେ ଆଜି ଆମେ ସେମିତି କ୍ରିକେଟର ମାନଙ୍କ ବିଷୟ ରେ ଜାଣିବା ଯେଉଁ ମାନେ ଖୁବ୍ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ କ୍ରିକେଟ ପାଇଁ ନିଜକୁ ସମର୍ପିତ କରି ଦେଇଛନ୍ତି ;

୧- ଅମୟ ଖୋରାସିହା ,

ଭାରତୀୟ କ୍ରିକେଟ ଟିମ୍ ର ସବୁଠୁ ଉଚ୍ଚ ଶିକ୍ଷିତ କ୍ରିକେଟର ଅଟନ୍ତି ଅମୟ ଖୋରାସିହା। ସେ ଆଇଏଏସ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇ ଥିଲେ ଓ ଏହା ପୂର୍ବରୁ ମଧ୍ୟ ସେ ଭାରତୀୟ କଷ୍ଟମ୍ସ ଏବଂ ସେଣ୍ଟ୍ରାଲ୍ ଏକ୍ସାଇଜ୍ ଇନ୍ସପେକ୍ଟର ଭାବରେ କାର୍ଯ୍ୟରତ ଥିଲେ । ଏହା ପରେ ସେ କ୍ରିକେଟ ରେ ପାଦ ଦେବା ପରେ ଭାରତୀୟ କ୍ରିକେଟ ୧୨ ଟି ODI ଖେଳିଛନ୍ତି ଏହା ସହିତ ଡେବ୍ୟୁ ମ୍ୟାଚ୍ ରେ ୪୫ ବଲରୁ ୫୭ ରନ୍ ର ଏକ ଇନିଂସ ମଧ୍ୟ ସେ ଖେଳି ସାରିଛନ୍ତି।

୨- ରାହୁଲ ଦ୍ରାବିଡ ,

କ୍ରିକେଟ ଜଗଗ ର ଏହି ମହାନାୟକ କୁ ଆପଣ ନିଶ୍ଚିତ ଭାବେ ଜାଣିଥିବେ । ତେବେ ଆପଣ ଙ୍କୁ ଜଣାଇ ଦେଉଛୁ ଯେ ରାହୁଲ ଦ୍ରାବିଡ ବାଙ୍ଗାଲୋର ର ସେଣ୍ଟ ଜୋସେଫ କଲେଜ ଅଫ୍ ବିଜିନେସ୍ ଆଡମିନିଷ୍ଟ୍ରେସନରୁ ଏମବିଏ ଡିଗ୍ରୀ ହାସଲ କରିଥିଲେ। ଏହା ପରେ ସେ ଭାରତ ପାଇଁ କ୍ରିକେଟ ଖେଳ ବେଶ୍ ନାମ କମାଇ ଥିଲେ ।

୩- ଅନିଲ କୁମ୍ବେଲ ,

ଭାରତୀୟ କ୍ରିକେଟ ଟିମ୍ ର ଏହି ମହାନାୟକ ଙ୍କ ବିଷୟ ରେ ଯଦି କହିବା ତେବେ ଭାରତୀୟ କ୍ରିକେଟ ଟିମ୍ ରେ ଯୋଗ ଦେବା ପୂର୍ବରୁ ରାଷ୍ଟ୍ରିୟ ବିଦ୍ୟାଲୟ କଲେଜ ଅଫ୍ ଇଞ୍ଜିନିୟରିଂ’ରୁ ମେକାନିକାଲ ଇଞ୍ଜିନିୟର ଅଧ୍ୟୟନ କରିଛନ୍ତି। ଅନିଲ କୁମ୍ବେଲ ଭାରତୀୟ କ୍ରିକେଟ ଟିମ୍ ର ତୃତୀୟ ସଫଳ ବୋଲୋର ଭାବେ ବେଶ୍ ପରିଚିତ ।

୪- ଜାଭାଗଲ ଶ୍ରୀନାଥ ,

ଭାରତୀୟ କ୍ରିକେଟ ଟିମ୍ ର ସର୍ବୋତ୍ତମ ଦ୍ରୁତ ବୋଲର ଭାବେ ଶ୍ରୀନାଥ ଙ୍କ ନାମ ନିଆଯାଏ। ଆପଣ ଙ୍କୁ ଜଣାଇ ଦେଉଛୁ ଯେ ଶ୍ରୀ ଜୟଚାମାରାଜେନ୍ଦ୍ର କଲେଜ ଅଫ୍ ଇଞ୍ଜିନିୟରିଂ ରୁ ଇନଷ୍ଟ୍ରୁମେଣ୍ଟେସନ୍ ଇଞ୍ଜିନିୟର ଅଧ୍ୟୟନ କରିଛନ୍ତି ।

୫- ରବିଚନ୍ଦ୍ରନ୍ ଅଶ୍ୱିନ ,

ଭାରତୀୟ କ୍ରିକେଟ ଇତିହାସ ର ଏହି ମହାନାୟକ ନିଜ ବୋଲିଂ ପାଇଁ ବେଶ୍ ପରିଚିତ ଅଟନ୍ତି ।ସେ ଏସ୍ଏସ୍ଏନ୍ କଲେଜ୍ ଅଫ୍ ଇଞ୍ଜିନିୟରିଂରୁ ଇଞ୍ଜିନିୟରଂ କରିଛନ୍ତି ।

୬- ଅଭିଷକର ସଲଭୀ ,

ଏହି କ୍ରିକେଟର ବେଶୀ ପରିଚିତ ନୁହନ୍ତି କିନ୍ତୁ ସବୁଠୁ ଶିକ୍ଷିତ କ୍ରିକେଟର ଅଭିଶକର ଙ୍କ ନାମ ନିଆଯାଏ । ସେ ଜ୍ୟୋତିର୍ବିଜ୍ଞାନ ରେ ଡକ୍ଟରେଟ ହାସଲ କରିଛନ୍ତି ।

୭- ମୁରଲୀ ବିଜୟ ,

ଟେଷ୍ଟ କ୍ରିକେଟ ରେ ଭାରତୀୟ ଟିମ୍ ର ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବା ମୁରଲୀ ବିଜୟ ଙ୍କୁ ଆପଣ ଭଲ ଭାବରେ ଜାଣିଥିବେ । ସେ ଅର୍ଥନୀତି ଏବଂ ଦର୍ଶନ ରେ ଡିଗ୍ରୀ ହାସଲ କରିଛନ୍ତି ।

୮- ଅଜିଙ୍କ୍ୟା ରାହାନେ ,

ଭାରତୀୟ କ୍ରିକେଟ ଟିମ୍ ର ଉପ ଅଧିନାୟକ ଅଜିଙ୍କ୍ୟା ରାହାନେ ବି.କମ୍ ଡିଗ୍ରୀ ହାସଲ କରି ମଧ୍ୟ ଚାକିରି ରେ ମନ ନ ବଳାଇ କ୍ରିକେଟ ଦୁନିଆରେ ପାଦ ଦେଇଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।