Intresting GK Question – ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ହେଲେ ଫେଲ୍ ! ଆପଣ କହିପାରିବେ କି ଏହାର ଉତ୍ତର କଣ ?
ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ପ୍ରଶ୍ନ ପଚାରିବୁ , ଅର୍ଥାତ ଆପଣଙ୍କୁ ଜଣେଇବୁ ଯାହାକୁ ଆପଣ ଜାଣିଲେ ଆପଣଙ୍କ ଜୀବନରେ ଆଗକୁ ଯାଇ ତାହାର ଉପଯୋଗ କରି ପାରିବେ । ମଣିଷ ପାଖରେ ଯେତେ ବି ଜ୍ଞାନ ଥାଉ ନାଁ କାହିଁକି ମଣିଷ ପାଖରେ ନିହାତି ସାଧାରଣ ଜ୍ଞାନ ରହିବା ଦରକାର ଯାହାକି ବ୍ୟକ୍ତିକୁ ସମ୍ମାନ ପ୍ରାପ୍ତି କରାଇ ଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ରଶ୍ନ ପଚାରିବୁ ଯାହା ଆପଣ ଜାଣିବା ନାହାତି ଆବଶ୍ୟକ । କାହିଁକି ନାଁ ବହୁତ ଲୋକ ଅଛନ୍ତି ଯେଉଁ ମାନେ ନିଜ ପାଖରେ ତ ବହୁତ ଡିଗ୍ରୀ ପରିଚୟ ପତ୍ର ରଖିଛନ୍ତି କିନ୍ତୁ ସେମାନଙ୍କ ପାଖରେ ସାଧାରଣ କିଛି ଜ୍ଞାନ ନଥାଏ ।
ଆମେ ଯେତେ ବି ଜ୍ଞାନ ଅର୍ଜନ କରିଲେ ମଧ୍ୟ ବେଳେ ବେଳେ ଏମିତି କିଛି ସାକ୍ଷାତକାର ବା ଇଣ୍ଟରଭ୍ୟୁରେ ଅତି ସାଧାରଣ ପ୍ରଶ୍ନ ର ମଧ୍ୟ ଉତ୍ତର ଦେଇ ପାରିନଥାଏ । ଆଉ ଯେଉଂ କାରଣରୁ ବା କିଛି ସାଧାରଣ ପ୍ରଶ୍ନର ଉତ୍ତର ଦେଇ ପାରିନଥିବାକୁ ଆମର ବହୁତ ବଡ କ୍ଷତି ବି୍ ହୋଇଥାଏ ଏବଂ ଆସୁଥିବା ଚାକିରି ବି ଆମ ହାତରୁ ଚାଲିଯାଇ ଥାଏ । ଆଜି ଆମେ ଜାଣିବା ଭାରତର କିଛି ସାଧାରଣ ଜ୍ଞାନ ବିଷୟରେ । ତେବେ ଚାଲନ୍ତୁ ଜାଣିବା ସେହି ପ୍ରଶ୍ନ ଏବଂ ତାହାର ଉତ୍ତର ବିଷୟରେ ।
1. ସ୍ବାଧୀନ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ କିଏ ହୋଇଥିଲେ ?
ଉତ୍ତର- ପଣ୍ଡିତ ଜବାହରଲାଲ ନେହେରୁ ।
2. ଭାରତର ପ୍ରଥମ ଗୃହମନ୍ତ୍ରୀ କିଏ ଥିଲେ ?
ଉତ୍ତର – ସର୍ଦ୍ଧାର ବଲ୍ଲଭଭାଇ ପଟେଲ୍ ।
3. ଭାରତର ପ୍ରଥମ ଉପରାଷ୍ଟ୍ରପତି କିଏ ?
ଉତ୍ତର – ଡଃ. ସର୍ବପଲ୍ଲୀ ରାଧାକୃଷ୍ଣ ।
4. ଭାରତର ପ୍ରଥମ ବିଲାତ ଯାତ୍ରୀ କିଏ ?
ଉତ୍ତର – ରାଜାରାମ ମୋହନ ରାଓ ।
5. ନୋବେଲ୍ ପୁରସ୍କାର ପ୍ରାପ୍ତ ପ୍ରଥମ ଭାରତୀୟ କିଏ ?
ଉତ୍ତର – ରବିନ୍ଦ୍ର ନାଥ ଟାଗୋର ।
6–ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କର ନାମ କଣ ?
ଉତ୍ତର–ହରେକୃଷ୍ନ ମହତାବ
7. ଭାରତର ପ୍ରଥମ ରାଷ୍ଟ୍ରପତି କିଏ ?
ଉତ୍ତର – ଡଃ. ରାଜେନ୍ଦ୍ର ପ୍ରସାଦ ।
8. ଭାରତୀୟର ଜାତୀୟ କଂଗ୍ରେସର ପ୍ରଥମ ବାଚସ୍ପତି କିଏ ହୋଇଥିଲେ ?
ଉତ୍ତର – ଉମେଶ ଚନ୍ଦ୍ର ବାନାର୍ଜୀ ।
9. ସମ୍ବିଧାନ ସଭାର ପ୍ରଥମ ଅଧ୍ୟକ୍ଷ କିଏ ହୋଇଥିଲେ ?
ଉତ୍ତର – ଡଃ. ରାଜେନ୍ଦ୍ର ପ୍ରସାଦ ।
10. ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ କିଏ ?
ଉତ୍ତର – ଅବୁଲି କାଲାମ୍ ଆଜାଦ୍ ।
11. ଲୋକସଭାର ପ୍ରଥମ ବାଚସ୍ପତି କିଏ ?
ଉତ୍ତର – ଗଣେଶ ବାସୁଦେ୍ବ ମାଭଲଙ୍କର ।
12. ଭାରତର ପ୍ରଥମ ମୁସଲମାନ ରାଷ୍ଟ୍ରପତି କିଏ ?
ଉତ୍ତର- ଡଃ. ଜାକିର ହୁସେନ୍ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।