ଆଜିର ମ୍ୟାଚ୍‌ରେ ଜିମ୍ବାୱେ ଭାରତକୁ ପରାସ୍ତ କଲେ, ମୁଁ ବାହା ହେବି..

ଆଜିର ବିବାଦ ଭାରତ ଜିମ୍ବାୱେ ମଧ୍ୟରେ ଖେଳା ଯିବ ଟି ଟ୍ୱଣ୍ଟି ବିଶ୍ୱକପ ଗ୍ରୁପ ବି ର ଶେଷ ଲିଙ୍କ ମ୍ୟାଚ, ଆଉ ଏହି ମ୍ୟାଚ ରେ ଯଦି ଭାରତ କୁ ଜିମ୍ବାୱେ ପରାସ୍ତ କରି ଦିଏ ତେବେ ଏକ ସୁନ୍ଦରୀ ଯୁବତୀ ଜଣଙ୍କ ଜିମ୍ବାୱେ ର ଜଣେ କଳା ମଣିଷ କୁ ବିବାହ କରିବେ | ଏମିତି ଏକ ପ୍ରସ୍ତାବ ଜଣେ ସୁନ୍ଦରୀ ଯୁବତୀ ଦେଇଛନ୍ତି, ତେବେ ଏହି ଯୁବତୀ ଜଣଙ୍କ ହେଉଛନ୍ତି ଜଣେ ପାକିସ୍ତାନୀ ସୁନ୍ଦରୀ ଅଭିନେତ୍ରୀ |

ଏହି ପାକିସ୍ତାନୀ ଅଭିନେତ୍ରୀ ସ୍ନେହର ସୁନହାରୀ ଏମିତି ଏକ ପ୍ରସ୍ତାବ ଦେଇଛନ୍ତି ଯାହାକୁ ଯିଏ ବି ଶୁଣୁଛି ସେ କେବଳ ତାଯୁବ ହୋଇ ଯାଉଛି | ଆଜିର ମ୍ୟାଚ ରେ ଯଦି ଭାରତ କୁ ଜିମ୍ବାୱେ ହରାଏ ତେବେ ଜିମ୍ବାୱେ ର କୋଉ ଜଣେ କଳା ମଣିଷ କୁ ଏହି ପାକିସ୍ତାନୀ ସୁନ୍ଦରୀ ବିବାହ କରିବେ |

କାରଣ ଗୁରୁବାର ପର୍ଯ୍ୟନ୍ତ ସ୍ଥିତି ଅନୁଯାଇ ଭାରତ ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ବି ଫାଇନାଲ ଦୌଡ ରେ ଅଛନ୍ତି, ଶେଷ ମ୍ୟାଚରେ ଭାରତ ହାରିଲେ ପାକିସ୍ତାନ ର ସେମି ଫାଇନାଲ ରାସ୍ତା ସଫା ହୋଇଯିବ | ତେଣୁ ମ୍ୟାଚ ର ଗୁରୁତ୍ୱ ରଖି ପାକିସ୍ତାନୀ ଅଭିନେତ୍ରୀ ଏଭଳି ଏକ ବିବାଦୀୟ ପ୍ରସ୍ତାବ ସାମାଜିକ ଗଣ ମାଧ୍ୟମ ରେ ରଖିଛନ୍ତି |

ଆଉ ଏହି ସୁନ୍ଦରୀ ଜଣଙ୍କ ପାକିସ୍ତାନୀ କ୍ରିକେଟ କୁ ଏତେ ଭଲ ପାଆନ୍ତି ଯେ ସେଥିପାଇଁ ସେ କିଛି ବି କୁଆଡେ କରି ପାରନ୍ତି | ଆଉ ଆଜିର ମ୍ୟାଚ କୁଆଡେ ତାଙ୍କ ପାଇଁ ବେସ ଗୁରୁତ୍ୱପୂର୍ଣ୍ଣ, ପାକିସ୍ତାନ ଟିମ ପଡିଆ କୁ ନ ଓହ୍ଲାଇଲେ ମଧ୍ୟ ଆଜି ଜିମ୍ବାୱେ ଓ ଭାରତ ର ମ୍ୟାଚ ଉପରେ ଏହି ସୁନ୍ଦରୀ ଙ୍କର ନଜର ରହିଛି |

କାରଣ ଆଜି ଯଦି ଭାରତ କୁ ହରାଇ ଜିମ୍ବାୱେ ଏହି ମ୍ୟାଚ ଟିକୁ ଜିତି ଯାଉଛି ତେବେ ପାକିସ୍ତାନ ସେହିଠି ରହିଯିବ | ତେଣୁ କରି ଏହି ମ୍ୟାଚ ଟି ଏହି ସୁନ୍ଦରୀ ଙ୍କ ପାଇଁ ବେସ ଗୁରୁତ୍ୱପୂର୍ଣ୍ଣ ଯାହାଦ୍ୱାରା ସେ ଏଭଳି ଏକ ପ୍ରସ୍ତାବ ଦେଇଛନ୍ତି |

 ପ୍ରସ୍ତାବ ରେ କହିଛନ୍ତି ଯଦି ତମେ ଭାରତ କୁ ହରାଇବ ତେବେ ତମ ଦେଶର କେଉଁ ଏକ ଯୁବକ ଙ୍କୁ ବିବାହ କରିବି | ଏହି ସୁନ୍ଦରୀ ଜଣଙ୍କ ସୋସିଆଲ ମିଡ଼ିଆ ରେ ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି | ଏଠାରେ କହି ରଖିବାକୁ ଚାହିଁବୁ କି ପୂର୍ବରୁ ଏକାଧିକ ଥର ସେହେନ କ୍ରିକେଟ ସମ୍ବଦ୍ଧିୟ କୁ ନେଇ ଅନେଇ ପ୍ରତିକ୍ରିୟା ରଖି ବେସ ଚର୍ଚ୍ଚା ରେ ରହିଛନ୍ତି | ତେବେ ଏଭଳି ଏକ ପ୍ରସ୍ତାବ କୁ ନେଇ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ଚାଲିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।