ଦେଖନ୍ତୁ viral ଭିଡିଓ ! ମୋତେ କ୍ଷମା କରିଦେବ କମଳକାନ୍ତ ,ତୁମକୁ ଫୁଲମାଳ ଗଳେଇ ମୁଁ ସ୍ୱାମୀ ପାଖକୁ ଫେରିଗଲି….

ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡିଓ ମାନ ସବୁବେଳେ ଭାଇରାଲ ହେବାକୁ ଲାଗୁଛି ଆଜି କାଲି | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ମାନ ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଯାହା କୁ ଆପଣ ମାନେ ମଧ୍ୟ ଦେଖିଲେ ବିଶ୍ୱାସ କରି ପାରିବେ ନାହିଁ ଆଶ୍ଚର୍ଯ୍ୟ ହୋଇଯିବେ ବୋଲି କୁହାଯାଉଛି | ସେହିପରି ଗୋଟିଏ ଘଟଣା ଏବେ ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

ଖବର ଅନୁଯାୟୀ ପ୍ରେମ ପାଖକୁ ସ୍ଵାମୀ ଛାଡି ଆସିଥିଲେ ଜଣେ ମହିଳା ହେଲେ । ହେଲେ ପୁଣି ଏଭଳି ଏକ ଘଟଣା ଘଟିଲା ଯାହା ତାଙ୍କୁ ଆଉ ଥରେ ତାଙ୍କ ସ୍ଵାମୀଙ୍କ ପାଖକୁ ଯିବା ପାଇଁ ବାଧ୍ୟ କରିଦେଲା । ଥରେ ନୁହେଁ ଦୁଇ ଦୁଇ ଥର ପ୍ରେମିକାକୁ ପାଖରୁ ହରାଇ କଷ୍ଟ ପାଇଲେ ପ୍ରେମିକ । ତେବେ କେଉଁ ଘଟଣା ପୁଣି ଥରେ ପ୍ରେମିକକୁ ଛାଡି ସ୍ଵାମୀ ପାଖକୁ ଯିବାକୁ ବାଧ୍ୟ କଲା ଏହା ସମ୍ପର୍କରେ ଆଉ ଡେରି ନକରି ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ ଖବର ।

ସୂଚନା ଅନୁଯାୟୀ ଦୀପିକା ନାମକ ଜଣେ ଝିଅ ବିବାହ ପୂର୍ବରୁ କମଳକାନ୍ତ ନାମକ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । କିନ୍ତୁ ଘରେ ତାଙ୍କ ବାହାଘର ଆଉ ଜଣଙ୍କ ସହ କରିଦେଲେ । ଏହା ପରେ ପ୍ରେମିକ ଜଣଙ୍କ ହତାସ ହୋଇ ଖୁବ କଷ୍ଟ ପାଇଲେ । ହେଲେ ନିଜକୁ ସମ୍ଭାଳି ନେଇଥିଲେ ବୁଝାଇ ଦେଇଥିଲେ କି ଆଉ ପ୍ରେମିକା କେବେ ଆସିବନି ତାଙ୍କ ପାଖକୁ ।


କିନ୍ତୁ ହେଲା ଚମତ୍କାର ବିବାହ ପରେ ବି ସ୍ଵାମୀକୁ ଛାଡି ଚାଲି ଆସିଲେ ପ୍ରେମିକ ପାଖକୁ ଦୀପିକା । ଦୀପିକା ସ୍ଵାମୀ ଛାଡି ଆସିବାର କାରଣ ଥିଲା କି ତାଙ୍କ ସ୍ଵାମୀ ତାଙ୍କୁ ବହୁତ ନି-ଇର୍ଯା-ତ-ଅନା ଦେଉଥିଲେ ଶାନ୍ତିରେ ରହିବା ପାଇଁ ଦେଉନଥିଲେ । ତେଣୁ ସେ ଶାନ୍ତିରେ ରହିବାକୁ ପୁରୁଣା ପ୍ରେମ ପାଖକୁ ଆସି ରହୁଥିଲେ ତାଙ୍କ ସହ ।

ପ୍ରେମିକ ବେକରେ ଫୁଲ ମାଳ ପକାଇ ତାଙ୍କୁ ସ୍ଵାମୀ କରି ତାଙ୍କର ସ୍ତ୍ରୀ ହୋଇ ରହୁଥିଲେ ପ୍ରେମିକ । କିନ୍ତୁ ଏବେ ଦୀପିକା ବାହା ହୋଇଥିବା ତଥା ଯେଉଁ ସ୍ଵାମୀକୁ ଛାଡି ଆସିଥିଲେ ସବୁ ଦିନ ପାଇଁ ସେ ଏବେ ମେଡିକାଲ ବେଡରେ ପଡି ଛଟ ପଟ ହୋଇ ହୋଇ ସ୍ତ୍ରୀକୁ ଡାକୁଛି ଫେରିଆ ମୁଁ ବଞ୍ଚିପାରିବିନି ତୋ ବିନା । ଏହାପରେ ଦୀପିକାଙ୍କୁ ଲାଗିଲା ହୁଏତ ସେ ନିଜ ସଂସାର ଛାଡି ଆସିବା ଏକ ଭୁଲ ନିସ୍ପତି ଥିଲା ।

ତେଣୁ ସେ ନିଜ ଦାୟିତ୍ଵ ଏବଂ ସଂସାରକୁ ସମ୍ଭାଳିବା ପାଇଁ ପୁଣି ଥରେ ଭାବିଲେ ସ୍ଵାମୀଙ୍କ ପାଖକୁ ଫେରିବାକୁ । ଆଉ ସ୍ଵାମୀଙ୍କ ପାଖକୁ ଯିବା ବେଳେ କମଳକାନ୍ତକୁ କ୍ଷମା ମାଗିଥିଲେ କମଳକାନ୍ତ ଆଖିରେ ଲୁହ ଛଳ ଛଳ କରି ଠିଆ ହେଲେ ଆଉ କିଛି ବ ଶବ୍ଦ ତାଙ୍କ ପାଟିରୁ ବାହାରିଲା ନାହିଁ ।