ias ପ୍ରଶ୍ନ – ଝିଅ ମାନେ ନୁଇଁ ପଡିଲେ ତାଙ୍କର କ’ଣ ଦେଖାଯାଏ ? ଝିଅଟିର ଉତ୍ତର ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ଆପଣ ମାନେ ଅନେକ ସମୟରେ ମଜାଳିଆ ପ୍ରଶ୍ନର ଉତ୍ତର ଦେବା ପାଇଁ କିମ୍ବା ଏହାର ଉତ୍ତର ଜାଣିବା ପାଇଁ ବହୁତ ଆଗ୍ରହ ପ୍ରକାଶ କରୁଥିବେ ନିଶ୍ଚୟ। କାହିଁକି ନା ମଜାଳିଆ ପ୍ରଶ୍ନ କୌତୁକିଆ ହୋଇଥାଏ ଏବଂ ଏହାର ଉତ୍ତର ମଧ୍ୟ ଭିନ୍ନ ପ୍ରକାରର ହୋଇଥାଏ। କିଛି ଏମିତି ମଜାଳିଆ ପ୍ରଶ୍ନ ରହିଥାଏ ଯାହା ଡବଲ ମିନିଙ୍ଗ ଭଳି ହୋଇଥାଏ। ମଜାରେ ସାଙ୍ଗମାନେ ଏମିତି ପ୍ରଶ୍ନ ପଚାରି ଥାଆନ୍ତି। ତେବେ ଆସନ୍ତୁ ଆଜିର ଏହି ଲେଖାରେ ଆମେ ସେହିଭଳି କିଛି ପ୍ରଶ୍ନ ବିଷୟରେ ଜାଣିବା ଏବଂ ଏହାର ଉତ୍ତର ମଧ୍ୟ ଖୋଜିବା। ଦେଖିବା ଏହି ପ୍ରଶ୍ନ ଗୁଡିକର ଉତ୍ତର କେତେଜଣ ଦେଇ ପାରୁଛନ୍ତି।

କାରଣ ଏଭଳି ପ୍ରଶ୍ନ ର ଉତ୍ତର ଯେହେତୁ ଟିକେ ଭିନ୍ନ ପ୍ରକାରର ସେଥିପାଇଁ ଏହା ସମସ୍ତଙ୍କ ପାଇଁ ସହଜ ହୋଇ ନଥାଏ। ତେବେ ଏହିସବୁ ପ୍ରଶ୍ନର ଉତ୍ତର ଦେବା ପାଇଁ ଆପଣଙ୍କୁ ଟିକିଏ ବୁଦ୍ଧି ଖଟାଇବାକୁ ପଡ଼ିବ ଏବଂ ସହଜରେ ଏହାର ଉତ୍ତର ଆପଣ ପାଇଯିବେ।

ପ୍ରଶ୍ନ ୧- ଏମିତି କଣ ଅଛି ଯାହା ଝିଅ ମାନଙ୍କର ଗୋଲ ଗୋଲ ହୋଇଥାଏ ଏବଂ ପୁଅ ମାନଙ୍କର ଲମ୍ବା।
ଉତ୍ତର- ବିନ୍ଦୁ ଓ ତିଳକ (ମଥାର ଟୀକା)।

ପ୍ରଶ୍ନ ୨- ବାହାରେ ବଳୁଆ ସେ, ଭିତରେ ନରମ ଆଉ ଓଦା। ଯିଏ ଚାଖିଛି ଥରେ ସେ ହେଇଛି ଫିଦା।
ଉତ୍ତର- ନଡ଼ିଆ।ଏହା ବାହାରେ ଟାଣୁଆ କିନ୍ତୁ ଭିତରେ

ପ୍ରଶ୍ନ ୩- ବର୍ଷର କେଉଁ ମାସରେ ୨୮ ଦିନ ପଡେ?
ଉତ୍ତର- ସମସ୍ତ ମାସରେ ୨୮ ଦିନ ପଡେ।

ପ୍ରଶ୍ନ ୪- ଏମିତି କଣ ଅଛି ଯାହା ଝିଅ ମାନଙ୍କର ଛୋଟ କିନ୍ତୁ ସ୍ତ୍ରୀ ଲୋକଙ୍କ ବଡ଼?
ଉତ୍ତର- ବୟସ।

ପ୍ରଶ୍ନ ୫- ଜଣେ ମଣିଷ ୨୦୨୦ ରେ ଜନ୍ମ ହେଲା ମାତ୍ର ୨୦୧୮ ରେ ମରିଗଲା। ଏହା କିପରି ସମ୍ଭବ?
ଉତ୍ତର- ଆପଣ ଭାବି କମେଣ୍ଟ କରନ୍ତୁ।

ପ୍ରଶ୍ନ ୬- ଅଣ୍ଡା ଏବଂ କୁକୁଡ଼ା ମଧ୍ୟରେ କିଏ ଆଗ ଆସିଲା?
ଉତ୍ତର- ଅଣ୍ଡା ଆଗ ଆସିଛି। କାରଣ ପ୍ରଶ୍ନରେ ଅଣ୍ଡା ଆଗ ଉଲ୍ଲେଖ କରା ଯାଇଛି।

ପ୍ରଶ୍ନ ୭- ଏମିତି କଣ ଯାହା ସବୁ ପୁଅ ମାନଙ୍କର ଗୋଟିଏ ଥାଏ, କାହାର ବଡ଼, କାହାର ଲମ୍ବା ତ କାହାର ଛୋଟ?
ଉତ୍ତର- ନାକ।ଏହା ସମସ୍ତଙ୍କର ସମାନ ନଥାଏ।

ପ୍ରଶ୍ନ ୮- ଝିଅ ମାନେ କଣ ପିନ୍ଧିଲେ ପୁଅ ମାନେ ଆକର୍ଷିତ ହୁଅନ୍ତି?
ଉତ୍ତର- ଅଳଙ୍କାର। ଝିଅ ମାନେ ଅଳଙ୍କାର ପିନ୍ଧିଲେ ଅଧିକ ଆକର୍ଷିତ ଲାଗନ୍ତି।

ପ୍ରଶ୍ନ ୯- ଝିଅ ମାନେ ନୁଇଁ ପଡ଼ିଲେ ସେମାନଙ୍କର କଣ ଦେଖାଯାଏ?
ଉତ୍ତର- ଝିଅ ମାନେ ନୁଆଇଁ ମୁଣ୍ଡିଆ ମାରିବା ଦ୍ବାରା ଗୋଟିଏ ଝିଅର ସଂସ୍କାର ଜଣା ପଡ଼ିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।