IAS ପ୍ରଶ୍ନ – ବାରବାଟୀ ଷ୍ଟାଡିୟମ କେଉଁଠାରେ ଅବସ୍ଥିତ ? ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ…
ଆଜି ଆପଣ ମାନଙ୍କୁ ଏମିତି କିଛି ଶିକ୍ଷଣୀୟ ପ୍ରଶ୍ନ କହିବୁ ଯାହାକି ସମସ୍ତ ବିଦ୍ୟାଥୀ ମାନେ ଜାଣିବା ନିତ୍ୟାନ୍ତ ଆବଶ୍ୟକ ଅଟେ । ଆମେ ଆଜି କିଛି କଷ୍ଟ ପୂର୍ଣ୍ଣ ଜଣା ଅଜଣା ସାଧାରଣ ଜ୍ଞାନ IAS ପରୀକ୍ଷା ପ୍ରଶ୍ନ ଉତ୍ତର ବିଷୟ ରେ ଆଲୋଚନା କରିବା। ଏହି ପ୍ରଶ୍ନ ଗୁଡ଼ିକ ର ଉତ୍ତର ଅନେକ ଉଚ୍ଚ ପାଠ ପଢ଼ା ବ୍ୟକ୍ତି ମଧ୍ୟ ସଠିକ ଦେଇ ପାରନ୍ତି ନାହିଁ।
ଏହି ପ୍ରଶ୍ନ ଗୁଡ଼ିକ ସେତେ ସହଜ ହୋଇନଥାଏ। ଏହି ପ୍ରଶ୍ନ ଗୁଡିକ UPSC ବା IAS , IPS ଇଣ୍ଟରଭିଉ ପରୀକ୍ଷା ରେ ପଚାରା ଯାଇଥାଏ। ଏହି ପ୍ରଶ୍ନ ଗୁଡିକ ବହୁତ ଗ୍ରହଣୀୟ l ତେବେ ଆସନ୍ତୁ ଏମିତି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ କୁ ଜାଣି ନେବା l
1– କେଉଁ ଜିନିଷ ସକାଳେ ଦେଖିଲେ ସବୁଜ ,ଦିପହର ଦେଖିଲେ କଳା,ସନ୍ଧ୍ୟାରେ ଦେଖିଲେ ନୀଳ ଓ ରାତିରେ ଦେଖିଲେ ଧଳା ହେଇଥାଏ ?
ଉତ୍ତର – ବିଲେଇ ର ଆଖି l
2:- ସେ କିଏ, ଯାହାକୁ କିଛି ଖାଇ ବାକୁ ଦେଲେ ବଞ୍ଚିଥାଏ କିନ୍ତୁ ପିଇବାକୁ ଦେଲେ ମରିଯାଏ l କିଏ କହି ପାରିବ l
ଉତ୍ତର :- ନିଆଁ l
3 :- ମାଉଣ୍ଟ ଏଭେରେଷ୍ଟ କୁ ବିଶ୍ୱ ର ସବୁଠୁ ଉଚ୍ଚ ପର୍ବତ ମାନ୍ୟତା ମିଳିବା ପୂର୍ବରୁ କିଏ ସବୁଠୁ ଉଚ୍ଚ ପର୍ବତ ଥିଲା l କିଏ କହିବ ଏହାର ଉତ୍ତର ?
ଉତ୍ତର :- ମାଉଣ୍ଟ ଏଭେରେଷ୍ଟ l
4 :- ଗୋଟିଏ ଦୌଡ଼ ପ୍ରତି ଯୋଗିତା ରେ ଦ୍ୱିତୀୟ ସ୍ଥାନ ରେ ଦୌଡୁ ଥିବା ଜଣକୁ ଅନ୍ୟ ଜଣେ ଅତି କ୍ରମ କଲେ ତାହାର ସ୍ଥାନ କଣ ହେବ l ଏହା ବହୁତ ସହଜ ପ୍ରଶ୍ନ ଏହା ର ଉତ୍ତର କିଏ କହି ପାରିବ ?
ଉତ୍ତର :- ଦ୍ୱିତୀୟ ସ୍ଥାନ ହେବ l
5 :- ମୟୂର ଅଣ୍ଡା ଦିଏ ନାହିଁ କିନ୍ତୁ ସେ ମରେ ତେବେ ସେ ତାଙ୍କର ବଂଶ ବିସ୍ତାର କେମିତି ହୁଏ l ଏହା କୁ ଯିଏ କହି ପାରିବ ସେ ନିଶ୍ଚୟ ବୁଦ୍ଧି ବାନ ଓ ଚାଲାକ ଅଟନ୍ତି କହିଲ କଣ ଦେଖି ?
ଉତ୍ତର :- ମୟୂରୀ ଅଣ୍ଡା ଦିଏ l
6:-ଦଶ କିଲୋ ଲୁହା ଓ ଦଶ କିଲୋ ତୁଳା ମଧ୍ୟ ରୁ କାହାର ଓଜନ ଅଧିକ ହେବ ?
ଉତ୍ତର :-ଉଭୟ ସମାନ ଓଜନ ହେବ l
7- କଣ ସବୁବେଳେ ଆସେ କିନ୍ତୁ କେବେ ପହଂଚି ପରେ ନାହିଁ l ଯିଏ କହିବ ସେ ନିଶ୍ଚୟ ଚାଲାକ ହୋଇ ଥିବା ?
ଉତ୍ତର :-ଆସନ୍ତା କାଲି l
8-ଅଧା ଫୁଲ ମୁଁ ହେଲେ ଅଧା ଫଳ ହେଲେ ତୁଳା ହୁଏ ନାହିଁ ଗଛ ରୁ ଡଉଲ ଡାଉଲ ଖଇର ରଙ୍ଗ ମୋ ଝରେ ରସ ମୋ ଦେହରୁ ?
ଉତ୍ତର. ଗୋଲାପ ଜାମୁ l
9 – ବାରବାଟୀ ଷ୍ଟାଡିୟମ କେଉଁଠାରେ ଅବସ୍ଥିତ ?
ଉତ୍ତର – କଟକ
ତେଣୁ ଏହା କୁ ଏକ ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ କୁହା ଯାଇ ପରେ l ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।