IAS ପ୍ରଶ୍ନ :- ପୁଅ ମାନଙ୍କର କେଉଁ ଲମ୍ୱା ଜିନିଷ ଝିଅ ମାନଙ୍କୁ ପସନ୍ଦ ଲାଗେ ? 99 ପ୍ରତିଶତ ଲୋକ ଏହାର ଉତ୍ତର ଜାଣନ୍ତି ନାହିଁ , ସାହସ ଅଛି ତ ଉତ୍ତର ଦିଅ

ଆପଣ ମାନେ ସମସ୍ତେ ଜାଣିଥିବେ ଯେ, ପ୍ରତ୍ୟେକ କଥା ରେ ଦୁଇଟି ଉତ୍ତର ରହିଛି । ଗୋଟେ ହେଉଛି ନେଗେଟିଭ୍ ଉତ୍ତର ଆଉ ଗୋଟେ ହେଉଛି ପଜିଟିଭ ଉତ୍ତର । ତେଣୁ ଆମେ ସବୁ ବେଳେ ପଜିଟିଭ୍ ଉତ୍ତର ଟି କହିବା ନିହାତି ଆବଶ୍ୟକ । କାରଣ ଆମକୁ ପରୀକ୍ଷାର୍ଥୀ ସବୁ ବେଳେ ବୁଦ୍ଧି ମାନ ସହାଯ୍ୟରେ ପକେଇ ଥାଆନ୍ତି । ତେବେ ଆଜି ପ୍ରଶ୍ନ ବିଷୟରେ ଆମେ କହିବା ପାଇଁ ଯାଉଛୁ , ତାହା ଆପଣ ସେହି ପ୍ରଶ୍ନ କେବେ ହେଲେ ଶୁଣି ନ ଥିବେ ।

ତେବେ ସେହି ପ୍ରଶ୍ନ ଟି ହେଉଛି ପୁଅ ମାନଙ୍କର କେଉଁ ଲମ୍ବା ଜିନିଷ ଟି ଝିଅ ମାନକୁ ବହୁତ ଭଲ ଲାଗି ଥାଏ । ତେବେ ଏହାର ଉତ୍ତର ଅଛି ଗୋଟେ ନେଗେଟିଭି ଯାହା ଆପଣ ମାନେ ଜାଣି ଛନ୍ତି । ଆଉ ଏହାର ପଜିଟିଭ୍ ଉତ୍ତର ଟି ହେଉଛି ପୁଅ ମାନଙ୍କର ଲମ୍ବା ବାଳ ଝିଅ ମାନଙ୍କୁ ବହୁତ ଭଲ ଲାଗି ଥାଏ ।

ତେବେ ଏହି ଭଳି ପ୍ରଶ୍ନ ବହୁତ ଅଛି । ଏହି ପ୍ରଶ୍ନ ଗୁଡିକ ବହୁତ ଥର IAS ରେ ଆସି ସାରିଛି । ତେବେ ସେହି ପ୍ରଶ୍ନ ବିଷୟରେ କିଛି ଆଲଚନା କରିବା ।

1- ଭାରତ କେଉଁ ମସିହାରେ ସ୍ୱାଧୀନ ହୋଇ ଥିଲା । ଉ- ଭାରତ 1947 ମସିହାରେ ସ୍ୱାଧୀନ ହୋଇ ଥିଲା ।

2- ଏବେ ଭାରତର ରାଜଧାନୀ କୋଉଠି ଅଛି । ପ୍ରଥମେ ଭାରତର ରାଜଧାନୀ କୋଉଠି ଥିଲା । ଉ- ପ୍ରଥମେ ଭାରତ ରେ ରାଜଧାନୀ କଲିକତା ରେ ଥିଲା , ସେ ଥିଲା ଯେତେ ବେଳେ ଭାତରକୁ ଇଂରେଜ ମାନେ ଶାସନ କରୁ ଥିଲେ । ଏବେ ଭାରତର ରାଜଧାନୀ ଦିଲ୍ଲୀ ।

3- ଇଂରାଜୀ ମାସରେ କେଉଁ ମାସରେ ମକର ସଂକ୍ରାନ୍ତି ପଡି ଥାଏ । ଉ- ଇ ଇଂରାଜୀ ମାସରେ ଜାନୁଆରୀ ମାସ ରେ ମକର ସଂକ୍ରାନ୍ତି ପଡି ଥାଏ ।

4 -କେଉଁ ମାସରେ ଶ୍ରମିକ ଦିବସ ପାଳନ କରା ଯାଇ ଥାଏ । ଉ- ଡିସେମ୍ବର ମାସ 23 ତାରିଖ ରେ ଶ୍ରମିକ ଦିବସ ପାଳନ କରାଯାଏ ।

5- ବୁଢା ବୁଢ଼ୀ ଙ୍କର ଖସି ଯାଉଛି , କିନ୍ତୁ ଟୋକା ଟୋକି ଙ୍କର ପଶି ଯାଉଛି । ଉ- ଅଧିକ ବୟସ ହେବା ଦ୍ୱାରା ବୁଢା ଓ ବୁଢ଼ୀ ମାନଙ୍କୁ ଦେଖା ଯାଇ ନ ଥାଏ କିନ୍ତୁ ଟୋକା ଟୋକି ଙ୍କୁ ବେଶ ଭଲ ଭାବରେ ଦେଖା ଯାଇ ଥାଏ । ତେବେ ସେଇଟା ହେଉଛି ଛୁଞ୍ଚି ସୂତା ।

6- ଗୋଟେ ଅଣ୍ଡା ସିଝି ବାକୁ 5 ମିନିଟ ସମୟ ଲାଗେ 10 ଟି ଅଣ୍ଡା ସିଝିବାକୁ କେତେ ସମୟ ଲାଗିବ । ଉ- ସେହି 5 ମିନିଟ ଲାଗିବ ।

7- ପୁଅ ମାନଙ୍କ ର କେଉଁ ଲମ୍ବା ଜିନିଷ ଟି ଝିଅ ମାନକୁ ବହୁତ ଭଲ ଲାଗି ଥାଏ । ଉ- ପୁଅ ମାଙ୍କର ଲମ୍ବା ଚୁଟି ଝିଅ ମାନକୁ ବହୁତ ଭଲ ଲାଗି ଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।