IAS ପ୍ରଶ୍ନ–ଇଣ୍ଟରଭିୟ୍ୟୁରେ ଝିଅକୁ ପଚାରାଗଲା -ତାହା କଣ ଝିଅ ମାନେ ପ୍ରଥମଥର କଲେ ବହୁତ କଷ୍ଟ ହୋଇଥାଏ ? ଦମ୍ ଅଛି ତ ଉତ୍ତର କମେଣ୍ଟ କରି ଜଣାନ୍ତୁ …
ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ମଜାଦାର ପ୍ରଶ୍ନ ସମ୍ବଦ୍ଧରେ ଆଲୋଚନା କରିବୁ , ଯାହାକୁ ଜାଣିରଖିବା ଆପଣଙ୍କ ମାନଙ୍କ ପାଇଁ ବହୁତ ଭଲ ହୋଇଥାଏ । କାରଣ ଯଦି ଆପଣ ମାନେ ସମସ୍ତ ଜ୍ଞାନର ଅଧିକାରୀ ହୋଇପାରିବେ ତେବେ ଆପଣ ମାନେ ସମସ୍ତ କାର୍ଯ୍ୟରେ ସଫଳତା ଲାଭ କଲେ । କାରଣ ଶିକ୍ଷା ଏମିତି ଏକ ବିଷୟ ଅଟେ ଯାହା କେବେବି ପୂର୍ଣ୍ଣ ହୋଇନଥାଏ , ଜଣେ ବ୍ୟକ୍ତି ଯେତେ ଶିକ୍ଷା ଲାଭ କଲେ ମଧ୍ୟ ତାହାର ଶେଷ ନଥାଏ । ଜୀବନରେ ପ୍ରତ୍ୟେକ ମୂହୂର୍ତ୍ତରେ ବ୍ୟକ୍ତି ସର୍ବଦା କିଛି ଶିକ୍ଷା ଲାଭ କରିଥାଏ ।
ବେଲେ ବେଲେ ଏମିତି ପ୍ରସ୍ନ ଆମ ମାନଙ୍କ ସାମ୍ନାକୁ ଆସିଥାଏ ଯାହାକୁ ଶୁଣିଲେ ଆମ ମନରେ ବହୁତ ଖରାପ ଚିନ୍ତା ଆସିଥାଏ ମାତ୍ର ସେହି ପ୍ରଶ୍ନ ମଧ୍ୟ ଆମ ମାନଙ୍କୁ ମୁର୍ଖାମିର ପରିଚୟ ପ୍ରଦାନ କରିଥାଏ । ତେଣୁ ପ୍ରଶ୍ନ ଭଲ ହେଉ କି ଖରାପ ତାହାକୁ ସର୍ବଦା ଭାବିଚିନ୍ତି ସଠିକ ଉପାୟରେ ଦେବା ଉଚିତ ।
ଆଜି ଆମେ ଆପଣ ମାନଙ୍କୁ କିଛି ସାଧାରଣ ପ୍ରଶ୍ନ ସମ୍ବଦ୍ଧରେ ଆଲୋଚନା କରିବୁ ଯାହା ସଂପର୍କରେ ଆପଣଙ୍କର କିଞ୍ଚିତ ଜ୍ଞାନ ରହିଥିବ ଯଦି ଜାଣିନଥିବେ ତେବେ ଏବେ ଜାଣିପାରିବେ । କାରଣ ବେଳେ ବେଳେ ଏହି କିଛି ସାଧାରଣ ପ୍ରଶ୍ନ ପାଇଁ ମଧ୍ୟ ଆମେ ମାନେ ଅନ୍ୟ ମାନଙ୍କ ଆଗରେ ଲଜ୍ଜିତ ହୋଇଥାଉ ।
ଯଦି ଆମେ ମାନେ ବହୁତ ପାଠ ପଢି ଗୋଟିଏ ସାଧାରଣ ପ୍ରଶ୍ନର ଉତ୍ତର ଦେଇନପାରିବା ତେବେ ତାହା ଆମ ମାନଙ୍କ ପାଇଁ ଅତ୍ୟନ୍ତ ଲଜ୍ୟାଜନକ କଥା ଅଟେ । ତେଣୁ ସମସ୍ତ କଥା ବିଷୟରେ ଜାଣିରଖିବା ଆମର ନିତାନ୍ତ ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ସେହିପରି କିଛି ସାଧାରଣ ପ୍ରଶ୍ନ ବିଷୟରେ ।
1–କେଉଁ ଜୀବ ଗୋଟିଏ ଦିନରେ ମାତ୍ର 16 ମିନିଟ ଆରାମ କରିଥାଏ ?
ଉତ୍ତର–ଚାଟି
2–କେଉଁ ଭିଟାମିନ ଅଭାବରୁ ମୁଣ୍ଡର ବାଳ ଧଳା ହୋଇଥାଏ ?
ଉତ୍ତର– ବି6 ଏବଂ ବି 12
3–ଭାରତରେ କେଉଁ ବ୍ୟକ୍ତିଙ୍କର ଫଟୋ ସବୁଠୁ ଅଧିକ ଛାପାଯାଏ ?
ଉତ୍ତର–ମହାତ୍ମା ଗାନ୍ଧୀ
4–ସେ କିଏ ଯାହାର ମୁଣ୍ଡ ନାହିଁ କିନ୍ତୁ ଟୋପି ପିନ୍ଧେ ?
ଉତ୍ତର–ବୋତଲ
5–କେଉଁ ଜିନିଷ ଗାଧେଇବା ପରେ ଛୋଟ ହୋଇଯାଏ ?
ଉତ୍ତର–ସାବୁନ
6–ଉପରୁ ପଡିଲା ବୁଢା ବ୍ରାହ୍ମଣ ତା ଦେହସାରା ପଇତା ବାଣ ?
ଉତ୍ତର–ମଶିଣା
7–କେଉଁ ପ୍ରାଣୀର ପାଞ୍ଚଟି ଆଖି ରହିଛି ?
ଉତ୍ତର–ମହୁମାଛି
8–ତାହା କଣ ଝିଅ ମାନେ ପ୍ରଥମଥର କଲେ ବହୁତ କଷ୍ଟ ହୋଇଥାଏ ?
ଉତ୍ତର–କାନ କିମ୍ବା ନାକ ଫୋଡିଲା ବେଳେ
9–ତାହା କେଉଁ ପକ୍ଷୀ ଯିଏ ଯେଉଁ ବାଟେ ଖାଇଥାଏ ସେହିପଟେ ମଳତ୍ୟାଗ କରିଥାଏ ?
ଉତ୍ତର–ବାଦୁଡି
10–ସବୁଠାରୁ ବଡ ଦ୍ରୁତ ଗତିରେ ଦୋଡୁଥିବା ପକ୍ଷୀର ନାମ କଣ ?
ଉତ୍ତର–ବାଜ ପକ୍ଷୀ
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।