IAS ଇଣ୍ଟରଭିଉରେ ପଚରାଗଲା, ଏମିତି କେଉଁ ଜିନିଷ ଅଛି ଯାହା ଗାଈ ପାଖରେ 4ଟା ଅଛି ଆଉ ମହିଳାଙ୍କ ପାଖରେ 2ଟା, ! ଉତ୍ତର ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ……
ପ୍ରତ୍ୟେକ ଲୋକମାନେ ଚାହାନ୍ତି ନିଜ ଜୀବନରେ କିଚି କରିବା ପାଇଁ ବିଶେଷ କରି କିଛି ସରକାରୀ ଚାକିରୀ ଟିଏ କରିବା ପାଇଁ ଯାହା ଦ୍ୱାରା କି ସେମାନଙ୍କର ନାମ ହେବା ସହିତ ପିତା ମାତା ଙ୍କର ନାମ ମଧ୍ୟ ବଢିଥାଏ । ଆପଣ ମାନେ ଏବେକା ସମୟରେ ସରକାରୀ ହେଉ କି ବେସରକାରୀ ଯେଉଁଠିକୁ ଗଲେ ମଧ୍ୟ ପ୍ରଥମେ ଇଣ୍ଟରଭ୍ୟୁୟର ସାମ୍ନା କରିବେ ତାହା ପରେ ଯାଇକରି ଜବ କରିବେ ।
ଯଦି ଆପଣ ମାନେ କେହି ଆଇଏସ ବା ଆଇପିଏସ ଅପିସାର ହେବାକୁ ଚାହାନ୍ତି ତେବେ ଏଥିପାଇଁ ଆପଣ ମାନଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିବ କାରଣ ବିନା ପରିଶ୍ରମମରେ ଆପଣ ମାନେ ସେହି ଜବ ପାଇପାରିବେ ନାହିଁ ।
ତେଣୁ କରି ଅନେକ କଥା ବିଷୟରେ ଜାଣିବାକୁ ପଜିବ ପାଠ ହେଉ କି ସାଠ ସମସ୍ତ କଥା ବିଷୟରେ ଆପଣଙ୍କର ଜ୍ଞାନ ରହିବା ନିତାନ୍ତ ଆବଶ୍ୟକ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହିପରି କିଛି ପ୍ରଶ୍ନ ସମ୍ବଦ୍ଧରେ କହିବୁ ଯାହା ବିସେଷ କରି ଆଇଏସ ଇଣ୍ଟରଭ୍ୟୁୟରେ ପଚାରାୟାଇଥାଏ , ଯାହାକୁ ଆପଣ ମାନେ ଜାଣିରଖିବା ନିତାନ୍ତ ଆବଶ୍ୟକ ।
1–ଗୋଟିଏ ବିଲେଇର ତିନୋଟି ସନ୍ତାନ, ଜାନୁଆରୀ, ଫେବୃଆରୀ ଏବଂ ମାର୍ଚ୍ଚ ଅଛନ୍ତି, ଏମିତିରେ ବିଲେଇର ନାମ କଣ ?
ଉତ୍ତର–କଣ
2– ଯଦି ଆପଣଙ୍କର ଗୋଟିଏ ହାତରେ 3 ଟି ଆପଲ୍ ଏବଂ 4 ଟି କମଳା ଅଛି, ଅନ୍ୟ ହାତରେ 4 ଟି ଆପଲ୍ ଏବଂ 3 ଟି କମଳା ଅଛି, ତେବେ ଆପଣଙ୍କ ପାଖରେ କ’ଣ ଅଛି ?
ଉତ୍ତର– ବହୁତ ବଡ଼ ହାତ
3– ଜଣେ ଇଣ୍ଟରଭ୍ୟୁୟ ପ୍ରାର୍ଥୀ ପାଇଁ କଫି ମଗାଇଲେ ଏବଂ କହିଲେ “ହୁଆଟ ଇଜ ବିଫୋର ଇଉ?”
ଉତ୍ତର– ‘T’ କାରଣ ‘U’ ପୂର୍ବରୁ ଟି ଆସେ
4–ନାଗ ପଞ୍ଚରେ ର ବିପରୀତ କ’ଣ ହେବ ?
ଉତ୍ତର– ନାଗ ମୋତେ ପଞ୍ଚ କରିବ ନାହିଁ କାରଣ ସେ କାମୁଡେ ।
5–ଏମିତି କେଉଁ ଜିନିଷ ଅଛି ଯାହା ଗାଈ ପାଖରେ 4ଟା ଅଛି ଆଉ ତମ ପାଖରେ 2ଟା ?
ଉତ୍ତର– ଗୋଡ
6–କେଉଁ ପ୍ରାଣଈ ଉଭୟ କ୍ଷୀର ଏବଂ ଅଣ୍ଡା ଦେଇଥାଏ
ଉତ୍ତର–ପ୍ଲାଟିପସ
7–ଗୋଟିଏ ଝିଅ ତାର ପ୍ରଥମ ଜନ୍ମଦିନରେ 8 ବର୍ଷର ହୋଇଥିଲା ଏହା କିପରି ସମ୍ଭବ
ଉତ୍ତର–ସେ ଝିଅର ଜନ୍ମ ହୋଇଥିଲା 29 ଫେବୃଆରୀ 1896
8–ଆଦର୍ଶ ଏବଂ ଅନୁପମ ହେଉଛନ୍ତି ଦୁଇ ଯାଆଁଳା ଭାଇ, ସେମାନେ ମେ ମାସରେ ଜନ୍ମ ହୋଇଥିଲେ କିନ୍ତୁ ସେମାନଙ୍କର ଜନ୍ମଦିନ ଜୁନ୍ ମାସରେ ପଡେ , କିପରି ସମ୍ଭବ?
ଉତ୍ତର– ମେ ହେଉଛି ଏକ ସ୍ଥାନର ନାମ | ତେଣୁ ସେହି ସ୍ଥାନରେ ଉଭୟ ଜୁନ୍ ମାସରେ ଜନ୍ମ ହୋଇଥିଲେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।