IAS / ଜିଲ୍ଲାପାଳଙ୍କ ଦରମା କେତେ ଜାଣନ୍ତି କି ? ତାଙ୍କର ଦରମା ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ…..

ଆଇଏସ ଅଫିସର ବର୍ତ୍ତମାନ ସମୟର ଆମ ଭାରତର ସବୁଠୁ ବଡ ଚାକିରୀ ଏବଂ ଆଇଏସ ଅଫିସର ହେବା ପାଇଁ ଆମ ଭାରତରେ ଯାହା ପରୀକ୍ଷା ରହିଛି ଏହା ସବୁଠୁ କଠିନ ପରୀକ୍ଷା ଅଟେ । ଆଜି ଆମେ ଆପଣ ମାନଙ୍କୁ କହିବୁ କି ଜଣେ ଆଇଏସ ଅଫିସରଙ୍କର ଦରମା କେତେ ରହିଥାଏ ଅର୍ଥାତ ସେ କେତେ ଦରମା ମାସକୁ ପାଇଥାନ୍ତି । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।ଆଇଏସ ଅଫିସର ମାନଙ୍କର ଦରମା ସମସ୍ତଙ୍କର ସମାନ ରହିନଥାଏ । ପ୍ରତିବର୍ଷ ସିଭିଲ ସର୍ଭିସ ପରୀକ୍ଷା ମାଧ୍ୟମରେ 150 ଜଣ ଆଇଏସ ଅଫିସରଙ୍କୁ ଭର୍ତ୍ତି କରାଯାଏ । ସିଲେକସନ ପରେ ତାଙ୍କୁ 3 ଟି କେଟାଗରିରେ ଚାକିରୀ ମିଳିଥାଏ ।

ସମସ୍ତ ଆଇଏସ ଅଫିସରଙ୍କର ବେସିକ ପେ ସମାନ ରହିଥାଏ ପାଖାପାଖି 57 ହଜାର ଟଙ୍କା । ତା ସହିତ ସେମାନଙ୍କୁ ଡି ଏ ଏବଂ ଏଚ.ଆର.ଏ ଓ ଟି.ଏ ମଧ୍ୟ ପ୍ରାଦନ କରାଯାଇଥାଏ ।

ଏ ସମସ୍ତଙ୍କୁ ଯୋଡିବା ପରେ ତାଙ୍କର ସାଲାରୀ ହିସାବ କରାଯାଏ । ଯଦି ଜମେ ଆଇଏସ ଅପିସରର ପୋଷ୍ଟିଙ୍ଗ ଏକ ବଡ ସହର ଯେଉଁଠାରେ ପାଖାପାଖି 50 ଲକ୍ଷ ଲୋକ ଥିବେ ସେଠାରେ ବହୁତ ଅଦିକ ଦରମା ମିଲେ ଏବଂ ଚେଟ ସହର କମ ଲୋକ ଥିଲେ ସେମାନଙ୍କୁ କମ ଦରମା ମିଳିଥାଏ । ଆସନ୍ତୁ ଜାଣିବା କେଉଁ ସହରରେ କେତେ ଦରମା ମିଲିଥାଏ ।

salary 7 pay commission(2020-2021)

salary Metro city Urban area Rrural area

Basic pay 56100 56100 56100

D.A(17%) 9537 9537 9573

T. A 7200 3600 3600

H . R. A 13464 8976 4488

Gross Salary 86301 78213 73725

P. F(12%) 6732 6732 6732

IN HAND SALARY 79569 71481 66993


ଯଦି ଜଣେ ଆଇଏସ ଅଫିସର ସରକାରଙ୍କର ଗାଡି ଡ୍ରାଇଭର ବ୍ୟବହାର କରୁଥିବ ତାହେଲେ ତାଙ୍କର ଟ୍ରାଭେଲିଙ୍ଗ ଏଲାଉସେନ୍ସ ମିଳେନାହିଁ । ଏହା ସହିତ ସରକାରଙ୍କର ରହିବା ଘର ବା କ୍ୱାଟର ଯଦି ବ୍ୟବହାର କରୁଥିବେ ତାବା ଏଚ.ଆର.ଏ ମଧ୍ୟ ମିଳେନାହିଁ । ଏହା ଥିଲା ଜଣେ ଆଇଏସ ଅପିସର ମାନଙ୍କର ପ୍ରଥମ ସାଲାରୀ , ପୋଷ୍ଟିଙ୍ଗ ସମୟରେ ତାଙ୍କର ପ୍ରଥମ ଦରମା ଏହା ରହିଥାଏ ମାତ୍ର ପରେ ବଡିବାରେ ଲାଗିଥାଏ ।

ଏହା ପରେ ସେମାନଙ୍କର ଯେତେବେଳେ ପ୍ରମୋସନ ହୋଇଥାଏ ତେବେ ବେସିକ ପେ 2 ଲକ୍ଷ 50 ହଜାର ପର୍ଯ୍ୟନ୍ତ ରହିଥାଏ । ସେହି ସମୟରେ ସେମାନଙ୍କର ସାଲାରୀ ପାଖାପାଖି 3 ଲକ୍ଷ ପର୍ଯ୍ୟନ୍ତ ରହିଥାଏ । ତେଣୁ ଜଣେ ଆଇଏସ ଅପିସର ହେବା ପାଇଁ ବହୁତ କଷ୍ଟ କରିବାକୁ ପଡିଥାଏ ମାତ୍ର ହୋଇଗଲେ ମଧ୍ୟ ବହୁତ ଦାୟିତ୍ୱ ରହିଥାଏ ଏବଂ ଭଲ ସାଲାରୀ ମଧ୍ୟ ମିଳିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।