IAS-ଇଣ୍ଟରଭିଉରେ ଝିଅ ଟି କୁ ପଚାରାଗଲା , ଦୁନିଆର ଏମିତି କେଉଁ ଅଛି ଯାହା ପାଣି ପିଇବା ମାତ୍ରେ ମରିଯାଏ? ଦମ୍ ଅଛି ତ ଉତ୍ତର କମେଣ୍ଟ ବକ୍ସରେ ଜଣାନ୍ତୁ….

ଶିକ୍ଷା ଏମିତି ଏକ ବିଷୟ ବସ୍ତୁ ଅଟେ ଯାହାକୁ ପ୍ରତ୍ୟେକ ଲୋକମାନେ ଜାଣିବା , ଶିଖିବା ନିତାନ୍ତ ଆବଶ୍ୟକ । ଆପଣ ମାନେ ଆଗରୁ ଯେତେବେଳେ କୌଣସି ଚାକିରୀ କରିବା ପାଇଁ ପରୀକ୍ଷା ଦେବା ପାଇଁ ଯାଉଥିଲେ ସେତେବେଳେ ଆପଣ ମାନଙ୍କୁ ଲିଖିତ ଆକାରରେ ପରୀକ୍ଷା ଦେବା ପାଇଁ ପଡୁଥିଲା ମାତ୍ର ଏବେ ଆଉ ତାହା ନାହିଁ ଏବେ ଆପଣ ମାନେ ଯେଉଁଠିକୁ ମଧ୍ୟ ଯାଆନ୍ତୁ ଆପଣ ମାନଙ୍କୁ ଅନଲାଇନ ମାଧ୍ୟମରେ ପରୀକ୍ଷା ଦେବା ପାଇଁ ପଡିବ , ନହେଲେ ଇଣ୍ଟରଭ୍ୟୁୟ ମାଧ୍ୟମରେ ଆପଣ ମାନେ ପରୀକ୍ଷା ଦେଇପାରିବେ ।

ଆପଣ ମାନେ ଯେଉଁ ପରୀକ୍ଷା ମାନେ ଦେଉଛନ୍ତି ବା ଦେବାକୁ ଚାହିଁଛନ୍ତି ସେଥିମଦ୍ୟରୁ ଆଇଏସ ପରୀକ୍ଷା ସବୁଠୁ କଠିନତର ଅଟେ । କାହିଁକିନା ଏହା ଦେଶର ଏବଂ ସମ୍ମାନତମ ଏବଂ କଠିନ ପରୀକ୍ଷା ବୋଲି ବିବେଚନା କରାଯାଏ ।

ଏଥିରେ ଯେଉଁ ପ୍ରଶ୍ନ ସବୁ ପଚାରା ଯାଇଥାଏ ତାହା ଜଣେ ପ୍ରାର୍ଥୀକୁ ବହୁତ ଚିନ୍ତାରେ ପକେଇ ଦେଇଥାଏ । ମାତ୍ର ଜଣେ ବୁଦ୍ଦିମାନ ପ୍ରାର୍ଥୀ ହିଁ ଏହାର ସଛିକ ଉତ୍ତର ପ୍ରଦାନ କରିପାରିବ । ତେଣୁ ଆପଣ ମାନେ ଯଦି ଏହି ପରୀକ୍ଷା ଦେବାକୁ ଚାହୁଁଛନ୍ତି ତେବେ କଠିନ ପରିଶ୍ରମ ନିଶ୍ଚିତ ରୂପରେ କରନ୍ତୁ ।

ଆଜି ଆମେ ଆପଣ ମାନଙ୍କୁ ଆଇଏସରେ ପଚାରାଯାଇଥିବା କିଛି ପ୍ରଶ୍ନ ସମ୍ବଦ୍ଧରେ ଆଲୋଚନା କରିବୁ , ଯାହା ଆପଣଙ୍କର ଭବିଷ୍ୟତ ଜୀବନ ପାଇଁ ବହୁତ କାମରେ ଆସିବ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

1–ଖାଇବା ପରେ ନିରନ୍ତର ବଢୁଥିବା ଜିନିଷ କ’ଣ?

ଉତ୍ତର – ଏ ଯଦି କୌଣସି ବ୍ୟକ୍ତି ଲୋଭ କରନ୍ତି, ତେବେ ଏହା ନିରନ୍ତର ବୃଦ୍ଧି ପାଇବ |

2–ଏକ ଘଣ୍ଟା କ୍ରମାଗତ ଭାବରେ ତ୍ୱରାନ୍ୱିତ ହେଉଛି, ଏହା ରବିବାର ସକାଳ 8:00 ରେ 5 ମିନିଟ୍ ପଛରେ ଥିଲା, ମଙ୍ଗଳବାର ସକାଳ 8:00 ରେ 7 ମିନିଟ୍ ଆଗରେ ଥିଲା, ତେବେ ଏହା ସଠିକ୍ ସମୟ କେତେବେଳେ ଦେଖାଇଥିବ?

ଉତ୍ତର- 11:30

3–ଟ୍ରକ ଡ୍ରାଇଭର ଭୁଲ ପାର୍ଶ୍ୱରେ ଯାଉଥିଲା କିନ୍ତୁ ପୋଲିସ କାହିଁକି ଅଟକିଲା ନାହିଁ?

ଉତ୍ତର- ପୋଲିସ ଏଥିପାଇଁ ଅଟକାଇଲା ନାହିଁ କାହିଁକିନା ଟ୍ରକ୍ ଡ୍ରାଇଭର ଚାଲୁଥିଲା , ଟ୍ରକ ନୁହେଁ |

4–ଏପରି କଣ ଜିନିଷ ଅଛି ଯାହା ପାଣି ପିଇବା ମାତ୍ରେ ମରିଯାଏ?

ଉତ୍ତର – “ତୃଷା” ଯାହା ପାଣି ପିଇବା ମାତ୍ରେ ମରିଯାଏ

5–ଏମିତି କଣ ଜିନିଷ ଯାହା ନିଜ ଜାଗାରୁ ହଲେ ନାହିଁ ବାକି ଯୋଉଠି କି ଯିବା ପାଇିଁ ଚାହିଁବ ସେ ପହଞ୍ଚେଇ ଦେବ ସେଇଟା କଣ ?

ଉତ୍ତର – ରାସ୍ତା ..ଆପଣ ଯଦି ବାଇକ୍ ରେ ଯାଉଛନ୍ତି ତେବେ ବାଇକ୍ ହଲୁଥିବ କିନ୍ତୁ ରସ୍ତା ପୁରା ସ୍ଥିର ଭାବରେ ରହିଥାଏ ଆପଣ ନିଜ ଲକ୍ଷ୍ୟରେ ପହଞ୍ଚିବା ପର୍ଯ୍ୟନ୍ତ ସେ ସ୍ଥିର ରହିଥାଏ ।

6–ଅଧିକାଂଶ ଝିଅ ମାନଙ୍କୁ କେଉଁ ଜିନିଷ ଲମ୍ବା ଏବଂ ମୋଟା ପସନ୍ଦ ହୋଇଥାଏ ?

ଉତ୍ତର–କେଶ
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।