IAS ପ୍ରଶ୍ନ – ସୁହାଗ ରାତି ରେ ଜଣେ ସ୍ତ୍ରୀ ତାର ସ୍ୱାମୀ କୁ କ’ଣ ଦେଇଥାଏ ? ଅକାତ ଅଛି ତ ଉତ୍ତର ଦେଇ କି ଦେଖାଅ ?
ଓଡ଼ିଆ ଢଗ କଥାରେ ଆପଣକୁ ସ୍ୱାଗତ l ଭଗବାନ ଏହି ପୃଥିବୀ ପୃଷ୍ଠ ରେ ମନୁଷ୍ୟ କୁ ସୃଷ୍ଟି କରିବା ସହିତ ବିଭିନ୍ନ ପ୍ରକାରର ଜୀବଜନ୍ତୁ ସୃଷ୍ଟି କରିଛନ୍ତି l ଭଗବାନ ପ୍ରାୟତଃ ଛପନ କୋଟି ଜୀବଙ୍କୁ ସୃଷ୍ଟି କରିଛନ୍ତି l ସେମାନଙ୍କ ମଧ୍ୟରୁ ମନୁଷ୍ୟ ହେଉଛି ଅନ୍ୟତମ l ତେଣୁକରି ଆଜିକାର ଦିନ ରେ ମନୁଷ୍ୟକୁ କୁ ଅଧିକରୁ ଅଧିକ ଜ୍ଞାନ ଅର୍ଜନ ଅର୍ଜନ କରିବାର ଅଛି l ଆଜିକାର ଦୁନିଆ ରେ ବିନା ଜ୍ଞାନ ରେ କିଛି ବି ସମ୍ଭବ ନୁହେଁ l ଆମେ ବେଳେ ବେଳେ ଅନେକଗୁଡିଏ ପ୍ରଶ୍ନ ର ସାମନା କରିଥାନ୍ତି ଏବଂ ତାହା ଜଣା ଥିଲେ ମଧ୍ୟ ବିଚଳିତ ହୋଇଯାଇଥାନ୍ତି l
କିନ୍ତୁ ତାହା ସହଜ ହୋଇ ଥାଏ ତେଣୁ କରି ସମସ୍ତଙ୍କୁ ସବୁ ପ୍ରକାରର ଜ୍ଞାନ ବିଷୟ ରେ ଅନୁଭୂତି ଥିବା ଦରକାର l ନଚେତ ଭବିଷ୍ୟତ ରେ ଅନେକ ପ୍ରକାର ଅସୁବିଧାର ସମ୍ମୁଖିନ ହେବ କୁ ପଡିଥାଏ l ସେଥିଲାଗି ମନୁଷ୍ୟ ଅଧିକରୁ ଅଧିକ ଜ୍ଞାନ ଆହାରଣ କରିବା ଆବଶ୍ୟକ ହୋଇଥାଏ lଆମେ ଆପଣଙ୍କ ପାଇଁ କେତେଗୁଡିଏ ମଜାଳିଆ ପ୍ରଶ୍ନ ସହିତ ଉତ୍ତର ନେଇ ଆସିଛୁ ଯାହା କି ଆପଣ ମାନେ ଜାଣି ନ ଥିବେ l ତେବେ ଚାଲ ସେହି ସବୁ ପ୍ରଶ୍ନ ଗୁଡିକୁ ଆଲୋଚନା କରିବା……..
1.ଏମିତି କୋଉ ଜିନିଷ ଯାହା ସବୁ ଗାଁ ବୁଲେ କିନ୍ତୁ ମନ୍ଦିର ଯିବାକୁ ଡରେ ?
ଉତ୍ତର : ଚପଲ
2. ସେଇଟା କଣ ଯାହାକୁ ଯେତେ ଫାଡିବା ସେତେ ଜୋର ରେ ଶବ୍ଦ କରିବ ?
ଉତ୍ତର :ଗଲା
3.ସେଇଟା କଣ ଯାହା ଦେଖାଯାଏନି କିନ୍ତୁ ବହୁତ କିଛି ଦେଖାଇଦେଇଥାଏ ?
ଉତ୍ତର :ସମୟ
4.ଏମିତି କେଉଁ କେଉଁ ଶବ୍ଦ ଅଛି ଯେଉଁଥିରେ ଫୁଲ, ଫଳ ଓ ମିଠା ର ନାମ ଆସିବ ?
ଉତ୍ତର :ଗୋଲାପ ଜାମୁନ
5.ଦୁନିଆର ଏମିତି କେଉଁ ଜିନିଷ ଯାହା ତଳେ ପଡିଲେ ଭାଙ୍ଗି ନ ଥାଏ ତାହା କଣ ?
ଉତ୍ତର :ବର୍ଷା
6.ଝିଅ ମାନଙ୍କର କେଉଁ ଅଙ୍ଗ କୁ ତୁମେ ଖାଇ ପାରିବ ?
ଉତ୍ତର :ledis finger (ଭେଣ୍ଡି )
7.ଏମିତି କେଉଁ ଜିନିଷ ଯାହା ନିଜ ଜାଗାରୁ ହଲେ ନାହିଁ କିନ୍ତୁ ଯୋଉଠିକୁ ଯିବାର ଥାଏ ସେଇଠିକୁ ପହଞ୍ଚାଇ ଦିଏ ତାହା କଣ ?
ଉତ୍ତର :ରାସ୍ତା
8.ଶରୀର ର କେଉଁ ଅଂଶ ରୁ ଝାଳ ବାହା ରେ ନାହିଁ ?
ଉତ୍ତର : ଓଠ
9.ଏମିତି ଏକ କେଉଁ ଜିନିଷ ଯାହା ବଢିଥାଏ କିନ୍ତୁ କମି ନ
ଥାଏ ତାହା କଣ ?
ଉତ୍ତର :ଉଚ୍ଚତା
10.ଏମିତି କଣ ଯାହା ଖାଲି ସ୍ୱାମୀ ଖାଇ ପରେ କିନ୍ତୁ ସ୍ତ୍ରୀ ଖାଇ ପରେ ନାହିଁ ତାହା କଣ ?
ଉତ୍ତର :ଯୋଡ଼ା କଦଳୀ, ଯାଆଁଳା କଦଳୀ
11.ସୁହାଗ ରାତି ରେ ଜଣେ ସ୍ତ୍ରୀ ତାର ସ୍ୱାମୀ କୁ କଣ ଦେଇ ଥାଏ ?
ଉତ୍ତର :କ୍ଷୀର
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।