ias interview Question – ଝିଅ ମାନଙ୍କର କେଉଁଠି ଆଙ୍ଗୁଠି ପୁରେଇଲେ ପାଣି ବାହାରେ ? ଯାହାର ଉତର ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଆଜିର ଏହି ପ୍ରତିଯୋଗିତାପୂର୍ଣ୍ଣ ଦୁନିଆରେ ସମସ୍ତେ ପରୀକ୍ଷାରେ ଭଲ ନମ୍ବର ପଛରେ ଗୋଡାଉଛନ୍ତି।ତେଣୁ ସେମାନେ ବାହାର ଦୁନିଆ ର ଖବର ବା ଜ୍ଞାନ ଆହରଣ କରି ପାରୁ ନାହାଁନ୍ତି।ଯାହାଦ୍ୱାରା ସେମାନେ ପରୀକ୍ଷାରେ ଭଲ ନମ୍ବର ରଖୁଛନ୍ତି ସତ କିନ୍ତୁ ବାହାର ଦୁନିଆ ରେ ଏକା ଚଳି ପାରୁ ନାହାଁନ୍ତି।ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁ ରେ ମଧ୍ୟ ସେମାନେ ଏହି ସବୁ ପ୍ରଶ୍ନର ଉତ୍ତର ଦେଇ ପାରୁ ନାହାଁନ୍ତି।ତେଣୁ ଦୁନିଆ ରେ ଚଳିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆର ଜ୍ଞାନ ବିଷୟରେ ଜାଣିବା ଆବଶ୍ୟକ।

ତେଣୁ ଆଜି ଆମେ ଆପଣଙ୍କୁ ଆମ ଦେଶ ଓ ରାଜ୍ୟ ସମ୍ବନ୍ଧିତ ଏବଂ ବିଜ୍ଞାନ ଓ ଆମ ଶରିର ସମ୍ପର୍କିତ କେତେ ଗୋଟି ଚତୁର ପ୍ରଶ୍ନ ଓ ସେ ଗୁଡ଼ିକର ଉତ୍ତର ବିଷୟରେ କହିବୁ।ଏହି ପ୍ରଶ୍ନ ଗୁଡ଼ିକ ଆପଣ ମାନେ ହୁଏତ କେବେବି ଶୁଣି ନଥିବେ ଏବଂ ଏହା ଆପଣଙ୍କ ଜ୍ଞାନ ଭଣ୍ଡାର କୁ ଉନ୍ନତ କରିବ।ଏହି ପ୍ରଶ୍ନ ଗୁଡ଼ିକ ଆପଣଙ୍କୁ ନିଶ୍ଚିତ ରୂପେ ଭଲ ଲାଗିବ।ତେଣୁ ଆପଣ ଏହି ଆର୍ଟିକିଲ କୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ଓ ଏହାର ଉତ୍ତର କୁ ଧ୍ୟାନ ଦେଇ ମନେ ରଖନ୍ତୁ। କାରଣ ଏହା ଭବିଷ୍ୟତ ରେ ଆପଣଙ୍କ କାମରେ ଆସି ପାରେ –

୧- କାହାକୁ ଟାଣିଲେ ଛୋଟ ହୁଏ ?
ଉତ୍ତର:- ବିଡ଼ି କିମ୍ବା ସିଗାରେଟ୍ କୁ ଟାଣିଲେ ଛୋଟ ହୁଏ।

୨- କାହାର ଆଖି ଅଛି କିନ୍ତୁ ସେ ଦେଖି ପାରେନା ?
ଉତ୍ତର:- ନଡ଼ିଆ।

୩- ପୃଥିବୀର ବର୍ଣ୍ଣ କିପରି ଦେଖାଯାଏ ?
ଉତ୍ତର:- ପୃଥିବୀର ବର୍ଣ୍ଣ ଈଷତ୍ ହଳଦିଆ ଦେଖାଯାଏ।

୪- କମ୍ପ୍ୟୁଟର ର ଜନକ କାହାକୁ କୁହାଯାଏ ?
ଉତ୍ତର:- ଏହାର ସଠିକ୍ ଉତ୍ତର ଅଟେ ଚାର୍ଲ୍ସ ବାବେଜ୍ ଙ୍କୁ କମ୍ପ୍ୟୁଟର ର ଜନକ ବୋଲି କୁହାଯାଏ।

୫- ଝିଅ ମାନଙ୍କର ଏମିତି କେଉଁ ଜିନିଷ ପୁଅ ମାନଙ୍କ ଅପେକ୍ଷା ଜଲଦି ବାହାରି ପଡେ ?
ଉତ୍ତର:- ଏହାର ସଠିକ୍ ଉତ୍ତର ଲୁହ ଅରେ ।

୬- ଚାଲାଇଲେ ଚାଲେ, କିନ୍ତୁ ଆଗକୁ ଯାଇ ପାରେନା ?
ଉତ୍ତର:- ଏହାର ସଠିକ୍ ଉତ୍ତର ଚାଲାଇଲେ ଚାଲେ, କିନ୍ତୁ ଆଗକୁ ଯାଇ ପାରେନା ହେଉଛି ପଙ୍ଖା।

୭- ମୃତ୍ୟୁ ପରେବି ଠିଆ ହୋଇ ପାରେ, ସେ କିଏ ?
ଉତ୍ତର:- ଏହାର ସଠିକ୍ ଉତ୍ତର ମୃତ୍ୟୁ ପରେବି ଠିଆ ହୋଇ ପାରେ ଗଛ।

୮- :- ଯେତେବେଳେ ଗୋଟିଏ ଝିଅ ଜଣେ ବୟସ୍କ ଲୋକଙ୍କୁ ନଇଁ ମୁଣ୍ଡିଆ ମାରି ଥାଏ ତାହାର କଣ ଦେଖା ଯାଏ ?
ଉତ୍ତର: – ଏହାର ସଠିକ୍ ଉତ୍ତର ହେଉଛି ସଂସ୍କାର।

୯- ଝିଅ ମାନଂକ ର କେଉଁଠି ହାତ ପୁରାଇବା ଦ୍ଵାରା ପାଣି ବାହାରି ଥାଏ ?
ଉତ୍ତର :- ଏହାର ସଠିକ୍ ଉତ୍ତର ହେଉଛି ଆଖି ।।

୧୦- କିଏ ସବୁଠାରେ ଅଛି କିନ୍ତୁ ତାକୁ କେହି ଧରି ପାରନ୍ତି ନାହିଁ ?
ଉତ୍ତର:- ଏହାର ସଠିକ୍ ଉତ୍ତର ହେଉଛି ପବନ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।