Ias Interview – କେଉଁ ଜିନିଷ ଶୁଖିଲା ରେ 9kg ଓଦା ହୋଇ ଗଲେ ୧କଂ ଏବଂ ଜଳିଗଲେ ୩ କେଜି ? ସାହସ ଅଛି ତ ଉତ୍ତର ଦିଅ….

ଆଜିକାଲି ର ଏହି କଂପିଟିଟିଭ ଦୁନିଆଁ ରେ ସମସ୍ତ ଙ୍କୁ ସଙ୍ଘର୍ଷ କରିବାକୁ ହେଇଛି। କିନ୍ତୁ ସଙ୍ଘର୍ଷ ର ରାସ୍ତା ଠିକ ଭାବରେ ନବାଛିବା ରୁ ତାଂକୁ ସଫଳତା ମିଳିବା କଷ୍ଟକର ହୋଇଯାଉଛି।ତେବେ ଆପଣ ମାନେ ଦେଖୁଥିବେ ବର୍ତ୍ତମାନ ହଜାର ହଜାର ଶିକ୍ଷିତ ଯୁବପୀଡି ଚାକିରୀ ପଛ ରେ କେତେ ପରିଶ୍ରମ କରୁଛନ୍ତି ,କିନ୍ତୁ ସେମାନେ ବିଫଳ ହେଉଛନ୍ତି।ଏହାର କାରଣ ସେମାନେ କେବଳ ନିଜ ଜ୍ଞାନ କୁ ବହି ଭିତରେ ଥିବା ଜ୍ଞାନ ରେ ସୀମିତ କରିଦେଉଛନ୍ତି। ଆଉ ବାହାର ଦୁନିଆଁ ର ପାଠ ବିଷୟ ରେ ସେମାନେ କିଛି ବି ଜାଣିନାହାନ୍ତି, ତେଣୁ ପରୀକ୍ଷା ରେ ଫେଲ ହୋଇଯାଉଛନ୍ତି।

ତେବେ ବର୍ତ୍ତମାନ ସମସ୍ତ ପରୀକ୍ଷା କେବଳ ବହି ଭିତରେ ଥିବା ପାଠ କୁ ପ୍ରଶ୍ନ କରାଯାଏ ନାହିଁ ।ବରଂ ଅନେକ ପ୍ରଶ୍ନ ଏହିପରି ବିଷୟରେ ରହିଛି ଯାହା ସାଧାରଣ ଜ୍ଞାନ ର ପ୍ରଶ୍ନ ରହିଥାଏ ତେଣୁ ଆପଣ ଙ୍କୁ ପାଠ ସହ ଏହି ସବୁ ଜ୍ଞାନ ର ଅଵଶ୍ୟକତା ରହିଛି।ତେବେ ଆସନ୍ତୁ ଜାଣିବା ଏହିପରି କେତେକ ସାଧାରଣ ଜ୍ଞାନ ର ପ୍ରଶ୍ନ ଓ ତାର ଉତ୍ତର ବିଷୟରେ।

 ୧. କେଉଁ ବର୍ଷ ଭାରତକୁ ଇଂରେଜ ଶାସନ ରୁ ମୁକ୍ତି ଲାଭ ମିଳିଥିଲା ? ଉ:୧୯୪୭

୨. କେଉଁ ସହର ଅଙ୍ଗୁର ଉତ୍ପାଦନ ପାଇଁ ପ୍ରସିଦ୍ଧ ଅଟେ ? ଉ:ନାସିକ

୩.ଟେଲିଭିଜନ ର ଆବିଷ୍କାର କିଏ କରିଥିଲେ ? ଉ:ଜେ. ଏଲ.ବେୱର୍ଡ

୪.ବିଶ୍ଵ ର ସବୁଠାରୁ ବୃହତ୍ତମ ମହାଦେଶ ର ନାମ କଣ ? ଉ:ଏସିଆ

୫.କେଉଁ ଦେଶରେ ବିଶ୍ୱର ପ୍ରଥମ ପୁସ୍ତକ ଛପା ଯାଇଥିଲା ? ଉ:ଚୀନ

୬.କେଉଁ ଦେଶର ସର୍ବାଧିକ ପଶୁ ପକ୍ଷୀ ଦେଖିବାକୁ ମିଳେ ? ଉ:ଭାରତ

୭.ଭାରତର ସବୁଠାରୁ ଓଷାର ନଦୀ ର ନାମ କଣ ? ଉ:ବ୍ରହ୍ମପୁତ୍ର

୮.କେଉଁ ଦେଶରେ ସର୍ଭାଧିକ ଅଳିଚ ଉତ୍ପାଦନ ହୋଇଥାଏ ? ଉ:ଗ୍ୟାଟେମାଲା

୯.କେଉଁ ନଗର ଅଣ୍ଡା ଟକରି ନାମରେ ପରିଚିତ ? ଉ:ଆନ୍ଧ୍ରପ୍ରଦେଶ

୧୦.ମଣିଷର ମୁଖରେ ସମୁଦାୟ କେତଟି ହାଡ ଅଛି ? ଉ: ୧୪

୧୧.ଭାରତର କେଉଁ ସହର ରେ ସବୁଠାରୁ ଅଧିକ ଜନସଂଖ୍ୟା ଦେଖିବାକୁ ମିଳେ ? ଉ:ମୁମ୍ବାଇ

୧୨.ଛଡା ଯାଇଥିବା ପରିବାକୁ ଧୋଇବା ଦ୍ୱାରା କେଉଁ ଭିଟାମିନ ବହାରିଯାଇଥାଏ ? ଉ:ଭିଟାମିନ C

୧୩.ବିଶ୍ୱ ର ସବୁଠାରୁ ଛୋଟ ପକ୍ଷୀର ନାମ କଣ ? ଉ:ଗୁନଗୁନା ପକ୍ଷୀ

୧୪.ବିଶ୍ଵ ଜଳ ଦିବସ କେବେ ପାଳନ କରାଯାଏ ? ଉ:ମାର୍ଚ୍ଚ ୨୨

୧୫.ବିଶ୍ୱର କେଉଁ ଦେଶରେ ସର୍ବାଧିକ ଆଳୁ ଉତ୍ପାଦନ କରଯାଏ ? ଉ:ରୁଷ

୧୬.କ୍ଷେତ୍ରଫଳ ଅନୁସାରେ ଭାରତ କେତେ ନମ୍ବର ସ୍ଥାନ ରେ ଅଛି ? ଉ: ୭ ନମ୍ବର

୧୭.କେଉଁ ମସିହାରେ ଜାପାନ ଉପରେ ପରମାଣୁ ବୋମା ପକାଯାଇଥିଲା ? ଉ: ୧୯୪୫

୧୮.ଭାରତର ରାଷ୍ଟ୍ରୀୟ ଭୋଜନର ନାମ କଣ ? ଉ:ଖିଚୁଡ଼ି ।

୧୯.କେଉଁ ନଦୀ ଟି ପବିତ୍ର ନଦୀ ନାମରେ ପରିଚିତ ? ଉ: ଗଙ୍ଗା

20-କେଉଁ ଜିନିଷ ଶୁଖିଲା ରେ 9kg ଓଦା ହୋଇ ଗଲେ ୧କଂ ଏବଂ ଜଳିଗଲେ ୩ କେଜି ?

ଉତ୍ତର – ସଲଫର

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।