ias interview -କେଉଁ ଜିନିଷ ଝିଅମାନେ ଦିନେ ପିନ୍ଧନ୍ତି ଏବଂ ପୁଅମାନେ ସବୁବେଳେ ପିନ୍ଧନ୍ତି ? ଉତ୍ତର କେବଳ ବୁଦ୍ଧିମାନ ଲୋକ ହିଁ ଦେଇପାରିବେ ?
ଆଜି ଆମେ ଆପଣ ମାନଙ୍କୁ କିଛି ମଜାଦାର ପ୍ରଶ୍ନ ବିଷୟରେ କହିବୁ , ଆପଣ ମାନେ ତ ସର୍ବଦା କୌଣସି ନା କୌଣସି ପ୍ରଶ୍ନର ଅଧ୍ୟୟନ କରୁଥିବେ । ଏହା ସହିତ ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ମଧ୍ୟ ଚାହାନ୍ତି । ଏବେକା ସମୟରେ ସମସ୍ତ ବିଷୟ ମଧ୍ୟରେ କମ୍ପଡିସନ ଆରମ୍ଭ ହୋଇଗଲାଣି । କିଛିଲୋକ ଜୀବନରେ ବହୁତ୍ ଶୀଘ୍ର ସଫଳତା ପାଇଯାଇଥନ୍ତି କିନ୍ତୁ କିଛି ବ୍ୟକ୍ତବିଶେଷ ମାନେ ବହୁତ କଷ୍ଟ କରିବା ସତ୍ତ୍ଵେ ତାଙ୍କୁ ସଫଳତା ମିଳେ ନାହିଁ । ସଫଳତା ପାଇବା ପାଇଁ ବହୁତ୍ କଷ୍ଟ କରିବାକୁ ପଡ଼ିଥାଏ ।
ସର୍ବଦା ନିଜର ଜ୍ଞାନ ଭଣ୍ଡାରକୁ ବୃଦ୍ଧି କରି ନିଜର ଜ୍ଞାନର ସୀମାକୁ ସଂଙ୍କୁଚିତ କରନ୍ତୁ ନାହିଁ । ତେବେ ଆଜି ଆମେ ଆପଣଙ୍କର ଜ୍ଞାନ ଭଣ୍ଡାରକୁ ବୃଦ୍ଧି କରିବା ପାଇଁ କିଛି ପ୍ରଶ୍ନ ସମ୍ବଦ୍ଧରେ ଆଲୋଚନା କରିବୁ ଯାହା ଦ୍ୱାରା ଆପଣଙ୍କର ଜ୍ଞାନର ସୀମା ବୃଦ୍ଧି ହେବ ।
1– କେଉଁ ଦ୍ୱୀପପୁଞ୍ଜ ଭାରତର ଅଂଶ?
ଉତ୍ତର: ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ଏବଂ ଲକ୍ଷ୍ମୀଦ୍ୱୀପ ଭାରତର ଏକ ଅଂଶ
2– କେଉଁ ଆଫ୍ରିକୀୟ ରାଷ୍ଟ୍ର ଚକୋଲେଟ୍ ପାଇଁ ପ୍ରସିଦ୍ଧ?
ଉତ୍ତର: “ଘାନା” ଦେଶ ଚକୋଲେଟ୍ ପାଇଁ ବିଶ୍ୱ ପ୍ରସିଦ୍ଧ।
3–ରୋମିଓ ଏବଂ ଜୁଲିଏଟ୍ କିଏ ଲେଖିଛନ୍ତି?
ଉତ୍ତର: ରୋମିଓ ଏବଂ ଜୁଲିଏଟ୍ ୱିଲିୟମ୍ ସେକ୍ସପିୟର ଲେଖିଥିଲେ
4–JCB ର ସମ୍ପୂର୍ଣ୍ଣ ରୂପ କ’ଣ ଏବଂ ଏହାକୁ ହିନ୍ଦୀରେ କ’ଣ କୁହାଯାଏ?
ଉତ୍ତର – “Joseph Cyril Bamford”
JCB ର ସମ୍ପୂର୍ଣ୍ଣ ରୂପ ହେଉଛି “ଜୋସେଫ ସିରିଲ ବାମଫୋର୍ଡ” ଯାହା ସଂକ୍ଷିପ୍ତ ରେ ଜେସିବି ଭାବରେ ଜଣାଶୁଣା ।
5– ମାଟି ତଳେ ଫଳୁଥିବା ପନିପରିବା ଗୁଡିକର ନାମ କୁହନ୍ତୁ?
ଉତ୍ତର: ବିଟ୍, ଗାଜର, ଏବଂ ମୂଳା ହେଉଛି ମାଟି ତଳେ ଫଳୁଥିବା ପନିପରିବା ।
6–କେଉଁ ଜିନିଷ ଝିଅମାନେ ଦିନେ ପିନ୍ଧନ୍ତି ଏବଂ ପୁଅମାନେ ସବୁବେଳେ ପିନ୍ଧନ୍ତି?
ଉତ୍ତର: ବ୍ରତ ବା ପଇତା
7– ଜର୍ଜ ୱାଶିଂଟନ୍ କିଏ?
ଉତ୍ତର: ଜର୍ଜ ୱାଶିଂଟନ୍ ଆମେରିକାର ପ୍ରଥମ ରାଷ୍ଟ୍ରପତି ଥିଲେ।
8—ବିଶ୍ୱର ସବୁଠୁ ଲମ୍ବା ଗଛ କେଉଁଠାରେ ଅଛି ?
ଉତ୍ତର- କାଲିଫୋର୍ନିୟା
9–ସବୁଠୁ ଅଧିକ ଭୂମିକମ୍ପ କେଉଁ ଦେଶରେ ହୋଇଥାଏ ?
ଉତ୍ତର- ଜାପାନ
10–ବିଶ୍ଵର ସବୁଠୁ ସୁନ୍ଦର ସହର ନାମ କଣ ଅଟେ ?
ଉତ୍ତର- ପ୍ୟାରିସ
11–କେଉଁ ସାଗରରେ ଗୋଟେ ହେଲେ ବି ମାଛ ନାହିଁ ?
ଉତ୍ତର–ମୃତ ସାଗରରେ
12–କେଉଁ ଫସଲ ଦାର୍ଜିଲିଂ ଅଞ୍ଚଳରେ ପ୍ରସିଦ୍ଧ ?
ଉତ୍ତର: ଦାର୍ଜିଲିଂ ଅଞ୍ଚଳ ଚା ପତ୍ର ଚାଷ ପାଇଁ ଜଣାଶୁଣା
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।