ias interview- ଝିଅକୁ ପଚରାଗଲା !ଏମିତି କଣ ଜିନିଷ ଯାହା ଗୋଟିଏ ସ୍ଥାନକୁ ନେଲାବେଳେ ହଳଦିଆ ଏବଂ ଫେରିଲା ବେଳକୁ ସେ ଧଳା ହୋଇଯାଏ ? ଦମ୍ ଅଛି ତ ଉତ୍ତର କମେଣ୍ଟ କରନ୍ତୁ ?

ଜ୍ଞାନ ଙ୍କୁ ବାଣ୍ଟିଲେ ଜ୍ଞାନ ଭଣ୍ଡାର ବୃଦ୍ଧି ଘଟେ । ଜ୍ଞାନ ପିପାସୁ ଲୋକ ମାନେ ଜ୍ଞାନ ବୃଦ୍ଧିର ଅନୁସନ୍ଧାନ କରନ୍ତି , ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି। ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି । ଏବେକା ସମୟରେ ଆପଣ ମାନେ ଯୁଆଡେ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି, ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା । ଏବେକା ସମୟରେ ଆମ ମାନଙ୍କର ପାଇଁ ଜେନେରାଲ୍ ନୋଲେଜ୍ ର କେତେ ଆବଶ୍ୟକତା ରହିଛି ।

କାହିଁକିନା ଏହି ସାଦାରଣ ଜ୍ଞାନ ମାଧ୍ୟମରେ ଆମେ ବହୁତ କିଛି ଜାଣିବାକୁ ପାଇପାରିବା , ଏହା ସାଧାରଣ ଜ୍ଞାନ ହେଲେ ମଧ୍ୟ ଏହାର ବହୁତ ମହତ୍ତ୍ୱ ରହିଛି । କାରଣ ଏହି ଜ୍ଞାନ ପରବର୍ତ୍ତୀ ସମୟରେ ଆମ ମାନଙ୍କର ବହୁତ କାମରେ ଆସିଥାଏ ।

ଆମ ଦେଶ ରେ ଅନେକ କିଛି ସ୍ଥାନ ରେ ଅନେକ୍ କିଛି ଜିନିଷ ରହିଛି। ତେବେ ଆମ ଦେଶ ଓ ରାଜ୍ୟ ବିଷୟ ରେ ଏମିତି ଅନେକ ତଥ୍ୟ ରହିଛି । ତେବେ ଏହା ଜାଣିବା ଆମର ବହୁତ ଆବଶ୍ୟକ , ଏହା ଆମର ଆଗକୁ କାମ ରେ ଲାଗିବ।ତେବେ ଏହି ବିଷୟ ରେ ସାମୁହିକ ଜ୍ଞାନ ରହିବା ନିହାତି ଆବଶ୍ୟକ। ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି କିଛି ପ୍ରଶ୍ନ ପଚାରିବୁ , ଯାହାକୁ ଆପଣ ମାନେ ହୁଏତ ଜାଣିଥିବେ ଯଦି ଜାଣିନଥିବେ ତେବେ ଏବେ ଜାଣିପାରିବେ ।

1–ଏମିତି କଣ ଅଟେ ଯାହାକି ଦେଖାଯାଏ ନାହିଁ ହେଲେ ସେ ବହୁତ କିଛି ଦେଖେଇ ଦିଏ ?

ଉତ୍ତର–ସମୟ

2–ଏମିତି ସେ କଣ ଗୋଟିଏ ସ୍ଥାନକୁ ନେଲାବେଲେ ହଳଦିଆ ଏବଂ ଫେରିଲା ବେଳକୁ ସେ ଧଳା ହୋଇଯାଏ ?

 

ଉତ୍ତର–କଦଳୀ

 

3–କାହାର ଦାନ୍ତ ଅଛି କିନ୍ତୁ ସେ କାମୁଡି ପାରେନା ?

ଉତ୍ତର–ପାନିଆ

4–ତାହା କଣ ଯାହାକୁ ଆମେ ବ୍ୟବହାର କରିବା ପୂର୍ବରୁ ପ୍ରଥମେ ଆମେ ଭାଙ୍ଗିଦେଉ ?

ଉତ୍ତର–ଅଣ୍ଡା

5–ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ବାଦାମ ଉତ୍ପାଦନ କରନ୍ତି ?

ଉତ୍ତର–ଗୁଜୁରାଟ

6–କାହାକୁ ଦାନ କଲେ ନିଜର ବୁଦ୍ଧି ହୁଏ କିନ୍ତୁ ସାଇତି ରଖିଲେ କ୍ଷୟ ହୁଏ

ଉତ୍ତର–ବିଦ୍ୟା

7–କାହାର ଆଖି ଅଛି କିନ୍ତୁ ସେ ଦେଖିପାରେ ନାହିଁ ?

ଉତ୍ତର–ନଡିଆ

8–କିଏ ସବୁବେଳେ ଉଡୁଥାଏ ହେଲେ ନିଜର ଜାଗା ଛାଡି କୁଆଡେ ହେଲେ ମଧ୍ୟ ଯାଏ ନାହିଁ ?

ଉତ୍ତର–ପତାକା

9–ଚଲେଇଲେ ଚାଲେ ହେଲେ ସେ ଆଗକୁ ୟାଇ ପାରେନା କିଏ ସେ ?

ଉତ୍ତର–ପଙ୍ଖା

10–ଦିନରେ କାମ ନକରି ମଜୁରୀ ପାଏ ?

ଉତ୍ତର–ରାତ୍ର ଜଗୁଆଳି

11–ନ ରୁ ଆରମ୍ଭ ନ ରେ ଶେଷ ଯିଏ ଦେଖେ ସାରା ଦୁନିଆ ଦୃଶ୍ୟ , କୁହନ୍ତୁ ତାର ନାମ କଣ ?

ଉତ୍ତର–ନୟନ

12–କେଉଁଠିକୁ 100 ଲୋକ ଗଲେ ପେରନ୍ତି 99 ଲୋକ ?

ଉତ୍ତର–ମସାଣି

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।