IAS ଇଣ୍ଟରଭିୟୁ ରେ ଝିଅକୁ ପଚରାଗଲା – ତୁମ ଶରୀରର କେଉଁ ଅଙ୍ଗ ସବୁଠୁ ଅଧିକ ଗରମ ? ଜବାବ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ….
ଆପଣମାନେ ଜାଣିଛନ୍ତି କି IAS ପରୀକ୍ଷାରେ ଜଣକୁ ଉତୀର୍ଣ୍ଣ ହେବାକୁ ହେଲେ ତାକୁ ବିଭିନ୍ନ ପ୍ରକାରର ବିଷୟରେ ଶିକ୍ଷା ଲାଭ କରିବାକୁ ପଡ଼ିଥାଏ l ଏହି ପରୀକ୍ଷା ପାଇଁ ଉଭୟ ଲିଖିତ ଓ ମୌଖିକ କ୍ଷେତ୍ରରେ ପାସ କରିବାକୁ ହୋଇଥାଏ l କାରଣ ଏହି IAS ପରୀକ୍ଷାର ନିୟମ ଅନୁଯାୟୀ ଏହି ଦୁଇ ପ୍ରକାରର ପରୀକ୍ଷାରେ ପାସ କଲେ ହିଁ ଆଗକୁ ଉତୀର୍ଣ୍ଣ ହୋଇପାରିଥାଏ l ଏହି ଦୁଇ ପରୀକ୍ଷା ମଧ୍ୟରୁ ମୌଖିକ ପରୀକ୍ଷା ଟି ଅତ୍ୟନ୍ତ କଷ୍ଟ ଦାୟକ ଅଟେ l ଏଥି ପାଇଁ ନିଜର ଉପସ୍ଥିତ ବୁଦ୍ଧି ଓ ଚତୁରତାକୁ ଆପଣେଇଲେ ହିଁ ସଫଳତା ମିଳିଥାଏ l
ଏହି ସବୁ ପ୍ରଶ୍ନର ଉତ୍ତର ବୁଦ୍ଧିମାନ ଲୋକଙ୍କୁ ହିଁ ଜଣାଥାଏ l ସେଥିପାଇଁ ଏହି IAS ପରୀକ୍ଷା ଅତ୍ୟନ୍ତ କଷ୍ଟ ଦାୟକ ହୋଇଥାଏ l ଯଦି ଏହା ବହୁତ ସହଜ ହୋଇଥାନ୍ତା ତେବେ ଅନେକ ଛାତ୍ର ଛାତ୍ରୀ ଏହି ପରୀକ୍ଷାରେ ପାସ କରିଥାନ୍ତେ l
ଆଜି ଆମେ ଏମିତି କେତେକ ପ୍ରଶ୍ନଗୁଡିକ ବିଷୟରେ ଆପଣମାନଙ୍କୁ ଜଣାଇବୁ ଯେ ବହୁତ ଲୋକ ଏହା ଜାଣିନଥିବେ l ତେବେ ଚାଲନ୍ତୁ ଜାଣିବା କେତେଗୁଡିଏ ପ୍ରଶ୍ନ ଉତ୍ତର ବିଷୟରେ ଯେଉଁଗୁଡିକ IAS ପରୀକ୍ଷା ପାଇଁ ଅତ୍ୟନ୍ତ ଉପଯୋଗୀ ଅଟେ l ଏହି ପ୍ରଶ୍ନଗୁଡ଼ିକୁ ଅନେଶତ ପ୍ରତିଶତ ଲୋକମାନେ ଜାଣି ନ ଥାନ୍ତି l ତେବେ ଚାଲନ୍ତୁ ଏହି ପ୍ରଶ୍ନ ଗୁଡିକ ବିଷୟରେ ନିମ୍ନରେ ଆଲୋଚନା କରିବା l
1:-ଏମିତି କଣ ଜିନିଷ ଅଛି ଯେ ଆପଣ ବିନା ସିଡ଼ିରେ ଚଢି ପାରିବେ ଏବଂ ଅହ୍ଲାଇ ପାରିବେ?
ଉତ୍ତର :-ମଦର ନିଶା ଏମିତି ଯେ ବିନା ସିଡ଼ିରେ ଚଢ଼ି ପାରିବା ଏବଂ ଅହ୍ଲାଇ ପାରିବା l
2:-ତାହା କଣ ସ୍ୱାମୀ ଥରେ ଲଗାଇଲେ ସ୍ତ୍ରୀ ବାରମ୍ବାର ଲଗାନ୍ତି?
ଉତ୍ତର :-ସିନ୍ଦୂର
3:-ଅଧିକାଂଶ ଝିଅମାନଙ୍କୁ କେଉଁ ଜିନିଷ ଲମ୍ବା ଓ ମୋଟା ଅଧିକ ପସନ୍ଦ ହୋଇଥାଏ?
ଉତ୍ତର :-କେଶ
4:-କଣ ହେଲେ ଛୁଆ ବାହାରନ୍ତି?
ଉତ୍ତର :-ସ୍କୁଲ ବେଲ ବାଜିଲେ
5:-ତାହା କଣ ସ୍ତ୍ରୀର ଦେଖିଥାଏ, ଝିଅର ଦେଖିଥାଏ ମାତ୍ର ମାଆର ଦେଖିନଥାଏ?
ଉତ୍ତର :-ବିବାହ
6:-କେଉଁ ସମୟରେ ଝିଅମାନେ ସମସ୍ତ କପଡା ବାହାର କରିଦିଅନ୍ତି?
ଉତ୍ତର :-ଯେତେବେଳେ ସମସ୍ତ କପଡା ଶୁଖିଯାଏ l
7:-ଇଣ୍ଟରଭିୟୁ ବେଳେ ଏମିତି ପ୍ରଶ୍ନ ପଚାରା ଗଲା କି ଶରୀରରେ କେଉଁ ଅଙ୍ଗ ଅଛି ଯାହା ସବୁଠାରୁ ଗରମ ଅଟେ?
ଉତ୍ତର :-ଯେଉଁଠାରେ ସବୁଠାରୁ ବେଶୀ ରକ୍ତ ସଂଚାଳନ ହୋଇଥାଏ ସେହି ଜାଗାଟି ଅଧିକ ଗରମ ହୋଇଥାଏ l
8:-ଏପରି କଣ ଜିନିଷ ଅଛି ଯାହା ପାଣି ପିଇବା ମାତ୍ରେ ମରିଯାଏ?
ଉତ୍ତର :-ତୃଷା
9:-ଏପରି କଣ ଜିନିଷ ଅଛି ଯାହା ନିଜ ଜାଗାରୁ ହଲେ ନାହିଁ ମାତ୍ର ଯେଉଁ ସ୍ଥାନକୁ ଯିବାକୁ ଚାହିଁଲେ ସେ ପହଞ୍ଚାଇ ଦେଇଥାଏ, ସେଇଟା କଣ?
ଉତ୍ତର :-ରାସ୍ତା.. ଆପଣ ବାଇକରେ ବସିଥିବେ, ବାଇକ ହାଲୁଥିବ ମାତ୍ର ରାସ୍ତା ହାଲୁନଥିବ ଏହା ଆପଣଙ୍କର ଲକ୍ଷ୍ୟ ସ୍ଥଳରେ ପହଁଚିବା ପର୍ଯ୍ୟନ୍ତ ସ୍ଥିର ରହିଥାଏ l
10:-କେଉଁ ଫଳକୁ ବିନା ଧୋଇ ଖାଇପାରିବା?
ଉତ୍ତର :-ନଡ଼ିଆ
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।