IAS ପରୀକ୍ଷାରେ ଝିଅକୁ ପଚାରାଗଲା ଏମିତି କେଉଁ ଜିନିଷ ଯାହାକୁ ଅଧା ପୁରେଇଲେ କଷ୍ଟ ଲାଗେ ମାତ୍ର ପୂରା ପୁରେଇଦେଲେ ଆରାମ ଲାଗେ, ଉତ୍ତର ଜାଣିଲେ ଆଶ୍ଚର୍ଯ୍ୟ ହେବେ…
ଆଜିର ଦିନରେ କେତେ ପ୍ରାଧାନ୍ୟ ଦିଆଯାଉଛି ତାହା ଆପଣମାନେ ଜାଣିଥିବେ l ଆଗ ଅପେକ୍ଷା ଏବେକାର ଦିନରେ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି କାରଣ ଶିକ୍ଷା ବଢିଲେ ଆମ ଦେଶ ଆଗେଇବ l ଆଗ ସମୟର ଶିକ୍ଷା ଅପେକ୍ଷା ଏବଂ ବର୍ତମାନର ଶିକ୍ଷା ଭିତରେ ବହୁତ ପରିବର୍ତନ ଦେଖାଦେଇଛି, କାରଣ ଆମର ଏ ସମାଜ ଏବେ ଆଧୁନିକ ସମାଜରେ ରୂପାନ୍ତରିତ ହୋଇଛି l ତେବେ ସମସ୍ତ କ୍ଷେତ୍ରରେ ପରିବର୍ତନ ହେବାରୁ ଶିକ୍ଷାରେ ମଧ୍ୟ ପରିବର୍ତନ ଦେଖା ଦେଲାଣି l
ତେବେ ଆଗକାଳରେ କୌଣସି ଚାକିରୀ କରିବା ପାଇଁ ହେଲେ ପରୀକ୍ଷା ଦେବାକୁ ପଡୁଥିଲା ଓ ସେହି ସମୟରେ ଲିଖିତ ଥିଲା ମାତ୍ର ଏବେ ଏହା ମୌଖିକ ରୂପ ଧାରଣ କରିଛି l ଅର୍ଥାତ ଆପଣମାନେ ଏବେ ଚାକିରୀ କରିବାକୁ ଗଲେ ଆପଣଙ୍କୁ ଆଗ ଇଣ୍ଟରଭିଉର ସାମ୍ନା କରିବାକୁ ପଡିବ l
ଏହି ପ୍ରଶ୍ନର ଉତ୍ତର ବହୁତ ସହଜ ହୋଇଥାଏ ମାତ୍ର ଟେନସନରେ ଆମକୁ ଏହା ଦ୍ଵନ୍ଦରେ ପକାଇଥାଏ l ତେଣୁ ଆପଣମାନେ ଏହାକୁ ସୁସ୍ଥ ମନରେ ଓ ଧ୍ୟାନ ସହକାରେ ଶୁଣି ଏବଂ ଭଲ ଭାବେ ବୁଝି ଉତ୍ତର ଦେବାକୁ ହେବ l କେବେବି ଚିନ୍ତିତ ହେବେନି l ତେବେ ଚାଲନ୍ତୁ ବନ୍ଧୁଗଣ ଏହି ପ୍ରଶ୍ନର ଉତ୍ତର ବିଷୟରେ ଜାଣିବା….,
1:- କେଉଁ ଜିନିଷକୁ ସଫା କଲେ ସେ ଅଧିକ କଳା ଦେଖାଯାଇଥାଏ ?
ଉତ୍ତର :-ବ୍ଲାକ ବୋର୍ଡ
2:- ତାହା କଣ ଯାହା ଅଧା ପୁରେଇଲେ କାଟିଥାଏ ମାତ୍ର ପୂରା ପୁରେଇଲେ ଆରାମ ଲାଗିଥାଏ ?
ଉତ୍ତର :- ଚୁଡ଼ି
3:- କେଉଁ ଜିନିଷ ଯିବା ସମୟରେ ହଳଦିଆ ଦେଖାଯାଏ କିନ୍ତୁ ଫେରିବା ସମୟରେ ଧଳା ହୋଇଥାଏ ?
ଉତ୍ତର :- କଦଳୀ
4:- କାହାର ଦାନ୍ତ ଅଛି ମାତ୍ର ସେ କାମୁଡି ପରେ ନାହିଁ ?
ଉତ୍ତର :- ପାନିଆ
5:- ଏମିତି କଣ ଯାହାକୁ ଦେଖି ହୁଅନାହି ମାତ୍ର ବହୁତ କିଛି ଦେଖାଇ ଦେଇଥାଏ ?
ଉତ୍ତର :- ସମୟ
6:- କେଉଁ ପ୍ରଶ୍ନର ଉତ୍ତର ସବୁ ସମୟରେ ବଦଳିବାକୁ ଲାଗିଥାଏ ?
ଉତ୍ତର :- ଟାଇମ କେତେ ହୋଇଛି
7:- ଶରୀର ର କେଉଁ ଅଙ୍ଗ ରେ ହାଡ଼ ନଥାଏ ?
ଉତ୍ତର :- ଜିଭ
8:- ସମସ୍ତଙ୍କ ପାଖରେ ଏମିତି କେଉଁ ଜିନିଷ ଅଛି ଯାହାକୁ ସେମାନେ ବଦଳେଇବାକୁ ଚାହାଁନ୍ତି ହେଲେ ବଦଳେଇ ପାରନ୍ତି ନାହିଁ ?
ଉତ୍ତର :- କିସମତ ବା ଭାଗ୍ୟ
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।