Ias Interview – ପୁଅ ମାନେ ଝିଅ ମାନଙ୍କର ଗୋଡ ଟେକି କଣ କରନ୍ତି ? ଉତ୍ତର ଶୁଣିଲେ ଚମକିପଡିବେ , କଣ ଆପଣ ଦେଇପାରିବେ କି ?
ଆଜି କାଲି ର ଯୁବ ପିଢ଼ି ପାଠ ପଢା ସରିଲା ପରେ ଏକ ଭଲ ଚାକିରୀ କରିବା ପାଇଁ ମନ ରେ ଆଶା ବାନ୍ଧି ଥାଏ | କିନ୍ତୁ ଆପଣ ତ ଜାଣିଛନ୍ତି ଯେ ଆଜି କାଲି ର ଯୁଗ ରେ ଭଲ ଚାକିରୀ ଟି ପାଇବାକୁ ହେଲେ ସାଧାରଣ ଜ୍ଞାନ ଥିବା ନିହାତି ଜରୁରୀ, କାରଣ କିଛି ଚାକିରୀ ପାଇବାକୁ ହେଲେ ଏକ ପରୀକ୍ଷା ରେ ଉତୀର୍ଣ୍ଣ ହେବାକୁ ପଡି ଥାଏ | ଆଉ ଏହି ପରୀକ୍ଷା ରେ ଅନେକ ସାଧାରଣ ଜ୍ଞାନ ଉପରେ ପ୍ରଶ୍ନ ଆସି ଥାଏ, ଯାହାକୁ ଭଲ ଭଲ ପିଲା ମାନେ ମଧ୍ୟ ଉତ୍ତର ଦେଇ ପାରି ନଥାନ୍ତି |
କିଛି ଇଣ୍ଟରଭ୍ୟୁ ରେ ମଧ୍ୟ ଅନେକ ମଜାଳିଆ ପ୍ରଶ୍ନ ପଚରା ଯାଇ ଥାଏ ଯାହାକୁ ଜାଣିବା ନିହାତି ଆବଶ୍ୟକ ନହେଲେ ଆମେ ସେଥିରେ ଅସଫଳ ହୋଇ ଫେରି ଆସି ଥାଉ | ଆହୁରି ଏମିତି ମଧ୍ୟ ପ୍ରଶ୍ନ ରହିଛି ଯାହା ନେଗେଟିଭ ଚିନ୍ତାଧାରା ଆମ ମନ ରେ ଆସି ଥାଏ କିନ୍ତୁ ଯଦି ବୁଦ୍ଧି ଖଟାଇବା ତେବେ ଏହାର ବହୁତ ସରଳ ଉତ୍ତର ଆମେ ଖୋଜି ପାଇ ପାରିବା | ତେବେ ଆଜି ଏଭଳି କିଛି ଜେନେରାଲ ନଲେଜ ର ଉତ୍ତର ସମ୍ପର୍କ ରେ ଜଣାଇବୁ ଯାହା ଦ୍ୱାରା ଭବିଷ୍ୟତ ରେ ଆପଣଙ୍କର ଅନେକ କାମ ରେ ଆସିବ |
1. ଭୁବନେଶ୍ୱର ଓଡ଼ିଶା ର ରାଜଧାନୀ ହେବା ପୂର୍ବରୁ କେଉଁ ସହର ଟି ଓଡ଼ିଶା ର ରାଜଧାନୀ ଥିଲା ?
ଉତ୍ତର. କଟକ
2. ଭୁବନେଶ୍ୱର ରେ ଅବସ୍ଥିତ ଲିଙ୍ଗରାଜ ମନ୍ଦିର କେଉଁ ଵଂଶ ର ଶାସନ ସମୟ ରେ ନିର୍ମାଣ ହୋଇ ଥିଲା ?
ଉତ୍ତର. ସୋମ ଵଂଶ
3. କେଉଁ ରାଜ୍ୟ ରେ ଗରିବ ଙ୍କ ସଂଖ୍ୟା ଅଧିକ ?
ଉତ୍ତର. ଓଡ଼ିଶା
4. ଭୁବେନେଶ୍ୱର କୁ କେଉଁ ଦେବତା ଙ୍କ ନାମ ରେ ନାମିତ କରାଯାଇଛି ?
ଉତ୍ତର. ଭଗବାନ ଶିବ
5. ଓଡ଼ିଶା ରେ କିଏ ଅଧିକ ସମୟ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବେ ରହି ଆସିଛନ୍ତି ?
ଉତ୍ତର. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
6. ପ୍ରାଚୀନ କାଳ ରେ ଓଡ଼ିଶା କୁ କେଉଁ ନାମ ରେ ଜଣା ଯାଉ ଥିଲା ?
ଉତ୍ତର. ଉତ୍କଳ
7. ପୁଅ ମାନେ ଝିଅ ମାନଙ୍କର ଗୋଡ଼ ଟେକି କଣ କରନ୍ତି ?
ଉତ୍ତର :- ପୁଅ ମାନେ ଝିଅ ମାନଙ୍କର ଗୋଡ଼ ଟେକି ପାଦରୁ କଣ୍ଟା ବାହାର କରନ୍ତି |
8. ଖଣ୍ଡଗିରି ଓ ଉଦୟଗିରି ରେ ସମୁଦାୟ କେତେ ଗୋଟି ଗୁମ୍ଫା ରହିଛି ?
ଉତ୍ତର. ୧୧୭ ଟି ଗୁମ୍ଫା ରହିଛି
9. ଓଡ଼ିଶା ରେ କିଏ ପ୍ରଥମ ଥର ପାଇଁ ଓଡ଼ିଆ ଭାଷା ରେ ଜ୍ଞାନ ପୀଠ ପୁରସ୍କାର ରେ ସମ୍ମାନିତ ହୋଇ ଥିଲେ ?
ଉତ୍ତର. ଗୋପୀନାଥ ମହାନ୍ତି
10. ଓଡ଼ିଶା ର ବୃହତମ ହ୍ରଦ ର ନାମ କଣ ?
ଉତ୍ତର. ଚିଲିକା ହ୍ରଦ
11. ଓଡ଼ିଶା ର ପ୍ରଥମ ସମ୍ବାଦ ପତ୍ର ର ନାମ କଣ ?
ଉତ୍ତର:- ଉତ୍କଳ ଦୀପିକା