IAS ଇଣ୍ଟରଭିୟ୍ୟୁ ରେ ଝିଅକୁ ପଚରାଗଲା !ସେଇଟା କେଉଁ ଜିନିଷ ଯାହାକୁ ଜଣେ ଝିଏ ଗୋଟେ ପୁଅକୁ କହେ ଆହୁରି ଭିତରକୁ ଭର୍ତ୍ତି କର ?

ଜ୍ଞାନ ଙ୍କୁ ବାଣ୍ଟିଲେ ଜ୍ଞାନ ଭଣ୍ଡାର ବୃଦ୍ଧି ଘଟେ । ଜ୍ଞାନ ପିପାସୁ ଲୋକ ମାନେ ଜ୍ଞାନ ବୃଦ୍ଧିର ଅନୁସନ୍ଧାନ କରନ୍ତି , ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି।ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି । ଏବେକା ସମୟରେ ଆପଣ ମାନେ ଯୁଆଡେ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି, ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା । ଏବେକା ସମୟରେ ଆମ ମାନଙ୍କର ପାଇଁ ଜେନେରାଲ୍ ନୋଲେଜ୍ ର କେତେ ଆବଶ୍ୟକତା ରହିଛି ।

କାହିଁକିନା ଏହି ସାଦାରଣ ଜ୍ଞାନ ମାଧ୍ୟମରେ ଆମେ ବହୁତ କିଛି ଜାଣିବାକୁ ପାଇପାରିବା , ଏହା ସାଧାରଣ ଜ୍ଞାନ ହେଲେ ମଧ୍ୟ ଏହାର ବହୁତ ମହତ୍ତ୍ୱ ରହିଛି । କାରଣ ଏହି ଜ୍ଞାନ ପରବର୍ତ୍ତୀ ସମୟରେ ଆମ ମାନଙ୍କର ବହୁତ କାମରେ ଆସିଥାଏ ।

ଆମ ଦେଶ ରେ ଅନେକ କିଛି ସ୍ଥାନ ରେ ଅନେକ୍ କିଛି ଜିନିଷ ରହିଛି। ତେବେ ଆମ ଦେଶ ଓ ରାଜ୍ୟ ବିଷୟ ରେ ଏମିତି ଅନେକ ତଥ୍ୟ ରହିଛି । ତେବେ ଏହା ଜାଣିବା ଆମର ବହୁତ ଆବଶ୍ୟକ , ଏହା ଆମର ଆଗକୁ କାମ ରେ ଲାଗିବ।ତେବେ ଏହି ବିଷୟ ରେ ସାମୁହିକ ଜ୍ଞାନ ରହିବା ନିହାତି ଆବଶ୍ୟକ। ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି କିଛି ପ୍ରଶ୍ନ ପଚାରିବୁ , ଯାହାକୁ ଆପଣ ମାନେ ହୁଏତ ଜାଣିଥିବେ ଯଦି ଜାଣିନଥିବେ ତେବେ ଏବେ ଜାଣିପାରିବେ ।

1–କିଏ ତୁମ ପାଟିରେ ସାତ ଇଞ୍ଚର ଅସ୍ତ୍ର ଭର୍ତ୍ତି କରେ ?

ଉତ୍ତର–ଦନ୍ତ ଚିକିତ୍ସକ

2–ଗୋଟେ ଝିଅ ଗୋଟେ ପୁଅର କେଉଁ ଜିନିଷ ଉପରେ ବସେ ?

ଉତ୍ତର–ବାଇକରେ

3–ଝିଅ ମାନଙ୍କ ଆଗରେ କେଉଁ ଜିନିଷ ଗୋଲ ଗୋଲ ଦେଖିବାକୁ ମଜା ଲାଗେ ?

ଉତ୍ତର–ଗାଲ

4–ସେଇଟା କେଉଁ ଜିନିଷ ଯାହାକୁ ଜଣେ ଝିଏ ଗୋଟେ ପୁଅକୁ କହେ ଆହୁରି ଭିତରକୁ ଭର୍ତ୍ତି କର ?ଉତ୍ତର–ଛୁଞ୍ଚିରେ ସୂତା

5–ଗୋଟେ ମହିଳା ତାର ସ୍ୱାମୀକୁ ସବୁ ପାଗରେ ଗରମ କଣ ଦେଇଥାଏ ?

ଉତ୍ତର–ଚାହା

6–ମହିଳା ଜଣକ ବହୁତ ପ୍ରେମର ସହିତ ତାହା ଖୋଲନ୍ତି ଏବଂ ଜଣେ ଅଜଣା ବ୍ୟକ୍ତି ବହୁତ ପ୍ରେମର ସହ ତାହା କରେ ?

ଉତ୍ତର–ନମସ୍କାର କରିବା

7–ଗୋଟେ ଝିଅର ପାଟିକୁ ଗଲା ବେଲେ କଠିନ ହୋଇଥାଏ ମାତ୍ର ବାହାରିବା ସମୟରେ ନରମ ଏବଂ ଢିଲା ହୋଇଥାଏ ?

ଉତ୍ତର–ଚୁଇଁଗମ

8–ବିବାହ ପରେ ମହିଳା ମାନଙ୍କର କେଉଁ ଜିନିଷ ବଢିଯାଏ ?

ଉତ୍ତର–ଚାହିଦା

9–ପୁରୁଷର କେଉଁ ଅଂଗରେ ଅସ୍ଥି ନାହିଁ ହେଲେ ମାଂଶପେଶୀ ଅଛି ପମ୍ପ ଭଳି ଅନେକ ଶୀରା ଅଛି ଏବଂ ପ୍ରେମ କରିବା ପାଇଁ ଦାୟୀ ଏହା କଣ ?

ଉତ୍ତର–ହୃଦୟ

10–ଏହା ଏଫ ରୁ ଆରମ୍ଭ ହୋଇ କେ ରେ ଶେଷ ହୁଏ ଏବଂ ଏହା ଚାରି ଅକ୍ଷର ଶବ୍ଦ ଏବଂ ଏହାର ଅନୁପସ୍ଥିତିକେ ତୁମେ ତୁମର ହାତ ବ୍ୟବହାର କର ?

ଉତ୍ତର–ଫର୍କ ବା କଣ୍ଟା

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।