IAS ପ୍ରଶ୍ନ :- ତାହା କ’ଣ ଅଟେ, ଯାହାର ଚାରିପଟେ ବାଳ ଥାଏ, ତା’ ମଝିରେ ସ୍ବାମୀ ଥରେ ପୂରାଏ,ତା’ ପରେ ସ୍ତ୍ରୀ ନିଜେ ନିଏ ? 2 ସେକେଣ୍ଟ ର ଉତ୍ତର ଦେଇ ଦେଖ…..
ଆଜିକା ସମୟରେ ପ୍ରତି ଜିନିଷ ପ୍ରତି ଜ୍ଞାନ ଆହରଣ କରିବା ଉଚିତ୍। କାରଣ ବର୍ତ୍ତମାନ ସମୟରେ କୌଣସି ପ୍ରକାରର ଚାକିରି କରିବା ପାଇଁ ହେଲେ ଆମକୁ ସମସ୍ତ ପ୍ରଶ୍ନ ର ଉତ୍ତର ବିଷୟରେ ଜାଣିବା ଆବଶ୍ୟକ। ଏବେ ଚାକିରି ପାଇଁ ଯେଉଁ ମାତ୍ରାରେ ପ୍ରତିଯୋଗିତା ଚାଲିଛି ଏସବୁ ଜିନିଷ ପ୍ରତି ଜାଣିବା ଦରକାର। ବିଶେଷକରି ଓଏଏସ୍ ଓ ଆଇଏଏସ୍ ପରୀକ୍ଷାରେ ପଚରାଯାଇଥାଏ ଏହିଭଳି ପ୍ରଶ୍ନ। ତେବେ ଆଜି ଆମେ ଆପଣଙ୍କୁ ଜଣେଇବୁ ସେହି ପ୍ରଶ୍ନ ବିଷୟରେ ଯାହା ଆପଣଙ୍କ ଜୀବନରେ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟ ରେ ଆସିବ।
୧-କେଉଁ ଦେଶରେ କେବଳ ପୁରୁଷ ଅଛନ୍ତି ମାତ୍ର ନାରୀ ନାହାନ୍ତି ?
ଉତ୍ତର :-ହିୟୁ ମାନ ଉଡେନ ଦେଶରେ
୨-ଦୁନିଆରେ ଏମିତି କେଉଁ ଜିନିଷ ରହିଛି ଯାହାକି ଝିଅଟିଏ ଖାଇପାରେ ଓ ପିନ୍ଧି ପାରେ ମଧ୍ୟ ?
ଉତ୍ତର :-ଲବଙ୍ଗ
୩-ଏମିତି କେଉଁ ଦେଶ ରହିଛି ଯେଉଁ ଠାରେ ପୁଅ ଓ ଝିଅ ଉଭୟ ଜନ ଗହଳି ସ୍ଥାନରେ ସେକ୍ସ କରନ୍ତି ?
ଉତ୍ତର :-ସାଇଦିଆ ଦେଶରେ
୪-କାହାକୁ ଟାଣିଲେ ସେ ଛୋଟ ହୋଇଯାଏ ?
ଉତ୍ତର :-ସିଗାରେଟ
୫-ଏମିତି କେଉଁ ଜିନିଷ ଅଛି ଯାହାର ଚାରି କଡରେ ଚୁଟି ରହିଛି, ଯାହାକି ସ୍ୱାମୀ ଥରେ ପୁରାଇ ଦିଏ କିନ୍ତୁ ସ୍ତ୍ରୀ ତାକୁ ସବୁଦିନ ଲଗାଏ ?
ଉତ୍ତର :-ସିନ୍ଦୁର
6-ଏମିତି କେଉଁ ଟେବୁଲ ରହିଛି ଯାହାକୁ ଆମେ ଖାଇ ଥାଉ ?
ଉତ୍ତର :-ଭେଜି ଟେବୁଲ
୭ -ତାହା କେଉଁ ଜିନିଷ ତାହା ଫ୍ରିଜରେ ରହିଲେ ମଧ୍ୟ ଗରମ ରହିଥାଏ ?
ଉତ୍ତର :-ଗରମ ମସଲା
୮-ତାହା କେଉଁ ଜିନିଷ ଯାହାକୁ ଝିଅ ମନେ ବର୍ଷରେ ଥରେ ମାତ୍ର କିଣିଥାନ୍ତି?
ଉତ୍ତର :-ରାକ୍ଷୀ
୯-ଅଇଲାଲ ମା ଟକଲି ଦିଅଁକୁ ଖାଇଲା, ଦେବତା ଖାଇଲା ଆହୁରି ଖାଇବ ଖଟୁଲି ?
ଉତ୍ତର :-ନିଆଁ
୧୦ -ଗଛଟି ଲଣ୍ଡା ତା ଉପରେ ବସିଛନ୍ତି ଫକୀର ପଣ୍ଡା?
ଉତ୍ତର :-ଚୁଲି ଉପରେ ହାଣ୍ଡି
୧୧-ଏମିତି ଏକ ନାମ କୁହ ଯେଉଁ ଥିରେ ତାଲା ଚାବି ଦୁଇଟି ଯାକ ରହି ଅଛି ?
ଉତ୍ତର :-ଲକି
୧୨ -ଗାଇ କ୍ଷୀର ଦିଏ କୁକୁଡ଼ା ଅଣ୍ଡା ଦିଏ କିନ୍ତୁ କିଏ ଅଛି ଯିଏ ଦୁଇଟି ଯାକ ଦେଇ ଥାଏ?
ଉତ୍ତର :-ଦୋକାନୀ
୧୩ -ଦୁନିଆରେ ଏମିତି କେଉଁ ଜିନିଷ ରହିଛି ଯାହା ଯେତେ ଖାଇଲେ ମଧ୍ୟ ପେଟ ପୁରୀ ନଥାଏ ?
ଉତ୍ତର :-ରାଣ
୧୪ -ତାହା କଣ ଯାହା କେବଳ ବଢ଼ି ଥାଏ ମାତ୍ର ବଢ଼ି ନଥାଏ ?
ଉତ୍ତର :-ବୟସ
୧୫ -ଏମିତି କିଏ ରହିଛି ଯିଏ ଆଲୋକ ଦ୍ଵାରା ବଞ୍ଚିଥାଏ ଏବଂ ଆଲୋକ ଦ୍ଵାରା ହିଁ ମରିଯାଏ, ସେ କିଏ ଅଟେ ?
ଉତ୍ତର :-ଛାଇ