ଇରେଗୁଲାର ପିରିଓଡ ଗୋଟେ ଦିନରେ ଠିକ୍ ହେବ କରନ୍ତୁ ଏହି କାମ || Fix irregular period cycle
ତେବେ ସାଧାରଣ ଭାବରେ ନାରୀ ଓ ପୁରୁଷ ଭିନ୍ନ ହୋଇ ଥାଆନ୍ତି ଯାହାକି ନାରୀର ଦୈନନ୍ଦିନ ଜୀଵନ ଓ ପୁରୁଷ ର ଦୈନନ୍ଦିନ ଜୀଵନ ଅଲଗା ହୋଇ ଥାଏ | ଯେପରି କି ପ୍ରତେକ ମାସରେ ଥରେ ମହିଳା ମାନଙ୍କର ପିରିୟଡ଼ସ ହୋଇ ଥାଏ ଆଉ ପିରିୟଡ଼ସ ରେ ଇରେଗୁଲାର ଦେଖା ଗଲେ ସମସ୍ତ ମହିଳା ପ୍ରାୟତଃ ଟେନ୍ସନ ହୋଇ ଯାଇଥାନ୍ତି | ଆମ ଶରୀର ରେ କିଛି ସମସ୍ୟା ଦେଖା ଦେଲେ ହିଁ ପିରିୟଡ଼ସ ରେ ଅନିୟମିତତା ଦେଖା ଯାଏ | ପିରିୟଡ଼ସ ର ଅନିୟମିତତା ଯୋଗୁଁ ମହିଳା ମାନଙ୍କର ଅଭୁଲେସନ ହୋଇ ନଥାଏ ଯାହା ଦ୍ୱାରା ସେମାନେ ଗର୍ଭବତୀ ହୋଇ ପାରନ୍ତି ନାହିଁ |
ପିରିୟଡ଼ସ ନ ହେବାର କାରଣ ଅନେକ ରହିଛି, ତେବେ ଆଜି ଏଭଳି କିଛି ଉପଚାର ସମ୍ପର୍କ ରେ କହିବୁ ଯାହା ଦ୍ୱାରା ଆପଣଙ୍କ ର ପିରିୟଡ଼ସ ରେ ଅନିୟମିତତା ଆଉ ଦେଖା ଯିବ ନାହିଁ ଏହି ସମସ୍ୟା ରୁ ଆପଣ ମୁକ୍ତି ପାଇ ପାରିବେ |
– ଯଦି ଆପଣଙ୍କ ପିରିୟଡ଼ ଠିକ୍ ହେଉନାହିଁ ତେବେ ଆପଣ ହାଲକା ଗରମ୍ ପାଣି ପିଇବା ଆରମ୍ଭ କରି ଦିଅନ୍ତୁ |
– ପିରିୟଡ଼ କୁ ନିୟମିତ କରିବା ପାଇଁ ଆପଣ କ୍ଷୀର ରେ ହଳଦୀ ମିଶାଇ ସେବନ କରନ୍ତୁ, ଯାହା ଦ୍ଵାରା ଆପଣଙ୍କ ହୋର୍ମୋନ ର ବାଲାନ୍ସ ଠିକ୍ ରହିବ ଏବଂ ଏହା ଆପଣଙ୍କର ଅନେକ ରୋଗକୁ ମଧ୍ୟ ଠିକ୍ କରିବ |
-ଯଦି ଆପଣଙ୍କ ପିରିୟଡ଼ ନିୟମିତ ହେଉନାହିଁ ତେବେ ଆପଣ ଅଣ୍ଡାର ହଳଦିଆ ଅଂଶ କୁ ନିହାତି ଖାଆନ୍ତୁ |
– ଗୋଟିଏ ଗ୍ଲାସ୍ ପାଣିରେ ଡାଲଚିନି ପାଉଡର ପକାଇ ଭଲ ଭାବରେ ଫୁଟାନ୍ତୁ ଆଉ ଏହାକୁ ସେତେ ପର୍ଯ୍ୟନ୍ତ ଫୁଟିବେ ଯେ ପର୍ଯ୍ୟନ୍ତ ଏହା ଅଧ ଗ୍ଲାସ୍ ନ ହୋଇ ଯାଇଛି | ତେବେ ଆପଣ ଏହାକୁ ଦିନକୁ ଦୁଇ ଥର ପିଇ ପାରିବେ ଜୁଆଣି ମଧ୍ୟ ଆପଣ ଫୁଟାଇ ଦିନକୁ ଦୁଇ ଥର ପିଇ ପାରିବେ |
– ପିରିୟଡ଼ କୁ ନିୟମିତ କରିବା ପାଇଁ ଆପଣ କ୍ଷୀର ରେ ହଳଦୀ ମିଶାଇ ସେବନ କରନ୍ତୁ ଯାହା ଦ୍ଵାରା ଆପଣଙ୍କ ହୋର୍ମୋନ ର ବାଲାନ୍ସ ଠିକ୍ ରହିବ ଏବଂ ଏହା ଆପଣଙ୍କର ଅନେକ ରୋଗକୁ ମଧ୍ୟ ଠିକ୍ କରିବ |
– ପ୍ରଥମେ ଆପଣ ଏକରୁ ଦୁଇ ଇଞ୍ଚ୍ ର ଅଦା କୁ ନେଇ ଛେଚି ଦିଅନ୍ତୁ ଏହାପରେ ଆପଣ ଏହାକୁ ଏକ ଗ୍ଲାସ୍ ପାଣିରେ ମିଶାଇ ଫୁଟିବା ପାଇଁ ଛାଡି ଦିଅନ୍ତୁ | ଆପଣ ଏହାକୁ ସେତେ ପର୍ଯ୍ୟନ୍ତ ଫୁଟିବେ ଯେ ପର୍ଯ୍ୟନ୍ତ ଏହା ଅଧ ଗ୍ଲାସ୍ ନହୋଇ ଯାଇଛି, ତେବେ ଆପଣ ଏହାକୁ ଦିନର ଯେ କୌଣସି ସମୟରେ ପିଇ ପାରିବେ | ଟେବବ ଏଭଳି ନିୟମ କରନ୍ତୁ ଦେଖିବେ ଆପଣ ଙ୍କର ସମସ୍ୟା ନିହାତି ଭାବରେ ଦୂର ହୋଇ ଯିବ | ପ୍ରତିଦିନ ଏକ୍ସସାଇଜ ମଧ୍ୟ କରନ୍ତୁ ଆଉ ଯଦି ଏକ୍ସସାଇଜ ନ କରି ପାରୁଛନ୍ତି ତେବେ ନର୍ମାଲ ୱାଲକ ମଧ୍ୟ କରି ପାରିବେ |