କଟକ କାଳୀ ପୂଜା ମେଲୋଡି ଷ୍ଟେଜ ରେ ” human Sagar , Ashima panda ” ( ଜାନୁ ତମେ ଚମ୍ କୁ ଚ ଗୀତରେ ) କଲେ ଜବରଦସ୍ତ Performance… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ତେବେ ସଙ୍ଗୀତ ଏମିତି ଏକ କଳା ଯାହାକୁ ଶୁଣି ଦେଲେ ବହୁତ ଖୁସି ଅନୁଭବ ହେବା ସହିତ ଆମର କିଛି ଟେନ୍ସନ ମଧ୍ୟ ଦୂର ହୋଇ ଯାଇଁ ଥାଏ |ଏହି ସଙ୍ଗୀତ ଭିନ୍ନ ଭିନ୍ନ ପ୍ରକାର ର ହୋଇ ଥିବା ବେଳେ ଭିନ୍ନ ଭିନ୍ନ ସ୍ଥାନରେ ମଧ୍ୟ ଶୋଭା ପାଇଥାଏ | ଆଉ ଗାୟକ ମାନେ ମଧ୍ୟ ସେହି ଗୀତ କୁ ଏତେ ସୁନ୍ଦର ସ୍ୱର ଦେଇ ପରିବେଷଣ କରି ଥାଆନ୍ତି ଯାହାକି ବେସ ସୁନ୍ଦର ହୋଇ ଥାଏ |

ଆମ ଓଡ଼ିଆ ଜଗତ ରେ ମଧ୍ୟ ଅନେକ ପ୍ରସିଦ୍ଧ ପ୍ରସିଦ୍ଧ କଳାକାର ଭରି ରହିଛନ୍ତି ଯେଉଁ ମାନେ ତାଙ୍କ ମଧୁର କଣ୍ଠ ରେ ଗୀତ ଗାଇ ଆମର ଖୁବ ମନରଞ୍ଜନ କରାଇ ଥାଆନ୍ତି | ଏହି ସଙ୍ଗୀତ ମନରେ ଶାନ୍ତି ଆଣିବା ସହିତ ମନରେ ଏକ ନିଆଁରା ଉଲ୍ଲାସ ମଧ୍ୟ ଖେଳାଇ ଥାଏ | ଏହା ସହିତ ଅନେକ ଓଡ଼ିଆ ଭଜନ ମଧ୍ୟ ରହିଛି ଯାହାକୁ ଅନେକ ବଡ଼ ବଡ଼ ଗାୟକ ଗାୟିକା ମାନେ କଣ୍ଠ ଦାନ କରିଛନ୍ତି | ଏହି ଗାୟକ ମାନେ ଅନେକ ଷ୍ଟେଜ ପ୍ରଗ୍ରାମ ଏବଂ ଯାତ୍ରା ପ୍ରଗ୍ରାମ କୁ ଯାଇ ମଧ୍ୟ ସୁନ୍ଦର ଗୀତ ଗାଇ ଦର୍ଶକ ମାନଙ୍କୁ ଆହୁରି ଉତ୍ସାହିତ କରି ଥାଆନ୍ତି |

ତେବେ ସେଭଳି ଭାବେ ଏକ ଷ୍ଟେଜ ପ୍ରଗ୍ରାମ ଦେଖିବା ପାଇଁ ମିଳିଛି ଯାହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି | ତେବେ ଓଡ଼ିଆ ଇଣ୍ଡଷ୍ଟ୍ରି ର ନମ୍ବର ୱାନ ଗାୟକ ଭାବେ ପରିଚିତ ହ୍ୟୁମାନ ସାଗରଙ୍କୁ ତ ବେସ ଭଲ ଭାବରେ ଜାଣି ଥିବେ | ଯିଏ କି ଏବେ ଗାୟକ ମାନଙ୍କ ମଧ୍ୟରୁ ଆଗ ଧାଡ଼ି ରେ ଅଛନ୍ତି ଏବଂ ସେ ଓଲିଓଡ଼ ଇଣ୍ଡଷ୍ଟ୍ରି ଏବଂ ଆଲବମ ରେ ଅନେକ ଗୀତ ରେ କାମ ମଧ୍ୟ କରି ସାରିଲେଣି | ତେବେ ତାଙ୍କ ସ୍ୱର ଏକ ନିଆଁରା ପ୍ରକାର ର ଯାହାକୁ ତାଙ୍କ କଣ୍ଠ ରୁ କିଛି ଗୀତ ଶୁଣିଲେ ବେସ ଖୁସି ଅନୁଭବ ହୋଇ ଥାଏ ଏବଂ ଦର୍ଶକ ମଧ୍ୟ ମୋହିତ ହୋଇ ଯାଇଥାନ୍ତି |

ତେବେ ବର୍ତ୍ତମାନ ସମୟରେ କାଳୀ ପୂଜା ପାଇଁ ଅନେକ ସ୍ଥାନରେ ମେଳା ଓ ଯାତ୍ରା ପଡ଼ିଛି | ଆଉ ଆପଣ ତ ଜାଣନ୍ତି କଟକ ଜିଲ୍ଲା ରେ କାଳୀ ପୂଜା କେତେ ଫେମସ ଆଉ ଏବେ ସେହି କାଳୀ ପୂଜା ଯାତ୍ରା ଷ୍ଟେଜ ରେ ଗାୟକ ହ୍ୟୁମାନ ସାଗର ଙ୍କୁ ଦେଖିବା ପାଇଁ ମିଳିଛି | ଏହା ସହିତ ଆପଣ ଜାଣିଛନ୍ତି କି ବର୍ତ୍ତମାନ ସମୟରେ ଜାନୁ ତମେ ଜାଳୁଛ ଜାଳୁଛ ବହି ଜାଳି ଦେଉଛ ଏହି ଗୀତ କି କେତେ ଟ୍ରେଣ୍ଡ ହୋଇଛି |

ଆଉ ଏହି ଯାତ୍ରା ଷ୍ଟେଜ ରେ ହ୍ୟୁମାନ ସାଗର ଏହି ଗୀତ ଟିକୁ ଗାଇ ସମସ୍ତ ଙ୍କର ମନ କିଣି ନେଇ ଥିଲେ | କେବଳ ଗୀତ ତାହା ନୁହେଁ ବରଂ ଷ୍ଟେଜ ରେ ହ୍ୟୁମାନ ସାଗର ଙ୍କର ଜବରଦସ୍ତ ଡ୍ୟାନ୍ସ ମଧ୍ୟ ଦେଖିବାକୁ ମିଳି ଥିଲା | ଯାହାକୁ ଦେଖି ଦର୍ଶକ ବହୁତ ଖୁସି ହେବା ସହିତ ତାଳି ଓ ହାଲା କରି ପୁରା ମାହଲ ଟିକୁ ବଦଳାଇ ଦେଇ ଥିଲେ | ତେବେ ଏଭଳି ଏକ ସୁନ୍ଦର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ଧରିଛି |