ଭୟଙ୍କର ରୋଗ ! ହୁ ହୁ ହୋଇ ବଢି ଯାଉଛି ଏହି ଝିଅ ର ଅଜଣା ରୋଗ, ଏହି ରୋଗ ର ଲକ୍ଷଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ…

ତେବେ ପ୍ରତିଦିନ ଦିନ ଏମିତି କିଛି ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହୋଇଥାଏ ଯାହାକୁ ଦେଖିଲେ ଆମେ ସହଜ ରେ ବିଶ୍ୱାସ କରି ନଥାନ୍ତି । ବେଳେ ବେଳେ ଆମ ସାମ୍ନା କୁ ଏମିତି ଖବର ଆସିଥାଏ ଯାହା କୁ ଶୁଣିଲେ କିମ୍ବା ଦେଖିଲେ ଆମେ ବିଶ୍ବାସ କରି ହୁଏ ନାହିଁ । ଏହି ଘଟଣା ମାନଙ୍କୁ ସହଜ ରେ ବିଶ୍ୱାସ କରିବା ସହଜ ହୋଇ ନଥାଏ । ସୋସିଆଲ ମିଡ଼ିଆ ରେ ଆଜି କାଲି ଏମିତି ସବୁ ଖବର ଭାଇରାଲ ହେବାରେ ଲାଗିଛି ଯାହା ସାଧାରଣ ଲୋକ ମାନଂକ ର ଭାବନା ବାହାରେ ଅଟେ । କୁହାଯାଏ ଯେ ଶରୀର ଅଛି ତ ରୋଗ ଅଛି।

କିନ୍ତୁ ଆଜି କାଲି ର ବିଜ୍ଞାନ ଯୁଗ ରେ ଯୁଗ ଯେତିକି ଆଗକୁ ଯାଉଛି ସେତେ ନୂଆ ନୂଆ ରୋଗ ସହିତ ମଣିଷ ସାମ୍ନା କରୁଛି । ତେବେ ଆଜି ଆମେ ଆପଣ ଙ୍କୁ ଠିକ୍ ସେମିତି ଏକ ରୋଗ ବିଷୟ ରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ବିଶ୍ୱାସ କରି ପାରିବେ ନାହିଁ ଯେଉଁଠି ଏକ ମହିଳା ଙ୍କ ଶରୀର ରେ କେତେକ ସ୍ଥାନ ରେ ଗଛ ପରି ଶାଖା ପ୍ରଶାଖା ବଢ଼ିବାରେ ଲାଗିଛି । ତେବେ କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା ;

ବାଂଲା ଦେଶ ର ଏକ ଛୋଟ ଗ୍ରାମ ରେ ଜଣେ ଦିନ ମଜୁରିଆ ମହମ୍ମଦ ସାହଜାନ ଙ୍କର କନ୍ୟା ସୁହାନା ଖାତୁନ ହୋଇଛନ୍ତି ଏହି ରୋଗ ର ଶିକାର ହୋଇଛନ୍ତି ଏକ ଅଜଣା ରୋଗରେ ବହୁତ୍ ଦିନ ଧରି ପୀଡ଼ିତ ହୋଇ ରହିଛନ୍ତି ଯେଉଁ ରୋଗ ର ଲକ୍ଷଣ ସମସ୍ତଙ୍କ କଳ୍ପନା ବାହାରେ ଅଟେ । ମହିଳା ଜଣଙ୍କ ଏହି ରୋଗ ରେ ପୀଡ଼ିତ ହେବା ପରେ ତାଙ୍କ ଶରୀର ଧୀରେ ଧୀରେ ଗଛ ରେ ପରିବର୍ତ୍ତନ ହେବାରେ ଲାଗିଛି।ଏହି ମହିଳା ଙ୍କୁ ଟ୍ରି ମ୍ୟାନ ବୋଲି ମଧ୍ୟ କୁହା ଯାଉଛି। ତେବେ ଏହି ରୋଗ ରେ ସେ ଆକ୍ରାନ୍ତ ହେବା ପରେ ତାଙ୍କ ଶରୀର ରେ ଗଛ ର ଶାଖା ପ୍ରଶାଖା ବଢିବା ଆରମ୍ଭ ହୋଇ ଯାଇଛି ।

ସୂଚନା ଅନୁସାରେ ସୂହାନା ଙ୍କ ପରିବାର ଆଉ କେହି ନାହାଁନ୍ତି। ସେ ପ୍ରାୟ ୪ ମାସ ତଳେ ଏହି ରୋଗ ର ଶିକାର ହୋଇ ଥିଲେ। ୪ ମାସ ପୂର୍ବେ ସୁହାନା ଙ୍କ ମୁଁହ ରେ ଓ ଶରୀର ରେ କେତେକ ସ୍ଥାନ ରେ ଗଛ ପରି ଶାଖା ପ୍ରଶାଖା ବଢ଼ିବାକୁ ଲାଗିଲା । ଏହି ରୋଗ ର ପ୍ରାଥମିକ ପ୍ରଜାୟ ରେ ମହମ୍ମଦ ସାହାଜାନ ତାଙ୍କୁ ପାଖ ହସ୍ପିଟାଲ୍ ରେ ଦେଖାଇବା ଆରମ୍ଭ କରିଥିଲେ ।

କିନ୍ତୁ ତାଙ୍କର ଏହି ରୋଗ ଦିନ କୁ ଦିନ ବଢ଼ିବାରେ ଲାଗିଲା ଯାହା ଫଳରେ ସେ ବଡ଼ ହସ୍ପିଟାଲ୍ ରେ ଦେଖାଇବା ପାଇଁ ଆରମ୍ଭ କଲେ । ତେବେ ଏହି ରୋଗ ର କୌଣସି ସ୍ଥାୟୀ ଚିକିତ୍ସା ନାହିଁ ବୋଲି ସୂଚନା ମିଳିଛି । ତେବେ ଏହି ରୋଗ ରେ ପୂର୍ବରୁ ୬-୭ ଜଣ ଲୋକ ପୀଡ଼ିତ ହୋଇ ସାରିଛନ୍ତି ବୋଲି ଡାକ୍ତର ମାନେ ସୂଚନା ଦେଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।