୦୮ ମାର୍ଚ୍ଚ (ଦୋଳ ପୂର୍ଣ୍ଣିମା/ହୋଲି ) ରାତିରେ ଏହି ଗଛକୁ ଛୁଇଁକି ଆସନ୍ତୁ, ମାଲକ୍ଷ୍ମୀ ଧନର ବର୍ଷା କରିବେ

ଦୁନିଆରେ ପ୍ରତ୍ୟେକ ଚାହାଁନ୍ତି ସେମାନେ ସର୍ବଦା ଖୁସିରେ ରୁହନ୍ତୁ,ତେଣୁ ଏଥିପାଇଁ ସେମାନେ ଦିନ ରାତି ପରିଶ୍ରମ କରନ୍ତି |କିନ୍ତୁ ଏହି ଦୁନିଆରେ ଯଦି ମାତା ଲକ୍ଷ୍ମୀ ଓ ନାରାୟଣଙ୍କ ଯେଉଁ ବ୍ୟକ୍ତିଙ୍କ ଉପରେ ରହିଛି ସେମାନେ ବହୁତ କମ ପରିଶ୍ରମରେ ବହୁତ ଧନ ପ୍ରାପ୍ତି କରିବା ସହିତ ସର୍ବଦା ଖୁସିରେ ରହିଥାନ୍ତି |ଆଗକୁ ଆସୁଥିବା ପବିତ୍ର ଦୋଳ ପୂର୍ଣ୍ଣମୀ ପ୍ରଭୁ ନାରାୟଙ୍କ ବହୁତ ପ୍ରିୟ ଅଟେ ଏହି ଦିନରେ ଆପଣ ଯଦି ଲକ୍ଷ୍ମୀ ନାରାୟଣଙ୍କ ସେବା କରିବା ସହିତ ତାଙ୍କର ପ୍ରିୟ ବୃକ୍ଷ ଡମ୍ବରୁ ଗଛକୁ ଛୁଇଁ ନିଜର ମନ କଥା କହିବ ତେବେ ଆପଣଙ୍କ ମନସ୍କାମନା ନିଶ୍ଚିତ ପୂରଣ ହେବା ସହିତ ଆପଣଙ୍କ ଅଭାବ ମଧ୍ୟ ଦୂର ହୋଇଯିବ |ତେବେ ଆସନ୍ତୁ ଏହି ଦିନ ଡମ୍ବରୁ ଗଛକୁ କିପରି ପୂଜା କରିବା ସେ ବିଷୟରେ ସମ୍ପୂର୍ଣ କଥା ଜାଣିବା |

ଆମର ପବିତ୍ର ଦୋଳ ପୂର୍ଣମୀ ବା ହୋଲି ପରି ବଡ଼ ପର୍ବରେ ପ୍ରଭୁ ନାରାୟଣ ନୃଶୀଘଂ ଅବତାରରେ ଏହି ପବିତ୍ର ଗଛ ଡମ୍ବରୁ ଗଛରେ ଅବସ୍ଥାନ କରନ୍ତି |ଏହି ହୋଲି ଦିନ ପ୍ରଭୁ ନୃସିଂହ ଅବତାରରେ ଅବସ୍ଥାନ କାରଣରୁ ଆପଣ ଏହି ଦିନ ନିୟମ ଅନୁସାରେ ଯଦି ସେହି ବୃକ୍ଷକୁ ପୂଜା କରି ନିଜର ମନ କଥା ଜଣେଇବ ତେବେ ଆପଣଙ୍କ ମନସ୍କାମନା ନିଶ୍ଚିତ ପୂରଣ ହେବ |

ତେଣୁ ଆପଣ ନିଜର ସାହସ ସହକାରେ ହୋଲି ଦିନ ରାତିରେ ଯଦି ଡମ୍ବରୁ ଗଛକୁ ପୂଜା କରନ୍ତୁ ତେବେ ଆପଣଙ୍କ ଜୀବନରେ ସମସ୍ତ ଦୁଃଖ ଦୂର ହେବା ସହିତ ଆପଣ ଜୀବନରେ କେବେ ଦୁଃଖ କଷ୍ଟ ଅନୁଭବ କରିବେ ନାହିଁ |

ଦୋଲ ପୂର୍ଣ୍ଣମୀ ଦିନ ରାତିରେ ଆପଣ ଏକ ଚୁଳି ନଡ଼ିଆ, ପାଞ୍ଚଟି ଚିନି ମିଠି ଏବଂ ଏକ ନାଲି କପଡା ନେଇ ସେହି ବୃକ୍ଷ ମୂଳକୁ ଯାଆନ୍ତୁ ପରେ ଆପଣ ଏହି ନଡ଼ିଆକୁ ସେଠାରେ ପଠାଇ ପରେ ଏକ ପତ୍ରରେ ଚିନି ମିଠି ରଖି ଧୂପ ଦୀପା ଜାଳି ସେଠାରେ ପୂଜା କରି ନିଜର ମନ କଥା କୁହନ୍ତି |ଭଗବାନଙ୍କୁ ନିବେଦନ କରନ୍ତୁ ଯେ ପ୍ରଭୁ ଆମ ଜୀବନରେ ରହିଥିବା ସମସ୍ୟା ଦୂର ହେବା ସହିତ ଆମ ସମସ୍ତ କଷ୍ଟ ମଧ୍ୟ ଦୂର କରି ନିଆନ୍ତୁ |ଏହା ସହିତ ଆପଣ ନିଜ ମନରୁ ଭକ୍ତି ସହକାରେ ପୂଜା କରିବା ଦ୍ଵାରା ଆପଣଙ୍କ ଜୀବନର କୌଣସି ଧନ ଜନିତ ସମସ୍ୟା ମଧ୍ୟ ରହିବ ନାହିଁ |

ଏହା ସହିତ ଆପଣ ନିଜର ସମର୍ପଣ ଭାବ ରଖି ନିଜ ଭିତରେ ଥିବା ସମସ୍ତ ବଦ ଗୁଣ ଦୂର କରିବା ପାଇ ଭଗବାନଙ୍କୁ ପ୍ରାର୍ଥନ କରନ୍ତୁ, ଏହା ସହିତ ନିଜ ଭିତରେ ସମସ୍ତ ସଦ ବୁଦ୍ଧି ଦେବ ପାଇ ପ୍ରାର୍ଥନା କରନ୍ତୁ |ଏହି ପରି କରିବା ଦ୍ଵାରା ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ୟା ଦୂର ହେବା ସହିତ ଆପଣ ଜୀବନ ସାରା ବହୁତ ଖୁସିରେ ରହିବେ |ଆପଣଙ୍କ ଜୀବନରେ ଆଗରୁ ରହିଥିବା ଧନ ଜନିତ ସମସ୍ୟ ମଧ୍ୟ ଦୂର ହେବ ଏବଂ ଆପଣ ବହୁତ ଖୁସିରେ ରହିବେ |