Breking News – ଦେଖନ୍ତୁ Live ଭିଡ଼ିଓ ଇତିହାସରେ ପ୍ରଥମ ଥର ଏମିତି ଭୟଙ୍କର ଅଗ୍ନିକାଣ୍ଡ ଘଟିଲା ଦେଖିଲେ ଛାତି ଥରି ଉଠିବ….
ଏବେ ଏବେ ଆସିଛି ଏକ ବଡ଼ ଦୁଃଖଦ ଖବର। ଟ୍ରାକ ଉପରେ ଜଳି ଗଲା ଚଳନ୍ତା ଟ୍ରେନ। ଦେଖୁ ଦେଖୁ ନିଆ ଲାଗିଗଲା ଟ୍ରେନ ରେ ଆଉ ଜଳି ଗଲା ଗୋଟିଏ କମ୍ପାତମେଣ୍ଟ । ତେବେ କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା ; ଦେଖୁ ଦେଖୁ ଟ୍ରାକ ଉପରେ ଜଳିଗଲା ଶତାବ୍ଦୀ ଏକ୍ସପ୍ରେସ । ହୁତୁହୁତୁ ହେଇ ଜଳି ଗଲା ଟ୍ରେନ ର ଗୋଟିଏ କମ୍ପାଟ ମେଣ୍ଟ । ଦିଲ୍ଲୀ ଡେରାଡୁନ ଶତାବ୍ଦୀ ଏକ୍ସପ୍ରେସ ରେ ଆଜି ଏକ ବଡ଼ ଧରଣର ଅଘଟଣ ଘଟି ଯାଇଛି । ଉତ୍ତରାଖଣ୍ଡ କନ୍ସୋର ନିକଟ ରେ ଏହି ଅଗ୍ନି କାଣ୍ଡ ଘଟିଛି । ଶତାବ୍ଦୀ ଏକ୍ସପ୍ରେସ ରେ ଆଜି ହଠାତ୍ ସି4 କମ୍ପାଟ ମେଣ୍ଟ ରେ ନିଆଁ ଲାଗି ଯାଇଥିଲା ।
କମ୍ପାଟ ମେଣ୍ଟ ରେ ଥିବା ସମସ୍ତ ଯାତ୍ରୀ ଙ୍କୁ ସ୍ଥାନାତରିତ କରାଯାଇଛି । ସବୁ ଯାତ୍ରୀ ସୁରକ୍ଷିତ ଅଛନ୍ତି ବୋଲି ଉତ୍ତରାଖଣ୍ଡ ଡିଜି ସୂଚନା ଦେଇଛନ୍ତି। ଇଲେକ୍ଟ୍ରୀ ସର୍କିଟ ରୁ ଏହି ଅଗ୍ନିକାଣ୍ଡ ଘଟିଛି ବୋଲି କୁହା ଯାଉଛି। ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ଅଗ୍ନି କୁ ଆୟତ କରି ଅଛନ୍ତି ।
ଟ୍ରାକ ଉପରେ ଜଳିଗଲା ଶତାବ୍ଦୀ ଏକ୍ସପ୍ରେସ । ସଙ୍ଗେ ସଙ୍ଗେ ହୁତୁହୁତୁ ହେଇ ଜଳି ଗଲା ଟ୍ରେନ ର ଗୋଟିଏ କମ୍ପାଟ ମେଣ୍ଟ । ତେବେ ଏତେ ବଡ଼ ଦୁର୍ଘଟଣା ରେ କୌଣସି ଯାତ୍ରୀ ମୃତାହତ ହୋଇ ନାହାଁନ୍ତି ବୋଲି ଉତ୍ତରାଖଣ୍ଡ ଡିଜି ସୂଚନା ଦେଇଛନ୍ତି। ତେବେ ଏହି ଗୋଟିଏ କମ୍ପାଟ ମେଣ୍ଟ ଛଡ଼ା ଆଉ କୌଣସି କମ୍ପାଟ ମେଣ୍ଟ ର କୌଣସି କ୍ଷତି ହୋଇ ନାହିଁ ବୋଲି ସୂଚନା ମିଳିଛି।
ଏହା ସହିତ ଟ୍ରେନ ରେ ଯାତ୍ରା କରୁ ଥିବା ସମସ୍ତ ଯାତ୍ରୀ ମାନେ ସୁରକ୍ଷିତ ମଧ୍ୟ ଅଛନ୍ତି । ସଠିକ୍ ସମୟ ରେ ଯାତ୍ରୀ ମାନଙ୍କୁ ସ୍ଥାନତାରିତ କରାଯାଇ ଥିବାରୁ ଯାତ୍ରୀ ମାନେ ସୁରକ୍ଷିତ ଅଛନ୍ତି ବୋଲି ସୂଚନା ମିଳିଛି । ତେବେ ସଠିକ୍ ସମୟ ରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ଅଗ୍ନି କୁ ନିୟନ୍ତ୍ରଣ କରିଥିଲେ ଓ ନିଆଁ ସମ୍ପୂର୍ଣ ଭାବେ ଆୟତନ କୁ ଚାଲି ଆସିଥିଲା ବୋଲି ସୂଚନା ମିଳିଛି। ନିଆଁ ଜଳୁ ଥିବାର ଦୃଶ୍ୟ କ୍ୟାମେରା ରେ କଏଦେ ହୋଇଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।