ହାଇକୋର୍ଟ ବିଚାରପତିଙ୍କ ପାଖକୁ ୧୫୦ଟି କଣ୍ଡୋମ ପ୍ୟାକେଟ୍ ପଠାଇଲେ ଯୁବତୀ, କାରଣ ଜାଣିଲେ ହେବେ ତାଯୁବ

ବନ୍ଧୁଗଣ ଆମେ ଆଜି ଏମିତି ଘଟଣା ବିଷୟରେ ଆପଣଙ୍କୁ କହିବୁ ଯାହା ଜାଣିଲା ପରେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ। ଏମିତିରେ ଆପଣ ନିୟମିତ ଭାବରେ ଅନେକ ଖବର ସଂସ୍ପର୍ଶରେ ଆସୁଥିବେ। ସେଥି ମଧ୍ୟରୁ ବେଳେବେଳେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଆଶ୍ଚର୍ଯ୍ୟର ବିଷୟ ହୋଇଥାଏ ଆଉ ସମସ୍ତଙ୍କୁ ଦୁଃଖିତ କରାଇଥାଏ। ଆଉ କିଛି ଘଟଣା ଅନ୍ୟକୁ ଚମକାଇଲା ଭଳି ହୋଇଥାଏ। ଯାହା ଏହି ନିକଟରେ ଘଟିଛି।ଏହା ପୁଣି ହାଇକୋର୍ଟ ସହ ଜଡ଼ିତ ଏକ ଘଟଣା।ଆଉ ଏହି ଘଟଣା ମଧ୍ୟ ସହଜରେ ବିଶ୍ୱାସ କରିବା ସମ୍ଭବ ପର ନୁହଁ।

ଆଉ ଏହିଭଳି ସବୁ ଘଟଣାକୁ ସହଜରେ ବିଶ୍ୱାସ କରିହୁଏ ନାହିଁ।ଏହା ଆମକୁ ବିଚଳିତ କରି ଦେଇଥାଏ। ବାସ୍ତବିକ ଭାବରେ ଏହା ସତଯେ ମଣିଷ ଜୀବନରେ ଅନେକ ଘଟଣା ଦୁର୍ଘଟଣା ଦୁଃଖଦ ଏବଂ ରୋଚକ ଖବର, ସମସ୍ୟା ବେଳେବେଳେ ଏମିତି ରୂପ ନେଇଥାଏ ଯାହାକୁ କଳ୍ପନା କରିବା ବହୁତ୍ କଷ୍ଟ କର ହୋଇପଡେ। କିନ୍ତୁ କିଛି ଘଟଣାର ରୂପରେଖ ଏମିତି ହୋଇଥାଏ ଯାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିି ଯାଏ। ସେହିଭଳି ଏକ ଖବର ନିକଟରେ ଘଟିଛି ବମ୍ବେ ହାଇକୋର୍ଟରେ।ଏଠାରେ ଘଟିଥିବା ଏମିତି ଏକ ଘଟଣା ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଜାଣିଲା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

ଏଠାରେ ଜଣେ ମହିଳା ଯୌନ ଉତ୍ପୀଡ଼ନ ମାମଲାରେ ବିବାଦୀୟ ନିଷ୍ପତ୍ତି ଦେଇଥିବା ଜଷ୍ଟିସ ପୁଷ୍ପା ଗଣଦୀୱାଲା ଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ତାଙ୍କୁ କଣ୍ଡୋମ ପ୍ୟାକେଟ ପ୍ୟାକ୍ କରି ପଠାଇଛନ୍ତି।ତେବେ ପଠାଇଥିବା ଉକ୍ତ ଯୁବତୀ ଜଣଙ୍କ ହେଉଛନ୍ତି ଦେବଶ୍ରୀ ତ୍ରିବେଦୀ,ଯିଏକି ଦାବି କରିଛନ୍ତି ଯେ ସେ ୧୨ଟି ବିଭିନ୍ନ ସ୍ଥାନକୁ କଣ୍ଡୋମ ପକେଟ୍ ପଠାଇଛନ୍ତି।

ଆଉ ଯେଉଁଥିରେ ଜଷ୍ଟିସ୍ ଗଣେଡିୱାଲାଙ୍କ ଚାମ୍ବର ସମେତ ନାଗପୁର ବେଞ୍ଚର ରେଜିଷ୍ଟ୍ରି ଏବଂ ମୁମ୍ବାଇରେ ହାଇକୋର୍ଟର ମୁଖ୍ୟ ଆସନ ଆଦି ଅନ୍ତର୍ଭୁକ୍ତ ରହିଛି। ଆପଣଙ୍କୁ କହି ରଖୁଛୁ ଯେ ଯୌନ ଶୋଷଣ ଉପରେ ବମ୍ବେ ହାଇକୋର୍ଟର ବିଚାରପତି ପୁଷ୍ପା ଗଣେଡିୱାଲାଙ୍କ ନିଷ୍ପତ୍ତି ବିବାଦୀୟ ବୋଲି ମନେ କରିଥିଲେ ଦେବଶ୍ରି।

ଯାହା ସ୍କିନ ଟୁ ସ୍କିନ ବିଚାର ବା  ଚର୍ମରୁ ଚର୍ମ ଶାରୀରିକ ସମ୍ପର୍କ’ ଯୌନ ଉତ୍ପୀଡ଼ନର ଅପରାଧରେ ନିହାତି ଜରୁରୀ ଅଟେ ବୋଲି ଜଷ୍ଟିସ ଗଣେଦୀୱାଲାଙ୍କ କହିଥିଲେ।ପରେ ଏହି ନିଷ୍ପତ୍ତିରେ ଅସନ୍ତୋଷ ଜାହିର କରି ଯୁବତୀ ଜଣଙ୍କ ଜଷ୍ଟିସ ପୁଷ୍ପା ଗଣେଡିୱାଲାଙ୍କୁ ୧୫୦ ଟି କଣ୍ଡୋମ ପଠାଇଛନ୍ତି ବୋଲି ସୂଚନା ମିଳିଛି। ତାଙ୍କ ମତରେ ଦେବୀ ଶ୍ରୀ ଯାହା କହିଛନ୍ତି, ସେ ଅନ୍ୟାୟକୁ ସହ୍ୟ କରି ପାରିବେ ନାହିଁ ଏବଂ ଜଷ୍ଟିସ ଗଣେଦୀୱାଲାଙ୍କ ଏହି ନିଷ୍ପତ୍ତି ଯୋଗୁଁ ଜଣେ ନାବାଳିକାକୁ ନ୍ୟାୟ ମିଳିପାରୁ ନାହିଁ।

ତେଣୁ ସେ ଏଥିପାଇଁ ତାଙ୍କୁ ନିଲମ୍ବନ କରିବାକୁ ମଧ୍ୟ ଦାବି କରିବା ସହିତ ଏହିଭଳି କାର୍ଯ୍ୟ କରିଛନ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।