ଭିନ୍ନକ୍ଷମ ତାଲିମକେନ୍ଦ୍ରରେ ସେ-କ୍ସ ରାକେଟ୍ ପର୍ଦ୍ଦାଫାଶ: ଦିନରେ ୨୫ ଶହ, ରାତି ପାଇଁ ୫ ହଜାର , ଏମିତି କୁକର୍ମ ପାଇଁ କି ଦଣ୍ଡ ମିଳିବା ଦରକାର କମେଣ୍ଟ କରନ୍ତୁ…..
ରକ୍ଷକ ସାଜିଲା ଭକ୍ଷକ , କରୁଛନ୍ତି ଏପରି କାମ ଯେଉଁଥିପାଇଁ ଅନେକ ପିଲା ମାନେ ବହୁତ ଅସୁବିଧାରେ ସାମ୍ନା କରୁଛନ୍ତି । ଏବେକା ସମୟରେ ତ ପ୍ରାୟତଃ ପ୍ରତ୍ୟେକ ଯୁବତୀ ମାନେ ଦୁଷ୍କର୍ମର ଶିକାର ହେଉଛନ୍ତି ଆମ ଦେଶରେ ଅନେକ ସମୟରେ କେଉଁଠି ନା କେଉଁଠି ନାରୀ ମାନେ ଦୁଷ୍କର୍ମର ଶିକାର ହେଉଛନ୍ତି । ତେଣୁ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ସରକାର ସର୍ବଦା ପ୍ରସ୍ତୁତ ରହୁଛନ୍ତି ।
ମାତ୍ର ଏବେକା ସମୟରେ ଏପରି ଏକ ଘଟଣା ଆମ ମାନଙ୍କ ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ମାନଙ୍କର ଲୋମ ଟାଙ୍କୁରି ଉଠିବ । କାହିଁକିନା ଏବେ ଆମ ରାଜ୍ୟରେ ସେକ୍ସ ରାକେଟର ମାମଲା ସାମ୍ନାକୁ ଆସିଛି ଏବଂ ଏହା ବହୁତ ବଡ ବଡ ଲୋକମାନେ ଏଥି ସହିତ ସାମିଲ ହୋଇଛନ୍ତି । ତେବେ ଏହି ସେକ୍ସ ରାକେଟ ଏବେ ଭିନ୍ନକ୍ଷମ ପିଲାମାନେ ମଧ୍ୟ ତାର ଶିକାର ହେଉଛନ୍ତି ।
ଭିନ୍ନକ୍ଷମକୁ ନେଇ ଦେହ ବ୍ୟବସାୟ , ଆଉ ଅଭିଯୋଗ ଏହି ବ୍ୟବସାୟର ସୌଦାଗର ନିଖିଳ ଓଡ଼ିଶା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସାଧାରଣ ସଂମ୍ପାଦକ ସୁରେଶ କୁମାର ବେହେରା । ଭୁବନେଶ୍ୱର ପଳାଶପଲ୍ଲୀ ସ୍ଥିତ ଭିନ୍ନକ୍ଷମ ତାଲିମକେନ୍ଦ୍ରରେ ଚାଲିଥିଲା ହାଇ ପ୍ରୋଫାଇଲ ସେକ୍ସ ରାକେଟ୍ । ଭିଡିଓ ଭାଇରାଲ ହେବା ପରେ ଜଣାପଡିଛି କେଳେଙ୍କାରୀର ଗୁମର । ତେବେ ଏମିତି ଏକ ଅନୈତିକ ଘଟଣା ପର୍ଦ୍ଦାଫାସ କରିଛନ୍ତି ସେହି ମହାସଂଘର କିଛି ଅନ୍ତେବାସୀ ଓ ଷ୍ଟାଫ୍।
ଭୁବନେଶ୍ୱର ପଳାଶପଲ୍ଲୀ ସ୍ଥିତ ଭିନ୍ନକ୍ଷମ ତାଲିମକେନ୍ଦ୍ରରେ ଦେହର ଭୋକ ମେଣ୍ଟାଇବାକୁ ଏଠି ସରକାରୀ ବାବୁଙ୍କର ବି ଭିଡ଼ ଜମେ ବୋଲି ଅଭିଯୋଗ ହୋଇଛି । ଏହି ବାବାୁ ମାନଙ୍କୁ ଖୁସି କରିବା ପାଇଁ ବାହାରୁ ଯୁବତୀ ମାନଙ୍କୁ ଟଙ୍କା ଦେଇ ଆଣାଯାଇଥାଏ ଏପରିକି ଦିନରେ 2500, ରାତି ପାଇଁ 5000 ଟଙ୍କାରେ ହୁଏ ଡିଲ୍ ।
ମାତ୍ର ଯେଉଁ ସମୟରେ ବାହାରୁ ଯୁବତୀ ମାନେ ଆସିପାରନ୍ତି ନାହିଁ ବା କୌଣସି ଅସୁବିଧା ରହିଥାଏ ସେହି ସମୟରେ ଏହି କାମର ଶିକାର ହୋଇଥାନ୍ତି ଭିନ୍ନକ୍ଷମ ପିଲା ମାନେ । ଯେଉଁଥିପାିଁ ସେମାନେ ବହୁତ ଅସୁବିଧାର ମଦ୍ୟ ସାମ୍ନା ହୋଇଥାନ୍ତି ।
ତେବେ ଏପରି ଏକ ଅନୈତିକ କାଣ୍ଡକୁ ନେଇ କରି ଡିସେମ୍ବର ମାସରୁ ଏୟାରକୋର୍ଟ ଥାନାରେ ଅଭିଯୋଗ ହୋଇଥିଲେ ମାତ୍ର କିଛି ଲୋକଙ୍କର ଚାପରେ ପଡି ତଦନ୍ତ ଆଗକୁ ବଢିନଥିଲା । ମାତ୍ର ସେହି ତାଲିମ କେନ୍ଦ୍ରର ଜଣେ ଶିକ୍ଷକ ଏହି ଯୌନ କେଲେଙ୍କାରୀକୁ ମିଥ୍ୟା ବୋଲି କହିଛନ୍ତି ମାତ୍ର ଏବେ ପର୍ଯ୍ୟନ୍ତ ପୋଲିସର ତରଫରୁ କିଛି ସୂଚନା ମିଳିପାରିନାହିଁ । ଏହା ସହିତ ଘଟଣା ସାମ୍ନାକୁ ଆସିବା ପରଠୁ ସାଧାରଣ ସଂପାଦକ ସୁରେଶ ଚନ୍ଦ୍ର ବେହେରାଙ୍କ ପତ୍ତା ମିଳୁନାହିଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।