IAS – ପ୍ରଶ୍ନ । ଝିଅ ମାନଙ୍କ କେଉଁ ଦୁଇଟି ଜିନିଷ ସମସ୍ତେ ଦେଖିଥାନ୍ତି କିନ୍ତୁ ସ୍ପର୍ଶ କରି ପାରନ୍ତି ନାହିଁ ? ଦମ୍ ଅଛି ତ ଉତ୍ତର କହି ଦେଖାଅ…..
ଆପଣ ଜାଣିଥିବେ ଆଇଏଏସ ର ପରୀକ୍ଷା ପାସ କରିବା ପରେ ପ୍ରାର୍ଥୀଙ୍କୁ ଆଇଏଏସର ଇଣ୍ଟରଭିୟୁ ପାସ କରିବାକୁ ମଧ୍ୟ ହୋଇଥାଏ। ଆଇଏଏସ ର ଇଣ୍ଟରଭିୟୁ ରେ ବିଶେଷଜ୍ଞ ପ୍ରାର୍ଥୀଙ୍କର ଇଣ୍ଟରଭିୟୁ ନେଇଥାନ୍ତି ଏବଂ ଏଠାରେ ଯେଉଁମାନେ ନିଜର ଉତ୍ତମ ଜ୍ଞାନ କୁ ପରିପ୍ରକାଶ କରନ୍ତି ଓ ଉପସ୍ଥିତ ବୁଦ୍ଧି କୁ ବ୍ୟବହାର କରନ୍ତି ସେମାନେ ଏହି ପ୍ରଶାସନିକ ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରି ପାରନ୍ତି ଓ ଦେଶର ସବୁଠାରୁ ବଡ଼ ପ୍ରଶାସନିକ ଚାକିରି କରି ଦେଶ ର ସେବା କରିବାକୁ ସୁଯୋଗ ପାଇଥାନ୍ତି।
ଏଥିପାଇଁ ଜଣେ ପରୀକ୍ଷାର୍ଥୀ କୁ ଅନେକ ଅଧ୍ୟୟନ ସହିତ ପରିଶ୍ରମ କରିବାକୁ ପଡ଼ିଥାଏ।ତେବେ ଆଇଏଏସ ର ଇଣ୍ଟରଭିୟୁ ରେ କିଛି ଏମିତି ପ୍ରଶ୍ନ ପଚରା ଯାଇଥାଏ, ଯାହା ଆପଣଙ୍କୁ ଉପସ୍ଥିତ ବୁଦ୍ଧି ଓ ସୃଜନଶୀଳତା ଆଧାରରେ ଦେବାକୁ ପଡ଼ିବ। ଆସନ୍ତୁ ସେହିଭଳି କିଛି ପ୍ରଶ୍ନ ଉପରେ ଆମେ ଆଲୋଚନା କରିବା।
ପ୍ରଶ୍ନ ୧- ଝିଅ ମାନଙ୍କର କେଉଁ ଦୁଇଟି ଜିନିଷକୁ ସମସ୍ତେ ଦେଖିଥାନ୍ତି କିନ୍ତୁ ସ୍ପର୍ଶ କରି ପାରନ୍ତି ନାହିଁ ?
ଉତ୍ତର- ସମ୍ମାନ ଏବଂ ସଂସ୍କାର। ଏହି ଦୁଇଟି ଜିନିଷକୁ ସଭିଏଁ ଦେଖନ୍ତି କିନ୍ତୁ ସ୍ପର୍ଶ କରି ପାରନ୍ତି ନାହିଁ ବା ନେଇ ପାରନ୍ତି ନାହିଁ।
ପ୍ରଶ୍ନ ୨- ଗୋଟିଏ ଦେଶରେ ହେଉ କିମ୍ବା ସମାଜରେ କିମ୍ବା ସଭ୍ୟତାରେ କିମ୍ବା ସମ୍ପ୍ରଦାୟରେ ହେଉ, ଗୋଟିଏ ମହିଳା ର କଣ ଛୁଇଁବା ଅସମ୍ଭବ ହୋଇଥାଏ?
ଉତ୍ତର- ଝିଅ ବା ମହିଳା ମାନଙ୍କର ଆଶା ଓ ଭାବନାକୁ କୌଣସି ମତେ ସ୍ପର୍ଶ କରିବା ସମ୍ଭବ ନୁହଁ।
ପ୍ରଶ୍ନ ୩- କୁହନ୍ତୁ ଏମିତି କଣ ଜିନିଷ ଝିଅ ମାନଙ୍କ ପାଖରେ ରହିଛି ଯାହାକୁ ସବୁ ପୁଅମାନେ ଦେଖନ୍ତି କିନ୍ତୁ ଛୁଇଁବା ପାଇଁ ସହାସ କରନ୍ତି ନାହିଁ।ଆଉ ଯିଏ ଛୁଇଁ ଦିଏ ସେ ତାର ନିଜର ହୋଇଯାଏ।
ଉତ୍ତର- ଝିଅର ହୃଦୟକୁ ସମସ୍ତେ ସ୍ପର୍ଶ କରି ପାରିବେ ନାହିଁ ଏବଂ ଯିଏ ତାକୁ ସ୍ପର୍ଶ ବା ଜୟ କରି ପାରିବ ସେ ତାର ଜୀବନସାଥି ପାଲଟି ଯାଇଥାଏ।
ପ୍ରଶ୍ନ ୪- ଝିଅ ମାନଙ୍କ କେଉଁ ଜିନିଷକୁ ଯେତେ ଜନ୍ମ ନେଲେ ବି ଆପଣ ସ୍ପର୍ଶ କରିପାରିବା ସମ୍ଭବ ନୁହଁ?
ଉତ୍ତର- ଏହାର ସଠିକ୍ ଉତ୍ତର ହେଉଛି ଝିଅ ମାନଙ୍କର ମାନ, ଅଭିମାନ, ସଂସ୍କାର ଏବଂ ସମ୍ମାନ। ଏହାକୁ ଦେଖିବା ସମ୍ଭବ କିନ୍ତୁ ସ୍ପର୍ଶ କରିବା ସମ୍ଭବ ନୁହେଁ।
ପ୍ରଶ୍ନ ୫- ନାରୀର ଏହି ଜିନିଷ କୁ କୌଣସି ବୟସର ବ୍ୟକ୍ତି ବିଶେଷ ମାନେ ସ୍ପର୍ଶ କରିପାରିବେ ନାହିଁ।ଏହା ସମ୍ଭବ ଲାଗୁଥିଲେ ମଧ୍ୟ ଅସମ୍ଭବ, ତାହା କଣ ଅଟେ?
ଉତ୍ତର- ଏହା ହେଉଛି ଗୋଟିଏ ଝିଅର ମାନସିକ କଷ୍ଟ, ଦୁଃଖ ବା ଯନ୍ତ୍ରଣା। ଯାହାକୁ ଅନୁଭବ କରି ପାରିଲେ ବି ସ୍ପର୍ଶ କରିବା ସମ୍ଭବ ନୁହଁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।