ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ୧୮ ବର୍ଷରୁ କମ ବୟସର ଯୁବତୀ ମଧ୍ୟ କରିପାରିବେ ବିବାହ ! ସେୟାର କରି ସମସ୍ତଙ୍କୁ ଜଣାଇ ଦିଅନ୍ତୁ… ଏବଂ କମେଣ୍ଟ କରନ୍ତୁ ଏ ନିଷ୍ପତି କେତେ ଦୂର ଠିକ୍ ?
ଆଜି ଆମେ ଆପଣ ମାନଙ୍କୁ ଏପରି ଏକ କଥା ବିଷୟରେ କହିବୁ ଯାହାକୁ ଶୁଣିଲେ ଆପଣ ମାନେ ନିଶ୍ଚିତ ରୂପରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । କାରଣ ଏହିପରି ନିୟମ ବା ଆଇନ ସଂପର୍କରେ ଆପଣ ମାନେ କେବେ ଶୁଣିନଥିବେ କି ଜାଣିନଥିବେ ମାତ୍ର ଏବେକା ସମୟରେ ତାହା ପ୍ରଚଳନ କରାଯାଇଛି , ତେବେ କେଉଁ ମାନଙ୍କ ପାଇଁ ସେହିପରି ଏକ ବଡ ନିଷ୍ପତ୍ତି ହାଇକୋର୍ଟ ନେଇଛନ୍ତି ଆସନ୍ତୁ ଜାଣିବା ସେ ବିଷୟରେ ।
ହାଇକୋର୍ଟଙ୍କର ବଡ ନିଷ୍ପତ୍ତି ଯେଉଁଥିରେ ଉଲ୍ଲେଖ ରହିଛି କି ନାବାଳିକା ମଧ୍ୟ କରିପାରିବେ ବିବାହ । ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଥିବେ ମାତ୍ର କଥାଟି ସତ୍ୟ ଅଟେ ।
ଆପଣ ମାନେ ତ ଜାଣନ୍ତି କି ଆମର ଆଇନ ଅନୁସାରେ କୌଣସି ଝିଅର 18 ବର୍ଷ ନହେବା ପୂର୍ବରୁ ତାହାର ବିବହା ହୋଇପାରିବ ନାହିଁ ଯଦି ଏପରି ହେବ ତେବେ ତାହା ଆଇନ ବିରୋଧରେ ବୋଲି ଘୋଷଣା କରାଯିବ । ଅନେକ ସମୟରେ ଲୋକମାନେ ଏହି ନିୟମକୁ ଉଲ୍ଲଂଘନ କରି ଝିଅ ବିବାହ ସମୟରେ ଧରା ପଡି ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଏପରିକି ଝିଅର ବିବାହ କର୍ଯ୍ୟ ମଧ୍ୟ ବନ୍ଦ ହୋଇଯାଇଛି । ତେବେ ଏପରି ସମୟରେ ଏହି ନିୟମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।
ଏପରି ଏକ ବଡ ନିଷ୍ପତ୍ତି ଗ୍ରହଣ କରିଛନ୍ତି ପଞ୍ଜାବ ଓ ହରିୟାଣା ହାଇକୋର୍ଟ । ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି କି ଯଦି ଜଣେ ମୁସଲିମ ଯୁବତୀ ନିଜର ଯୁବାବସ୍ଥାରେ ପହଁଚି ସାରିଛନ୍ତି ତାହେଲେ ମୁସଲିମ ପର୍ସନାଲ ଲୋ ଆଧାରରେ ବିବାହ ବନ୍ଧନରେ ବାନ୍ଧି ହୋଇପାରିବେ ।
ଅର୍ଥାତ ସେ ଚାହିଁଲେ ଯଦି ତାଙ୍କର 18 ବର୍ଷ ନହୋଇଥିବ ତାହେଲେ ମଧ୍ୟ ସେ ବିବାହ କରିପାରିବେ । ମୋହମ୍ମଡନ ଆଇନର ଅନୁଚ୍ଛେଦ 195 ରେ ଏହି ବ୍ୟବସ୍ଥା ରହିଛି । ଯାହାକୁ ନ୍ୟାୟମୂର୍ତ୍ତି ଅଲକା ସରିନଙ୍କ ଦ୍ୱାରା ଗଠିତ ଖଣ୍ଡପୀଠରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ଏପରି ଏକତ ମାମାଲା ଶୁଣାଣି ଏଥିପାଇଁ ହୋଇଥିଲା କି ଜାନୁଆରୀ 25 ତାରିଖରେ ଏକ ମୁସଲିମ ଦମ୍ପତ୍ତି ହାଇକୋର୍ଟରେ ଏକ ମାମଲା ଅପିଲ କରିଥିଲେ , ଯେଉଁଥିରେ ସେ ନିଜ ପରିବାରଠୁ ସୁରକ୍ଷା ପାଇବା ପାଇଁ ଚାହିଁଥିଲେ ସେତେବେଳେ ତାଙ୍କର ସ୍ୱାମୀଙ୍କର ବୟସ 36 ହୋଇଥିବା ବେଳେ ତାଙ୍କର ବସୟ 17 ହୋଇଥିଲା ।
ଏହି ମାମଲାରେ ତଦାରଖ କରି ଅଳକା ଅନୁଚ୍ଛେଦ 195 ମୁସଲିମ୍ ପର୍ସନାଲ ଲୋ ଆଧାରରେ ବିବାହ ପାଇଁ ଯୋଗ୍ୟତା ବାବଦରେ ବ୍ୟାଖ୍ୟା କରି ଏହି ନିଷ୍ପତ୍ତିର ଶୁଣାଣି କରିଥିଲେ । ୟେଉଁତିରେ ସେ କହିଥିଲେ କି ଜଣେ ମୁସଲିମ ଯୁବତୀ 15 ବର୍ଷ ବୟସ ହେବା ପରେ ଝିଅ ଯୁବାବସ୍ଥାରେ ପହଁଚିଛନ୍ତି ନା ନାହିଁ ଜାଣିହେବ ଏହା ପରେ ସେ ବିବାହ କରିପାରିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।