Health Tips – ସେଓ (Apple) ଖାଇବା ପରେ ଭୁଲରେ ମଧ୍ୟ ଏହି ଜିନିଷ ଖାଆନ୍ତୁ ନାହିଁ, ନଚେତ୍ ଗମ୍ଭୀର ରୋଗରେ ଶିକାର ହୋଇପାରନ୍ତି…..
ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ କଥା ବିଷୟରେ କହିବୁ ଯାହାକୁ ଜାଣିବା ଆପଣ ମାନଙ୍କର ନିତାନ୍ତ ଆବଶ୍ୟକ ଅଟେ । ଦୁନିଆରେ ଅନେକ ପ୍ରକାର ଲୋକମାନେ ରହିଛନ୍ତି ତେବେ ସମସ୍ତଙ୍କର ରୁଚି , ପସନ୍ଦ ଅଲଗା ଅଲଗା ହୋଇଥାଏ । କେତେକ ଲୋକମାନେ ନିରାମିଷାସୀ ହୋଇଥାନ୍ତି କେତେତ ମାଂଶାସୀ । ପ୍ରତ୍ୟେକ ବ୍ୟକ୍ତି ବଞ୍ଚିବା ପାଇଁ ଖାଦ୍ୟ ଗ୍ରହଣ କରିଥାନ୍ତି କାରଣ ଏହା ଦ୍ୱାରା ସେମାନଙ୍କୁ ସମସ୍ତ ପ୍ରକାର ଶକ୍ତି ମିଳିଥାଏ , ଯାହା ଦ୍ୱାକରା ସେମାନେ ସମାଜରେ ଉନ୍ନତି ବା ଅଗ୍ରସର କରିପାରିଥାନ୍ତି ।
ଆଜି ଆମେ ଆପଣ ମାନଙ୍କୁ ସେହିପରି ଗୋଟିଏ କାଇବା ଜିନିଷ ବିଷୟରେ କହିବୁ ଯାହାକୁ ଆପଣ ମାନେ ନିଶ୍ଚିତ ରୂପରେ ସେବନ କରୁତିବେ କାରଣ ତାହା ଆମ ଶରୀର ପାଇଁ ବହୁତ ସାଭ ଦାୟକ ହୋଇଥାଏ ।
ଆଜି ଆପଣ ମାନଙ୍କୁ ଏକ ଫଳ ସମ୍ପର୍କରେ କହିବୁ , ଏହା କହିବୁ କି ସେହି ଫଳ କୁ ଖାଇବା ଦ୍ୱାରା ଆମ ଶରୀର ପାଇଁ ତାହା କେତେ ଲାଭବାନ୍ ଓ କେତେ କ୍ଷତି ହୋଇଥାଏ। ସେଓ ସାଧାରଣତଃ ସବୁ ସିଜିନ୍ ରେ ଖାଇବାକୁ ମିଳିଥାଏ। ଲୋକ ମାନେ ସମସ୍ତେ ପ୍ରାୟତଃ ତାକୁ ଖାଇବା ପାଇଁ ବହୁତ ପସନ୍ଦ କରିଥାନ୍ତି ।
ସେଓ ର ସେବନ ବ୍ୟାକ୍ଟେରିଆ ଓ ଭାଇରସ୍ କୁ ଦୂର କରିଥାଏ ଓ ଆମ ଶରୀର ର ହାଡ କୁ ମଜବୁତ୍ କରିଥାଏ ।ସେଓ ଆମ ଶରୀର ପାଇଁ ବରଦାନ ଭଳି କାମ କରିଥାଏ , ସେଓ ଆମ ଶରୀର ପାଇଁ ବରଦାନ ଭଳି କାମ କରିଥାଏ । ସେଓ ରୁ ମିଳୁଥିବା ଫାଇବର୍ ମୋଟାପା କୁ କମ୍ କରିବାରେ ସହାୟକ ହୋଇଥାଏ,ଯଦି ଆପଣ କବଜ ,କିମ୍ବା ଗ୍ୟାସ୍ ସମସ୍ୟା ରେ ପୀଡିତ ଅଛନ୍ତି ତେବେ ସେଓ ରେ ଥିବା ଫାଇବର୍ ତାହାକୁ କମେଇବାରେ ବହୁ ସହାୟକ ହୋଇଥାଏ ।
ଆଜି ଆମେ ଆପଣ ମାନଙ୍କୁ କହିବୁ କି ସେଓର ସେବନ କରିବା ପରେ ଆପଣ ମାନେ କେଉଁ ସମସ୍ତ ଜିନିଷ ଖାଇବା ଠିକ ନୁହେଁ କାରଣ ଏହା ଆମ ଶରୀର ପ୍ରତି ହାନିକାରକ ହୋଇଥାଏ । ଆସନ୍ତୁ ଜାଣିବା ସେ ବିଷୟରେ ।
1–ପାଣି
ପାଣି ଆମ ଶରୀର ପାଇଁ ବହୁତ ଲାଭ ଦାୟକ ହୋଇଥାଏ , ତେଣୁ ଆମେ ପ୍ରତ୍ୟେକ ସମୟରେ ପାଣି ପିଇବା ଉଚିତ । ମାତ୍ର ଆପମ ମାନେ କେବେବି ସେଓର ସେବନ ପରେ ପାଣି ପିଇବେ ନାହିଁ । କାରଣ ସେଓ ଖାଇବାର ସଙ୍ଗେ ସଙ୍ଗେ ପାଣି ପିଇଲେ ଆପଣଙ୍କ ଯନ୍ତ୍ରଣା ହୋଇଥାଏ। ସେଓ ଖାଇବାର ୩୦ ମିନିଟ୍ ପରେ ପାଣି ପିଅନ୍ତୁ ।
2–ମୂଳା
ସେଓ ଖାଇବା ପରେ ମୂଳାର ସେବନ କରନ୍ତୁ ନାହିଁ ବା ସେଓ ଏବଂ ମୂଳାକୁ ଅଏକା ସଂଙ୍ଗରେ ସେବନ କରନ୍ତୁ ନାହିଁ କାହିଁକିନା ଏପରି କରିବା ଦ୍ୱାରା ଶରୀରରେ ଧଳା ଦାଗର ସମସ୍ୟା ଦେଖା ଦେଇଥାଏ ।
3–କ୍ଷୀର
ସେଓର ସେବନ କରିବା ପରେ ଆପଣ ମାନେ ଭୁଲରେ ମଧ୍ୟ କେବେ କ୍ଷୀରର ସେବନ କରନ୍ତୁ ନାହିଁ । ସେଓ ଖାଇବା ସଙ୍ଗେ ସଂଙ୍ଗେ କ୍ଷୀର ପିଇଲେ ପେଟରେ ଡାନିକ୍ ହୋଇଯାଏ, ଯାହା ଦ୍ୱାରା ଆପଣଙ୍କୁ ଯନ୍ତ୍ରଣା ହୋଇଥାଏ। ସେଓ ଖାଇବାର ଅଧା ଘଣ୍ଟା ପର୍ଯ୍ୟନ୍ତ କ୍ଷୀର ପିଅନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।