Health Tips – ଯାଦୁ, କାଛୁ, କୁଣ୍ଡିଆ ପରି ଚର୍ମରୋଗ କୁ ଭଲ କରିଥାଏ ଏହି ଘରୋଇ ଜିନିଷ 100% ଗ୍ୟାରେଣ୍ଟି

ମଣିଷ ତ୍ଵଚା ଉପରେ ଯାଦୁ,କାଛୁ,କୁଣ୍ଡିଆ ଭଳି ଚର୍ମରୋଗ ଗୁଡ଼ିକ କବକ ନାମକ ବ୍ୟାଧି ଜାତକ ଯୋଗୁଁ ହୋଇଥାଏ ।ଏହି ଭଳି ରୋଗଗୁଡିକ ଯେତେ ଶୀଘ୍ର ବ୍ୟାପି ଥାଏ l ସେତେ ଶୀଘ୍ର ଏହି ରୋଗ ଗୁଡିକ ରୁ ମୁକ୍ତି ମିଳି ପାରିନଥାଏ ।ବହୁ ରାସାୟନିକ ଔଷଧ ମଧ୍ୟ ଏହାକୁ ଭଲ କରି ପାରେ ନାହିଁ ।ବହୁ ଚର୍ମରୋଗ ବିଶେଷଜ୍ଞଂକ ଚକର୍ କାଟି କାଟି ଆମେ ନିଜ ସମୟ ଓ ଟଙ୍କା ନଷ୍ଟ କରିଥାଉ ।

କିନ୍ତୁ ଆମେ ଆଜି ଏକ ପ୍ରାକୃତିକ ଔଷଧ ସମ୍ପର୍କରେ ଆପଣ ମାନଙ୍କୁ ଅବଗତ କରାଇବୁ ।ଏହି ଔଷଧ ପ୍ରୟାଗ ରେ ଆପଣ ମାନେ କିଛି ଦିନ ମଧ୍ୟରେ ହିଁ ପରିବର୍ତ୍ତନ ଦେଖି ପାରିବେ ।

ଶୁଣି ଆଶ୍ଚର୍ଯ୍ୟ ହେଲେ ନା ! ବିଶ୍ୱାସ ନହେଲେ ବି ଏହା ନିରାଟ ସତ୍ୟ ।ଆୟୁର୍ବେଦ ରେ ମଧ୍ୟ ଅନେକ ଉପକାରିତା ସଂପର୍କ ରେ ବର୍ଣ୍ଣନା କରା ଯାଇଛି । ଏହାର ଜିବାଣୁ ଧର୍ମ ଯାଦୁ,କାଛୁ,କୁଣ୍ଡିଆ ରେ ଥିବା ଅଣୁଜୀବ ମାନଙ୍କ ର ବଂଶବୃଦ୍ଧି ରୋକିବା ସଙ୍ଗେ ସଙ୍ଗେ ସେମାନ ଙ୍କୁ ପୁରା ନଷ୍ଟ କରିଥାଏ ।ଚର୍ମରୋଗ ହୋଇଥିବା ସ୍ଥାନ ମାନଙ୍କ ରେ ଏହାର ପ୍ରୟୋଗ ଅତ୍ୟନ୍ତ ଲାଭଦାୟକ ।କିନ୍ତୁ ଏହାର ଦ୍ୱାରା ପ୍ରୟୋଗ ଯାଦୁ,କାଛୁ,କୁଣ୍ଡିଆ ହୋଇ ଥିବା ଜାଗ ଗୁଡିକ ଭଲ ରେ ଅନ୍ୟ ଏକ ମିଶ୍ରଣ ଲଗେଇବାକୁ ପଡେ।

1. ପ୍ରଥମେ ଆପଣ ଏକ ଅରଖ ପତ୍ର କୁ ନେଇ ତାକୁ ଛିଣ୍ଡାଇ ସେଥିରେ ଥିବା କ୍ଷୀର କି ସଂଗ୍ରହ କରନ୍ତୁ । ଏବଂ ଅନ୍ୟ ଏକ ପାତ୍ରରେ ଦୁଇ ଚାମଚ ନିମ୍ବ ତେଲ ନିଅନ୍ତୁ ।ବର୍ତ୍ତମାନ ଏକ ପାତ୍ରରେ ଦୁଇ ଚାମଚ ନିମ୍ବ ତେଲ ସହ ଦୁଇ ଚାମଚ ଅରଖ କ୍ଷୀର କୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏବେ ଯାଦୁ ହୋଇ ଥିବା ସ୍ଥାନ କୁ ଭଲ ଭାବରେ ହାଲକା ଉଷୁମ ପାଣିରେ ଡେଟେଲ ପକାଇ ସଫା କରି ନିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ କରିଥିବା ପେଷ୍ଟ କୁ ଯାଦୁ ,କାଛୁ ଓ କୁଣ୍ଡିଆ ହୋଇ ଥିବା ସ୍ଥାନ ରେ ଲଗାଇ ଦିଅନ୍ତୁ ।

2.ଲଗେଇ ସରିବା ପରେ ଏହାକୁ ୨-୩ ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ମାସାଜ କରି ନିଅନ୍ତୁ ।ଓ ଏହାକୁ ୩-୪ ଛାଡି ଦିଅନ୍ତୁ ।ହଁ ଏହି ପ୍ରସ୍ତୁତି କୁ ରାତି ରେ ଶୋଇବା ପୂର୍ବ ରୁ ବ୍ୟବହାର କରିବା ଉଚିତ ହୋଇଥାଏ । ତେବେ ଏହାକୁ ରାତି ସାରା ସେମିତି ଛାଡି ଦେବା ପରେ ସକାଳେ ଏହାକି ଥଣ୍ଡା ପାଣି ରେ ସଫା କରି ନଅନ୍ତୁ ।ଏହି ପରି ନିୟମିତ ଭାବରେ ୧୫ ଦିନ ପର୍ଯ୍ୟନ୍ତ କରିବା ଦ୍ୱାରା ଆପଣଙ୍କ ର ଯାଦୁ ,କାଛୁ ଓ କୁଣ୍ଡିଆ ପରି ଚର୍ମ ରୋଗ ଭଲ ହୋଇ ଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।