ହେ ପ୍ରଭୁ ! ଦୁଃଖଦ ଘଟଣା, ଇୟରଫୋନ ନେଇଗଲା ଯୁବକଙ୍କ ଜୀବନ, କିଛିଦିନ ତଳେ ହୋଇଥିଲା ବିବାହ…

ଆଜି କାଲି ର ଏହି ଇଣ୍ଟରନେଟ ଯୁଗ ରେ ମୋବାଇଲ ବ୍ୟବହାର ବହୁଳ ମାତ୍ରା ରେ ଦେଖିବା ପାଇଁ ମଲିଥାଏ। କେବଳ ମୋବାଇଲ ନୁହେଁ ମୋବାଇଲ ସହିତ ଇୟର କଡ ର ବ୍ୟବହାର ମଧ୍ୟ ବହୁଳ ମାତ୍ରା ର ଦେଖିବା ପାଇଁ ମିଳିଥାଏ। ଆଜି କାଲି ଯାହା ହାତ ରେ ଦେଖିବ ମୋବାଇଲ ଫୋନ ଆଉ ଯାହା କାନ ରେ ଦେଖିବ ରହିଥିବ ଇୟର କଡ । ତେବେ କଥା ହେବା ପାଇଁ ହେଉ କିମ୍ବା ଗୀତ ଶୁଣିବା ପାଇଁ ହେଉ ଇୟର କଡ ର ବ୍ୟବହାର ପ୍ରାୟ ସମସ୍ତେ ବ୍ୟବହାର କରୁଛନ୍ତି।

ତେବେ ଆଗରୁ ଆପଣ ମାନେ ମୋବାଇଲ ଫୋନ ଦ୍ଵାରା ଅନେକ ଲୋକ ମାନଙ୍କ ର ଜୀବନ ଯିବା କଥା ସୁଣିଥିବେ କିନ୍ତୁ ବର୍ତ୍ତମାନ ଇୟର କଡ ପାଇଁ ମଧ୍ୟ ଜୀବନ ଯାଉଚି। କଥା ଟି ଆପଣ ଙ୍କୁ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଓ ନୂଆ ଲାଗୁଥିବ କିନ୍ତୁ ଏହି ଘଟଣା ଟି ସତ ପ୍ରତିଶତ ଅଟେ।

ଗ୍ରେଟର ନୋଏଡାରୁ ଏମିତି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ତେବେ ସୂଚନା ଅନୁସାରେ ବିଜୁଳି ମାରୁଥିବା ସମୟ ରେ କାନ ରେ ଇୟର କଡ ଦେଇ ଥିଲେ ଆଉ ସେହି ଯୋଗୁଁ ତାଙ୍କର ମୃତୁ ହୋଇଛି ।ତେବେ ଯୁବକ ଜଣଙ୍କ ଙ୍କ ନାମ ଗୌତମ ଅଟେ । ସେ ରବିବାର ସନ୍ଧ୍ୟାରେ  ନିକଟ ରେ ଏକ ସ୍ଥାନ ରେ ବୁଲା ବୁଲି କରୁଥିଲେ ଆଉ ସମୟ ରେ ଖୁବ୍ ଜୋର୍ ବିଜୁଳି ମାରିବା ସହିତ ପ୍ରବଳ ମାତ୍ରା ରେ ବର୍ଷା ହେଉଥିଲା ।

ଗୌତମ ବର୍ଷା ରୁ ରକ୍ଷା ପାଇବା ପାଇଁ ନିକଟ ରେ ଏକ ଚାଳ ଘରେ ରହି ଯାଇଥିଲେ ଆଉ ସେ ସେହି ସମୟରେ ରେ ପକେଟ ରୁ ଇୟାର କଡ ବାହାର କରି ବ୍ୟବହାର କରି ଥିଲେ।ତେବେ ବିଜୁଳି ମାରୁଥିବା ଯୋଗୁ ଇୟର କଡ ଟି ବିସ୍ଫୋରଣ ହୋଇ ଫାଟି ଯାଇଥିଲା ।

ତେବେ ସେହି ବିସ୍ଫୋରଣ ରେ ସେ ସମ୍ପୂର୍ଣ ଜଳି ଯାଇ ଥିଲେ ତେବେ ତାଙ୍କ କାନ ରେ ଇୟର କଡ ମଧ୍ୟ ଥିଲା । ତେବେ ସେହି ପାଖ ରାସ୍ତା ରେ ଯାଉଥିବା ଜଣେ ବ୍ୟକ୍ତି ଗୌତମ କୁ ଦେଖିଥିଲେ ଓ ସେ ଗୌତମ କୁ ଏମିତି ଅବସ୍ଥା ରେ ଦେଖି ସଙ୍ଗେ ସଙ୍ଗେ ପୋଲିସ୍ କୁ ଖବର ଦେଇ ଥିଲେ । ତେବେ ମୃତ୍ୟୁ ବରଣ ଘଟିଥିବା ଗୌତମ ଙ୍କ ର ଏହି ନିକଟ ରେ ହୋଇଥିଲା । ଯେତେବେଳେ ତାଙ୍କ ପତ୍ନୀ ଙ୍କୁ ଏହି ଖବର ମିଳିଲା ସେ ପାଗଳ ପ୍ରାୟ ହୋଇ ଯାଇଛନ୍ତି। ଗୌତମ ଙ୍କ ପରିବାର ଲୋକ ଗୌତମ ଙ୍କ ଏପରି ଅକାଳ ବିୟୋଗ ଲାଗି ସମ୍ପୂର୍ଣ ଭାଙ୍ଗି ପଡିଛନ୍ତି।

ତେବେ ଦେଖୁଛନ୍ତି ତ କିପରି ମୁହୂର୍ତ୍ତକ ମଧ୍ୟରେ ନିଜର ଅସାବଧାନତା ଯୋଗୁଁ ଜୀବନ ଚାଲିଗଲା। ତେଣୁ ଆପଣ କେବେ ମଧ୍ୟ ବିଜୁଳି ମାରୁଥିବା ସମୟ ରେ ମୋବାଇଲ କିମ୍ବା ଇୟର୍ କଡ ର ବ୍ୟବହାର କରନ୍ତୁ ନାହିଁ ଏହା ଜୀବନ ପାଇଁ ବହୁତ୍ ବିପଦ ହୋଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।