ହେ ପ୍ରଭୁ ! ଦେଢ଼ ବର୍ଷର ଶିଶୁପୁତ୍ରର ମୁଣ୍ଡ ଅସ୍ଵାଭିକ ଭାବେ ବଢି ଚାଲୁଛି ଅର୍ଥାଭାବରୁ ଚିକିତ୍ସା ହେଇ ପାରୁନାହିଁ, ଦୟାକରି ବହୁତ ମାତ୍ରରେ ସେୟାର କରନ୍ତୁ….

ତେବେ ସୋସିଆଲ୍ ମିଡିଆରେ ପ୍ରାୟ ପ୍ରତିଦିନ ଏପରି ଅନେକ ପିଲା ଙ୍କ ଫଟୋ ସବୁ ଭାଇରାଲ୍ ହେଉଛି, ଯେଉଁ ପିଲା ମାନେ କି ସାଧାରଣ ପିଲା ମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭାବେ ଅଲଗା। ଦୁନିଆ ରେ ପ୍ରତିଦିନ ହଜାର ହଜାର ଶିଶୁ ଜନ୍ମ ଗ୍ରହଣ କରୁଛନ୍ତି । କିନ୍ତୁ ସମସ୍ତେ ସମାନ ହୋଇ ଜନ୍ମ ଗ୍ରହଣ କରି ନଥାନ୍ତି । ସେମାନଙ୍କ ମଧ୍ୟ ରୁ କିଛି ଶିଶୁ ଙ୍କ ର ହାତ ଭଲ ଭାବରେ ହୋଇ ନଥାଏ ତ କାହାର ଗୋଡ଼ ।।

ଏହି ଭଳି ଶିଶୁ ମାନଙ୍କୁ ଆମେ ଆବନର୍ମାଲ ଶିଶୁ ବୋଲି କହି ଥାଉ । ପ୍ରତିଦିନ ହଜାର ହଜାର ଏହି ପରି ଶିଶୁ ଜନ୍ମ ଗ୍ରହଣ କରି ଥାଆନ୍ତି ଯାହାର ମୁଣ୍ଡ ଶରୀର ଠାରୁ ବଡ଼ ତ କାହାର ହାତ ଗୋଡ଼ ସମାନ ସାଇଜ ର ନୁହଁ ।

ତେବେ ଏମାନଙ୍କ ଅଙ୍ଗ ରେ କିଛି ତ୍ରୁଟି ଦେଖାଯାଏ ଯାହା ଦ୍ଵାରା ସେମାନେ ଚର୍ଚ୍ଚା ର ବିଷୟ ପାଲଟି ଥାଆନ୍ତି । ଏମାନେ ସାଧାରଣ ଶିଶୁ ମାନଙ୍କ ଠାରୁ ଅଲଗା ହୋଇ ଥାଆନ୍ତି ଯାହାକୁ ଦେଖି ସମସ୍ତେ ପ୍ରାୟ ଆଶ୍ଚର୍ଯ୍ୟ ହୋଇ ଥାଆନ୍ତି । ଆମେ ଏମିତି ପିଲା ମାନଙ୍କୁ ପ୍ରାୟତଃ ସୋସିଆଲ ମିଡ଼ିଆ ରେ ଦେଖିବାକୁ ପାଇ ଥାଉ । ତେବେ ଆଜି ମଧ୍ୟ ସେମିତି ଏକ ଶିଶୁ ବିଷୟ ରେ ଜାଣିବା ଯାହାର ଫଟୋ ଏବେ ଇଣ୍ଟରନେଟ ରେ ଭାଇରାଲ ହେବାରେ ଲାଗିଛି । ଯେଉଁ ଶିଶୁ ଟି ବିକଳାଙ୍ଗ ଅଟେ ।

କେନ୍ଦୁଝର ଜିଲ୍ଲା ର ହାଟଡ଼ିବି ବ୍ଲକ ପଢିଆରି ପଲ୍ଲୀ ଗ୍ରାମ ଏମତି ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି। ପଢ଼ିଆରି ପଲ୍ଲୀ ଗ୍ରାମ ରେ ବାସ କରୁ ଥିବା ରମାକାନ୍ତ୍ ପାତ୍ର । ଏକ ଦେଢ଼ ବର୍ଷ ର ଶିଶୁ ପୁତ୍ର ରହିଛି ଯିଏକି ଜନ୍ମ ସମୟ ରେ ସୁସ୍ଥ ଥିଲା,କିନ୍ତୁ ଛୁଆ ଟିର ବୟସ ବଢିବା ସହ ପିଲା ଟି ଶରୀର ରେ ଏକ ମାରାତ୍ମକ ରୋଗ ଦେଖା ଦେଇ ଥିଲା। ଯାହା ଫଳରେ ପିଲା ଟି ର ମୁଣ୍ଡ ଅସ୍ଵାଭାବିକ ଭାବେ ବଢ଼ି ଚାଲିଛି। ଆଉ ମୁଣ୍ଡ ତୁଳନା ରେ ଛୁଆ ଟିର ଶରୀର ପତଳା ଅଟେ ।

ତେବେ ପିଲା ଟିର ବାପା ମା ଗରିବ ଲୋକ ହୋଇ ଥିବାରୁ ପିଲା ଟି ର କଷ୍ଟ ଦେଖିବାକୁ ବାଧ୍ୟ ହେଉଛନ୍ତି । ଛୁଆ ଟିକୁ ଭଲ କରିବା ପାଇଁ ସେମାନଙ୍କ ପାଖରେ ଅର୍ଥ ନାହିଁ । ତେବେ ପିଲା ଟିର ଏହି ଭଳି ଅସହାୟ ଅବସ୍ଥା ଦେଖି ଜୟ ଦୁର୍ଗା ଫଉଣ୍ଡେସନ ର ସଦସ୍ୟ ମାନେ ଆସି ଶୁଭମ କୁ ନେଇ ଡାକ୍ତର ଙ୍କ ପାଖକୁ ନେଇ ଥିଲେ ।

ଆଉ ଡାକ୍ତର ପିଲାଟିକୁ ଦେଖି କହିଲା ପିଲା ର ମୁଣ୍ଡ ରେ ତିୟୁମର ହୋଇଛି ଯାହା ଅପରେସନ ଦ୍ବାରା ଭଲ ହେବ। ତେବେ ଆମେ ଆମ ପୋଷ୍ଟ ଜରିଆ ରେ ଆପଣ ଙ୍କୁ ଅନୁରୋଧ କରୁଛୁ ଯେ ଯଦି ଆପଣ ଙ୍କ ପାଖରେ ପିଲା ଟିକୁ ସାହାର୍ଯ୍ୟ କରିବା ପାଇଁ ସକ୍ଷମ ଥିବ ତେବେ ପିଲା ଟିକୁ ନିଶ୍ଚୟ ସାହାଯ୍ୟ କରନ୍ତୁ। ଆପଣ ଙ୍କ ଛୋଟ ଅନୁଦାନ ଶୁଭମ ର ଜୀବନ ବଞ୍ଚାଇ ପାରେ ।

RAMAKANTA PATRA
Account number :- 36709350580
SBI BANK
IFSC :- SBIN000129

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।