ପୁଣି ଭଗବାନ ଦେଲେ ଶୁଭ ସଂଙ୍କେତ ! ଗରୁଡେଶ୍ବର ମନ୍ଦିରରେ ଉଭାନ ହେଲା ଗରୁଡ ପକ୍ଷୀ ,ଦର୍ଶନ ପାଇଁ ଲାଗିଲା ଭକ୍ତଙ୍କ ଭିଡ । ମନରେ ଭକ୍ତିଥିଲେ ଗୋଟିଏ ଶେୟାର ନିଶ୍ଚିତ କରନ୍ତୁ

ଭାରତ ହେଉଛି ଦେବତାଙ୍କ ଜନ୍ମଭୂମି, ତେଣୁ ଭାରତକୁ ଦେବଭୂମି ମଧ୍ୟ କୁହାଯାଏ । ଏଠାରେ ଅନେକ ଦେବାଦେବୀ ଜନ୍ମ ଗ୍ରହଣ କରିଛନ୍ତି ବୋଲି୍ ଆମ ଶାସ୍ତ୍ର କହୁଛି ଏବଂ ଏଠାରେ ବହୁ ମନ୍ଦିର ମାନ ମଧ୍ୟ ରହିଛି । ଏହାସହିତ ଅନେକ ପାହାଡ ପର୍ବତ ମାନ ରହିଛି, ଯେଉଁଠାରେ କି ଦେବତାମାନେ ତାଙ୍କର ଲୀଳା କରୁଥିଲେ ବୋଲି ଆମ ଇତିହାସ କହୁଛି । ଏଠାରେ ପ୍ରତ୍ୟେକ ଯୁଗରେ ଅନେକ ଦେବତା ଜନ୍ମଗ୍ରହଣ କରିଛନ୍ତି, ସେଥିପାଇଁ ଏଠାରେ ଲକ୍ଷ ଲକ୍ଷ ମନ୍ଦିର ମାନ ରହିଛି ।

ଏହି ଦେବଭୂମି ଭାରତ ବର୍ଷରେ ରହିଛି ଅନେକ ମନ୍ଦିର ଆଉ ମସଜିଦ୍ । ଆମ ଦେଶରେ ସବୁ ପ୍ରକାର ଧର୍ମାବଲମ୍ବୀ ବାସ କରନ୍ତି । ସେଥିମଧ୍ୟରୁ ହିନ୍ଦୁ ଧର୍ମାବଲମ୍ବୀ ଅଧିକ ବସବାସ କରନ୍ତି । ତେଣୁ ହିନ୍ଦୁ ମାନଙ୍କ ମନ୍ଦିର ଭାରତରେ ଚାରିଆଡେ ଦେଖିବାକୁ ମିଳେ ।

ଶାସ୍ତ୍ର ପୁରାଣରେ ମନ୍ଦିରକୁ ଏକ ପବିତ୍ର ଏବଂ ପୂର୍ଣ୍ଣ୍ୟ ସ୍ଥାନ ବୋଲି ବର୍ଣ୍ଣିତ କରାଯାଇଛି । କାରଣ ମନ୍ଦିର ହେଉଛି ଦେବତା ମାନଙ୍କର ବାସସ୍ଥାନ । ତେଣୁ କୁହାଯାଏ ଯେ ମନ୍ଦିର ଗଲେ ଆମର ସମସ୍ତ ପାପ କ୍ଷୟ ହୋଇଥାଏ ଏବଂ ଠାକୁର ଦର୍ଶନ କରିଲେ ଆମର ସମସ୍ତ ବିପଦ ଦୂର ହୋଇଥାଏ ଏବଂ ଆମର ସମସ୍ତ ମନସ୍କାମନା ମଧ୍ୟ ପୂରଣ ହୋଇଥାଏ ।

ତେବେ ଆଜି ଆମେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଫୋଟ ବିଷୟରେ କହିବୁ ଯାହା ଜାଣିବା ପରେ ଆପଣ ପୂରା ଆଶ୍ଚର୍ଯ୍ୟ ହୋଇଯିବେ । କିନ୍ତୁ ଏହି ଘଟଣାଟୁ ଭୂଲ ବୋଲି ଭାବିବେ ନାହିଁ ଏହା ନିରାଟ ସତ୍ୟ ଘଟଣା ।

ଘଟଣା ଅନୁସାରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ ନବିନିପୁର ଗ୍ରାମପଞ୍ଚାୟତ ଗଡନୂଆଗାଁ ଅଞ୍ଚଳରେ ଥିବା ଗରୁଡେଶ୍ବର ମନ୍ଦିରରେ ଏକ ବିରଳ ପକ୍ଷୀ ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ସେହି ବିରଳ ପକ୍ଷୀଟି ଗତ କାଲି ରାତି 4 ଟାରୁ ମନ୍ଦିର ପ୍ରାଙ୍ଗଣରେ ଦେଖିବାକୁ ମିଳିଛିି ।

ଏହାପରେ ସକାଳ ପର ଠାରୁ ବହୂ ଦୂରଦୂରାନ୍ତର ଲୋକମାନେ ଏବଂ ଗ୍ରାମବାସୀଙ୍କର ଭିଡ ହେବା ସହିତ ସମସ୍ତେ ତାହାର ଫୋଟ ଏବଂ ଭିଡିଓ କରୁଛନ୍ତି ,କିନ୍ତୁ ଦୁଃଖର ବିଷୟ ଏହା କି ପକ୍ଷୀଟି ଏପର୍ଯ୍ୟନ୍ତ କିଛି ଖାଦ୍ୟସ୍ପର୍ଶ କରୁନାହିଁ ।

ପକ୍ଷୀଟିକୁ ମନ୍ଦିର ପୂଜାରୀ ଏବଂ ଗ୍ରାମବାସୀ କ୍ଷୀର ଦେିଥିଲେ କିନ୍ତୁ ସେ ତାହାକୁ ତିଳେମାତ୍ର ସ୍ପର୍ଶ କରୁନାହିଁ ,ତେବେ ପକ୍ଷୀଟି କାହାରିକୁ କୌଣସି ପ୍ରକାର କ୍ଷତି ପହଞ୍ଚାଇ ନାହିଁ କିନ୍ତୁ ଯିଏ ତା ପାଖକୁ ଯାଉଚି ସେ ଜୋରରେ ଗର୍ଜନ କରିବାକୁ ଲାଗିଛି ।

ଏହାକୁ ଦେଖିବା ପାଇଁ ମନ୍ଦିରରେ ଭିଡି ଜମିଛି ଏବଂ ଲୋକମାନେ ଏହି ପକ୍ଷୀଟିକୁ ଭଗବାନ ଙ୍କର ରୂପ କିମ୍ବା କୌଣସି ପ୍ରକାର ସୂଚନା ଭାବେ ଗ୍ରହଣ କରି ନେଇଛନ୍ତି । ତେବେ ପକ୍ଷୀ ବିଶେଷଜ୍ଞଙ୍କୁ ଏ ବିୟରେ ସୂଚନା ଦିଆ ଯାଇଛି ସେମାନେ ଆସିଲେ ଏହା ବିଷୟ ରେ ଅଧିକ ଗବଷଣା କରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।