ହେ ଭଗବାନ ! ସବ୍ୟସାଚୀ ଅର୍ଚ୍ଚିତାଙ୍କୁ ବାହା ହେବା ପରେ କେମିତି ଅବସ୍ଥାରେ ଅଛନ୍ତି ପ୍ରଥମ ସ୍ତ୍ରୀ ସୀମା ? ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ…

ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ୍ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି ସବ୍ୟ ଅର୍ଚ୍ଚିତା ଙ୍କ ବାହାଘର। ରିଲ ଲାଇଫ ରେ ଲୋକ ମାନଙ୍କ ର ସବୁଠୁ ପ୍ରିୟ ଯୋଡ଼ି ଆଜି ରିଅଲ ଲାଇଫ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ତେବେ ଏହି ଚର୍ଚ୍ଚିତ ଯୋଡ଼ି ସବ୍ୟସାଚୀ ଓ ଅର୍ଚ୍ଚିତା ବର୍ତ୍ତମାନ ମିଡ଼ିଆ ର ଲାଇମ ଲାଇଟ୍ ପାଲଟି ଯାଇଛନ୍ତି । ଅଲିଉଡ ର ଏହି ପ୍ରିୟ ଯୋଡ଼ି ବର୍ତ୍ତମାନ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ସବ୍ୟ ଅର୍ଚ୍ଚିତା ଙ୍କ ବିବାହ ପରେ ଅଧିକ ଚର୍ଚ୍ଚା ହେଉଛି ସବ୍ୟସାଚୀ ଙ୍କ ପ୍ରଥମ ବିବାହ ବିଷୟ ରେ ।

ଅର୍ଚ୍ଚିତା କୁ ବିବାହ କରିବା ପୂର୍ବରୁ ସବ୍ୟ ବିବାହ କରିଥିଲେ ଓ ଅର୍ଚ୍ଚିତା ଙ୍କୁ ସେ ଦ୍ଵିତୀୟ ବିବାହ କରିଛନ୍ତି। ତେବେ ବର୍ତ୍ତମାନ ସବ୍ୟ ଅର୍ଚ୍ଚିତା ଙ୍କ ବିବାହ ପରେ ପ୍ରଶ୍ନ ଉଠୁଛି ଯେ ସବ୍ୟ ଙ୍କ ପ୍ରଥମ ପତ୍ନୀ ବିଷୟ ରେ । ସେ ଏବେ କେଉଁଠି ଅଛନ୍ତି । ତେବେ କାହାକୁ ବିବାହ କରିଥିଲେ ସବ୍ୟ ଓ କେଉଁଠି ବର୍ତ୍ତମାନ ଅଛନ୍ତି ଏହି ବିଷୟ ରେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ।

ତେବେ ସବ୍ୟ ଅର୍ଚ୍ଚିତା ରାଜସ୍ଥାନ ରେ ଏକ ବିଳାସପୂର୍ଣ୍ଣ ଅବସ୍ଥା ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ସେମାନେ ବହୁତ୍ ଘାତ ପ୍ରତଘାତ , ଆଲୋଚନା ଓ ସମାଲୋଚନା ପରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ସବ୍ୟ ଅର୍ଚ୍ଚିତା । କାହିଁକି ନା ସବ୍ୟ ଦ୍ଵିତୀୟ ଥର ପାଇଁ ଅର୍ଚ୍ଚିତା କୁ ବିବାହ କରିଥିଲେ ।ତେବେ ସବ୍ୟସାଚୀ ପୂର୍ବରୁ ବିବାହ କରିଥିଲେ କୌଣସି ବ୍ୟକ୍ତିଗତ କାରଣ ଥିବାରୁ ସେ ଛାଡ଼ପତ୍ର ଦେଇଥିଲେ।

ସେ ୨୦୦୮ ମସିହା ରେ ନିଜର ସହପାଠୀ ଝିଅ ସୀମା ଙ୍କୁ ବିବାହ କରିଥିଲେ । ଏକ ଘରୋଇ ଇଞ୍ଜନିୟରିଂ କଲେଜ୍ ରେ ପାଠ ପଢିବା ସମୟ ରେ ସବ୍ୟ ଓ ସୀମା ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଓ ଉଭୟ ବିବାହ କରିବା ପାଇଁ ମନ ବଳାଇ ଥିଲେ । ଏହା ପରେ ୨୦୦୮ ମସିହା ରେ ଦୁହେଁ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । କିନ୍ତୁ ତାଙ୍କର ଏହି ସମ୍ପର୍କ ବେଶୀ ଦିନ ଯାଏଁ ରହି ପାରି ନଥିଲା । କୌଣସି ବିବାଦ କାରଣରୁ ଉଭୟ ଉଭୟ ଙ୍କୁ ୨୦୧୫ ମସିହା ରେ ଛାଡପତ୍ର ଦେଇଥିଲେ ।

ବର୍ତ୍ତମାନ ସବ୍ୟସାଚୀ ନିଜ ବୈବାହିକ ଜୀବନ ଆଉ ଥରେ ନୂଆ କରି ଆରମ୍ଭ କରିଛନ୍ତି ଅଲିଉଡ ନାୟିକା ଅର୍ଚ୍ଚିତା ଙ୍କ ସହିତ । ସବ୍ୟ ଅର୍ଚ୍ଚିତା ରାଜସ୍ଥାନ ରେ ଏକ ରୟାଲ ୱେଡ଼ିଂ କରିଛନ୍ତି । ବର୍ତ୍ତମାନ ର ସବୁଠୁ ଚର୍ଚ୍ଚିତ ପ୍ରଶ୍ନ ସବ୍ୟ ଙ୍କ ପ୍ରଥମ ପତ୍ନୀ ସୀମା କେଉଁଠି ଅଛନ୍ତି। ତେବେ ତାଙ୍କ ପ୍ରଥମ ପତ୍ନି ବିଷୟ ରେ କାହାରିକୁ କୌଣସି ପ୍ରକାର ସୂଚନା ମିଳି ପାରିନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।