ହେ ଭଗବାନ ! କମେଡି କୁଇନ ଭାରତୀ ସିଂ ଗଲେ ଜେଲ, କରିଥିଲେ ଏମିତି କୁକର୍ମ ଜାଣିଲେ ଆପଣ ବି କରିବେ ଛିଃ ଛିଃ…..
ଆପଣ ମାନେ ଜାଣିଛନ୍ତି ଯେ ଭାରତ ର ଫିଲ୍ମ ଇଣ୍ଡଷ୍ଟ୍ରି ରେ ଯେତେ ସବୁ କମେଡିଆନ ଅଛନ୍ତି l ସେମାନଙ୍କ ମଧ୍ୟ୍ୟ ରୁ ଭାରତୀ ସିଂ ଅନ୍ୟ ତମ l ଯେ କିଛି କେବଳ କମେଡି ଜଗତ ରେ ନୁହେଁ ସେ ମଧ୍ୟ ଅନେକ ଫିଲ୍ମ ରେ ମଧ୍ୟ ଜଗତରେ ଯିଏକି ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି l
ଏହି ସୁନାମ ଧନ୍ୟ ଅଭିନେତ୍ରୀ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବଚିଆ ଙ୍କର ବହୁତ ପ୍ରଶଂସକ ଅଛନ୍ତି l ଯେଇଁ ମାନେ ଭାରତୀ ଙ୍କର କମେଡି କୁ ଫଲୋ କରୁଛନ୍ତି l
ମୁମ୍ବାଇ ର ସୁ ପରିଚିତ କମେଡିଆନ୍ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆ ଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (NCB) ଘରୁ ଉଠାଇ ନେଇ ଥିବା ବୋଲି ଏବେ ସୋସିଆଲ ମେଡ଼ିଆ ରେ ଭାଇରଲ ହୋଇଛି l ତେଣୁ ସମସ୍ତ ଙ୍କୁ ପଚରା ଉଚରା ପରେ ଜଣା ପଡିଛି ଯେ ତାଙ୍କୁ କୌଣସି କାରଣ ପାଇଁ ସେମାନ ଙ୍କୁ ଏନ୍ସିବି ଅଫିସ୍ ନିଆ ଯାଇ ଥିବା ଜଣା ପଡ଼ିଛି।
ମିଳିଥିବା ସୂଚନା ଅନୁସାରେ କମେଡିଆନ ଭାରତୀ ତାଙ୍କର ପ୍ରାଇଭେଟ୍ ଗାଡ଼ି ରେ ଓ ହର୍ଷ ଏନ୍ସିବି ଅଧିକାରୀଙ୍କ ସହ ଗାଡ଼ି ରେ ଏନ୍ସିବି ଅଫିସ ଯାଇ ଛନ୍ତି।ଏବେ ଜଣା ପଡିଛି ଯେ ଆଜି ସକାଳ ୭ ଟାରେ ଏନ୍ସିବି ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷ ଙ୍କ ମୁମ୍ବାଇ ରେ ଥିବା ଫ୍ଲାଟ୍ ରେ ସେ ଯାଇ ଉପସ୍ଥିତ କରି ଥିଲା।
ରେଡ୍ ସମୟ ରେ ଫୋନ୍, ଲାପ୍ଟପ୍ ଓ କିଛି HardDisk ଜବତ କରା ଯାଇଛି ବୋଲି ସୋସିଆଲ ମେଡ଼ିଆ ରେ ଜଣା ପଡିଛନ୍ତି । ଏଗୁଡିକ ମିଳିବା ସହିତ ଏହା ସହ ତାଙ୍କ ଘରୁ ଗଞ୍ଜେଇ ଓ ଅନେକ ଜିନିଷ ମଧ୍ୟ ଜବତ ହୋଇ ଥିଲା । ସେହି କାରଣ ରୁ ସେ ଓ ତାଙ୍କ ସ୍ୱାମୀ ଗିରଫ ହୋଇ ଛନ୍ତି ବୋଲି ସୂଚନା ମିଳିଛି l
ଏହି ଘଟଣା ର ଅନେକ ତଦାରଖ କରା ଯାଉ ଥିଲା l ଏହି ଘଟଣା ଏବେ ଅନେକ ପ୍ରକାର କଥା ସବୁ ଆଡେ ଭାଇରଲ ହୋଇଛି l ଏହି ଘଟଣା ରୁ ଜଣା ପଡିଛି ଗତ କାଲି ଅନ୍ଧେରୀ ରୁ ଜଣେ ଡ୍ରଗ୍ସ ବେପାରୀ ଙ୍କୁ ଏନ୍ସିବି ଗିରଫ କରା ଯାଇଛି l ଏହି ଘଟଣା ସବୁ କରି ସାରିବା ପରେ ସେମାନ ଙ୍କୁ ଅନେକ ପ୍ରକାର ଜେରା କରା ଯାଇ ଥିଲା l
ସେହି ସମୟ ରେ ସେ ଦୋଷୀ ମାନେ କମେଡିଆନ ଭାରତୀ ଓ ହର୍ଷ ଙ୍କ ନାମ କୁ ସେମାନେ ସାମ୍ନା କୁ ଆସି ଥିଲା ବୋଲି ସୂଚନା ମିଳିଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।