Breaking News – ହେ ଭଗବାନ ! ଏହି ମାରାତ୍ମକ ରୋଗରେ ପୀଡିତ ହେଲେ ବଲିଉଡ୍ ଅଭିନେତା ସଲମାନ ଖାନ୍, ରୋଗର ନାମ ଶୁଣିଲେ ଆପଣ ଙ୍କ ପାଦ ତଳୁ ମାଟି ଖସିଯିବ…

ବଲିଉଡ୍ ର ସୁପର ଷ୍ଟାର୍ ସଲମାନ୍ ଖାନ୍ ଭାରତ ରେ କିଏ ଅବା ନ ଜାଣନ୍ତି । ବଲିଉଡ୍ ରେ ସେ ଅନେକ ଚଳଚ୍ଚିତ୍ର ରେ କାମ କରି କୋଟି କୋଟି ଲୋକ ମାନଙ୍କ ହୃଦୟରେ ନିଜର ଏକ ଅଲଗା ପ୍ରକାର ସ୍ଥାନ ଅଧିକାର କରିଛନ୍ତି ।ବଲିଉଡର ଦବାଙ୍ଗ ଖାନ ସୁପରହିଟ ଷ୍ଟାର ସଲମାନ ଖାନ ବର୍ତ୍ତମାନ ତାଙ୍କର ଆଗକୁ ଆସୁଥିବା ନୂଆ ଫିଲ୍ମ୍ ଟିୟୁବ ଲାଇଟ୍ ର ସୁଟିଂ ରେ ବ୍ୟସ୍ତ ଅଛନ୍ତି। ଆଉ ଏହି ସୁଟିଂ ସମୟ ରେ ସଲମାନ୍ ଖାନ୍ ନିଜ ଅସୁସ୍ଥତା ବିଷୟ ରେ ପ୍ରକାଶ କରିଛନ୍ତି ।

ତେବେ ପ୍ରାୟତଃ ଦେଖା ଯାଏ ଯେ ସଲମାନ ଖାନଙ୍କ ଜୀବନରେ କୌଣସି ବି କଥା ଲୁଚି ରୁହେ ନାହିଁ ଆଉ ନିଜ ଫ୍ୟାନ ମାନକ ସାମ୍ନା ରେ ସେ ସର୍ବଦା ଏକ ଖୋଲା ପୁସ୍ତକ ପରି ରହି ଥାଆନ୍ତି ।

ଅଧିକାଂଶ ସମୟ ବଲିଉଡ୍ ଭାଇଜନ୍ ତାଙ୍କ ଅଭିନୟ ବ୍ୟତୀତ ଅନ୍ୟ ବିଷୟ ରେ ବହୁତ୍ ପ୍ରକାର ଚର୍ଚ୍ଚା ର ଶିକାର ହୋଇଥା’ନ୍ତି । ତେବେ ବର୍ତ୍ତମାନ ସମୟ ରେ ସଲମାନ୍ ଖାନ୍ ଙ୍କ ବିଷୟ ରେ ଏକ ନିୟୁଜ ଭାଇରାଲ ହେବାରେ ଲାଗିଛି ଯେ ବଲିଉଡ୍ ର ବଲିଉଡର ଦବାଙ୍ଗ ଖାନ ସୁପରହିଟ ଷ୍ଟାର ସଲମାନ ଖାନଙ୍କ ଅସୁସ୍ଥତା ବିଷୟ ରେ । ତେବେ କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା ;

ଅଭିନୟ ଜଗତ ମାନେ ଗ୍ଲାମର ଦୁନିଆ। ଫିଲ୍ମ୍ ରେ ଅଭିନୟ କରିବା ପାଇଁ ଅଭିନେତା ଅଭିନେତ୍ରୀ ମାନେ ବିଭିନ୍ନ ପ୍ରକାର ମେକ ଅପ୍ ନିଜ ଥାଆନ୍ତି । ବେଳେ ବେଳେ ଆମେ ଦେଖି ଥାଉ ଯେ ଫିଲ୍ମ୍ ରେ ଅଭିନେତା ଓ ଅଭିନେତ୍ରୀ ମାନଙ୍କୁ ମିଳି ଥିବା ଚରିତ୍ର ହିସାବ ରେ ସେମାନେ ମେକ ଅପ୍ ନେଇ ଥାଆନ୍ତି। ଏହି ମେକ ଅପ୍ ସାମଗ୍ରୀ ସବୁ ବହୁତ୍ ପ୍ରକାର କେମିକାଲ ପଦାର୍ଥ ଦ୍ଵାରା ତିଆରି ହୋଇ ଥାଏ । ଯାହାର ଅନେକ ପ୍ରକାର ସାଇଡ ପ୍ରଭାବ ଆମ ସ୍କିନ ଉପରେ ପଡ଼ିଥାଏ। ତେବେ ଏହି କେମିକାଲ ପଦାର୍ଥ ର ସାଇଡ ପ୍ରଭାବ ସଲମାନ୍ ଖାନ୍ ଙ୍କ ଉପରେ ପଡିଛି ।

ଯାହା ଫଳରେ ତାଙ୍କ ମୁହଁ ରେ ଏକ ପ୍ରକାର ବିକୃତ ରୋଗ ହୋଇଛି ଯେଉଁ ରୋଗ ବିଷୟ ରେ ସେ ନିଜ ପ୍ରଶଂସକ ମାନଙ୍କୁ ଜଣାଇ ଅଛନ୍ତି ସେ କହିଛନ୍ତି ଯେ ମୋର ମୁଖର ବିକୃତି ରୋଗ ଅଛି। ତାଙ୍କ କହିବାନୁସାରେ, ଯଦି କେହି ମୋ ଚର୍ମକୁ ସ୍ପର୍ଶ କରେ, ତେବେ ମୋର ଅସହ୍ୟ ଯନ୍ତ୍ରଣା ହୁଏ, ଏବଂ ଏହି ଯନ୍ତ୍ରଣା ଏତେ ଯେ ମୁଁ ଅନୁଭବ କରେ ଯେ ମୁଁ ଆତ୍ମହତ୍ୟା କରି ପାରିବି ।

ତେବେ ସୂଚନା ଅନୁସାରେ ବଲିଉଡ୍ ର ଭାଇଯାନ ଏବେ ତାଙ୍କର ନୂତନ ଚଳଚ୍ଚିତ୍ର ଟ୍ୟୁବଲାଇଟ୍ ର ଗୀତର ଅଡିଓ ପାଇଁ ଦୁବାଇରେ ଥିଲେ । ସୂଚନା ଅନୁସାରେ ତାଙ୍କ ଗୀତର ଅଡିଓ ଦୁବାଇ ରେ ହିଁ ରିଲିଜ ହେବାକୁ ଯାଉଛି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।