ହେ ଭଗବାନ ଆଶ୍ଚର୍ଯ୍ୟ ! ପ୍ରଜାପତି ପିଠିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୃସିଂହ ଅବତାର, ଦେଖିବାକୁ ଲୋକଙ୍କ ଭିଡ । ପ୍ରଭୁ ଜଗନ୍ନାଥ ଙ୍କ ପାଇଁ ପୋଷ୍ଟ ଟିକୁ ଅଧିକରୁ ଅଧିକ ଶେୟର କରନ୍ତୁ…..

ବିଶ୍ଵରେ ଦେଖିବାକୁ ଗଲେ ସବୁ ଦେଶ ଭିତରେ ଆମ ଦେଶ ଯେ କି ଆଧ୍ୟାତ୍ମିକ ଚିନ୍ତାଧାରା ବେଶି ଲୋକ ଥାଆନ୍ତି ଏବଂ ଭଗବାନଙ୍କୁ ବିଶ୍ୱାସ କରନ୍ତି। କାରଣ ଅନ୍ୟ ଦେଶ ଅପେକ୍ଷା ଆମ ଦେଶରେ ଅଧିକାଂଶ ଲୋକ ଭଗବାନଙ୍କୁ ପୂଜା କରନ୍ତି। ଏ ଦୁନିଆରେ ବହୁତ ପ୍ରକାର ଘଟଣା ଘଟିଥାଏ, କିନ୍ତୁ ବେଳେବେଳେ ଏମିତି ଘଟଣା ଘଟେ ଯାହାକୁ ସମସ୍ତେ କୁହନ୍ତି ସେ ଭଗବାନଙ୍କ ଲୀଳା । ଏହି ଲୀଳା ରହସ୍ୟମୟ ହୋଇଥାଏ। ଏହି ଭଳି ଘଟଣା ଆମ ଦେଶରେ ଦେଖିବାକୁ ମିଳେ।

ଭଗବାନଙ୍କ ଲୀଳା ଏମିତି ରହିଛି ସବୁବେଳେ । ଅନ୍ୟ ଦେଶ ଅପେକ୍ଷା ଆମ ଦେଶରେ ଗୋଟିଏ ସ୍ୱତନ୍ତ୍ରତା ପରିଲେଖିତ ହୁଏ। ତେବେ ଆମ ଦେଶରେ ରହସ୍ୟମୟ ଘଟଣାରେ ଭରି ରହିଛି,ଆଉ ମଧ୍ୟ ଭଗବାନଙ୍କ ଉପରେ ବି ଲୋକଙ୍କ ବହୁତ ବିଶ୍ୱାସ ରହିଛି ଏବଂ ଏମିତି ଅଜବ ଘଟଣା ମଧ୍ୟ ଦେଖିବାକୁ ମିଳିଛି। ଯାହାକୁ ଆପଣ ଜାଣିଲେ ବିଶ୍ୱାସ କରିବେ ନାହିଁ। ତେବେ ଆସନ୍ତୁ ସେ ଘଟଣା ବିଷୟରେ ଜାଣିବା ।

ରହସ୍ୟମୟ ଘଟଣାଟି ଆମ ଓଡ଼ିଶାର ଗଂଜାମ ଜିଲ୍ଲାର ଛତ୍ରପୁର ନିକଟରେ । ତେବେ ଏହି ଘଟଣାଟି ବହୁତ ରହସ୍ୟମୟ। ଛତ୍ରପୁର ଠାରେ ଏକ ଭିନ୍ନ ପ୍ରଜାତିର ପ୍ରଜାପତି ଦେଖିବାକୁ ମିଲଥିଲା । ଏହା ଛତ୍ରପୁର ର ଏନଏସି ରେ ଭାସ୍କରରାଓପେଟା ସାହିରେ ଗୋଟିଏ ଲୋକର ଘରେ ତାର ଦେଖିବାକୁ ମିଳିଥିଲା। କିଛି ଦିନ ତଳେ ସେହି ଅଂଚଳର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କ୍ରୀଡା ଶିକ୍ଷକ କୃତିବାସ ନାୟକ ଙ୍କ ଘରେ ଉଡୁଥିବାର ଦେଖିବାକୁ ମିଳିଥିଲା।

ସେ ଦେଖିକି ଆଶ୍ଚର୍ଯ୍ୟ ହୋଇଗଲେ, ଆଉ ତାକୁ ଯଦି ଉଡେଇଲେ ମଧ୍ୟ ସେ ଗଲା ନାହିଁ। ତାପରେ ସେ କିଛି ଦିନ ପରେ ଅର୍ଥାତ ସୋମବାର ଦିନ ସକାଳେ କୃତିଦାସଙ୍କ ଗୋଡ ତଳେ ବସିଲା। ତା ପରେ ତାକୁ ଆଣିକି ଦେଖିଲେ ଯେ ସେ ପ୍ରଜାପତିର ପିଠିରେ ଭଗବାନ ଶ୍ରୀ ଜଗନ୍ନାଥଙ୍କ ନୃସିଂହ ଅବତାର ରହିଥିଲା। ଏହାକୁ ଦେଖିଲା ପରେ ତାଙ୍କ ଘର ଲୋକଙ୍କୁ ଦେଖେଇଲେ , ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ଦେଖିଲାପରେ।

ସେମାନେ ତାକୁ ରଖି ଧୂପ ଦୀପ ଦେଇ ପୂଜା ମଧ୍ୟ କରେଇଲେ ଏବଂ ତାଙ୍କ ପାଖରେ ମଧ୍ୟ ନଡ଼ିଆ ଫଟେଇଲେ। ଆଉ ଭଗବାନ ବୋଲି ତାକୁ ମନେ କରିଲେ ଏବଂ ଭାବିଲେ ଭଗବାନ ଙ୍କ ଲୀଳା।ସେ ପ୍ରଜାପତି ବିଷୟରେ ଜାଣିଲାପରେ ଘର ପାଖ ଲୋକ ମାନେ ଦେଖିବାକୁ ଆସିଲେ ଏବଂ ଦେଖିକି ଆଶ୍ଚର୍ଯ୍ୟ ହୋଇଗଲେ । ପରେ ଧୀରେ ଧୀରେ ଏହାର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଲା । ଏହାକୁ ଯେ ବି ଦେଖୁଛି ଆଶ୍ଚର୍ଯ୍ୟ ହୋଇଯିବ ଅର୍ଥାତ କେହି ବି ଏମିତି ଦେଖି ନାହାନ୍ତି। ତେବେ ଏହି ଭଳି ଘଟଣାକୁ ଭଗବାନଙ୍କ ଲୀଳା ବୋଲି କହିପାରିବା।

ଏହିଭଳି ଲୀଳା ଭଗବାନଙ୍କ କୃପା ହେଲେ ମିଳେ। ଦୁନିଆରେ ଏହି ଭଳି ରହସ୍ୟ ବହୁତ କମ । ଏହି ଘଟଣାକୁ ଆମ ଭାରତରେ ଆଗରୁ ବି ହୋଇସାରିଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।