ହେ ଭଗବାନ ! ପୁଣି ବଲିଉଡ୍ ଦୁନିଆରୁ ଆସିଲା ଦୁଃଖଦ ଖବର , ଏହି ପ୍ରସିଦ୍ଧ କମବୟଷ୍କ ଅଭିନେତାଙ୍କର ପରଲୋକ ! ଚାରିଆଡେ ଖେଳିଗଲା ଶୋକରଛାୟା……

ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ହିଁ ବଡ କଥା ବିଷୟରେ କହିବୁ ଯାହାକୁ ଶୁଣିଲେ ଆପଣ ମାନେ ନିଶ୍ଚିତ ରୂପରେ ଆଶ୍ଚର୍ଯ୍ୟ ହୋଇଯିବେ । ଆଜି ଆମେ ଆପଣ ମାନଙ୍କୁ ଜଣେ କଳାକାରଙ୍କର ମୃତ୍ୟୁ ଖବର ବିଷୟରେ କହିବୁ , ଯିଏ କି ହୁଏତ ଆପଣଙ୍କର ବହୁତ ପ୍ରିୟ ହୋଇଥିବେ । ଆପଣ ମାନେ ତ ଜାଣିଛନ୍ତି କି 2020 ମସିହାରେ କରୋନା ଯେପରି ଅନେକ ଲୋକଙ୍କ ଜୀବନ ନେଇଥିଲା ସେହିପରି ଅନେକ କଳାକାର ମାନେ ମଧ୍ୟ ସେହି 2020 ମସିହାରେ ବହୁତ ଦୁର୍ଘଟଣା ବା କୌଣସି ରୋଗରେ ଆକ୍ରାନ୍ତ ହୋଇ ବା ଆତ୍ମହତ୍ୟା କରି ନିଜର ପ୍ରାଣ ତ୍ୟାଗ କରିଛନ୍ତି ।

ତେବେ ସେହି ସମୟରେ ବା ସେହି ସମୟଟି କଳାକାର ଜଗତ ପାଇଁ ଏକ ଅଶୁଭ ସମୟ ବୋଲି କୁହାଯାଉଥିଲା । କାରଣ ଅନେକ ନାମୀ ଦାମୀ କଳାକାର ମାନେ ନିଜର ପ୍ରାଣ ତ୍ୟାଗ କରିଥିଲେ ଏବଂ ସେପରି କଳାକାରଙ୍କୁ ହରାଇ କଳାକାର ଜଗତ ମଧ୍ୟ ବହୁତ ଶୋକ ପ୍ରକାଶ କରୁଥିଲା ।

ଆଜି ଆମେ ଆପଣ ମାନଙ୍କୁ ସେମିତି ଜଣେ କଳାକାରଙ୍କ ବିଷୟରେ କହିବୁ ଯାହାଙ୍କର ଯିଏ କି ଦୁର୍ଘଟଣାରେ ନିଜର ପ୍ରାଣ ତ୍ୟାଗ କରିଛନ୍ତି । ଆମେ ଆପଣ ମାନଙ୍କୁ ଯାହାଙ୍କର କଥା କହୁଛୁ ସେ ହେଉଛନ୍ତି ପଞ୍ଜାବର ନାମୀ ଦାମୀ ସିଙ୍ଗର ଦିଲଜାନ , ଯାହାଙ୍କର ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ।

ସଂଙ୍ଗିତ ଜଗତ ପ୍ରତି ଏହା ସବୁଠୁ ବଡ ଦୁଃଖର ଖବର ଅଟେ । ଦିଲଜାନଙ୍କର ବୟସ ମାତ୍ର 31 ବର୍ଷ ହୋଇଥିଲା ତେବେ ଏତେ କମ ବୟସରେ ତାଙ୍କର ଏପରି ଏକ ଦୁର୍ଘଟଣାରେ ତାଙ୍କର ପରିବାର ଏବଂ ପତ୍ନୀ ବହୁତ ହିଁ ଭାଙ୍ଗିପଡିଛନ୍ତି ଯାହାକୁ ଆମେ ମାନେ କେବେବି ଭାଷାରେ କହିପାରିବା ନାହିଁ । କାରଣ ଯେଉଁ ସମୟରେ ହସଖୁସି ସାଂସାରିକ ଜୀବନ ବିତାଇବା କଥା ସେହି ସମୟରେ ଏପରି ଏକ ମର୍ମଦୁନ୍ତ ଦୁର୍ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି ।

ଦିଲଜାନ ସେହି ଦିନ ଅମୃତସରରୁ କରତାରପୁରକୁ ଯାଉଥିଲେ ସେ ଯେଉଁ କାରରେ ଯାତ୍ରା କରୁଥିଲେ ସେହି କାରର ସ୍ପିଡ ବହୁତ ଜୋରର ଥିଲା ଯେଉଁଥିପାଇଁ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକକୁ ସେହି କାର ଧକ୍କା ଦେଇଥିଲା । ତେବେ ସୂଚନା ମୁତାବକ ଟ୍ରକ ଏବଂ କାର ମୁହାଁମୁହିଁ ଧକ୍କା ହେବା ପରେ ସେଠାରେ ସ୍ଥାନୀୟ ଲୋକମାନେ ଦିଲଜାନଙ୍କୁ ହସ୍ପିଟାଲ ନେଇଯାଇଥିଲେ ମାତ୍ର ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଦିଲଜିତଙ୍କର ପତ୍ନୀ ଏବଂ ପିଲା ମଧ୍ୟ ଅଛନ୍ତି , ଦିଲଜିତଙ୍କର ମୃତ୍ୟୁ ସମୟରେ ତାଙ୍କର ପତ୍ନୀ ଏବଂ ପିଲା କାନାଡାରେ ରହିଥିଲେ । ତେବେ ତାଙ୍କର ଏପରି ମୃତ୍ୟୁ ପାଇଁ ସଂଙ୍ଗିତ ଜଗତ ବହୁତ ଶୋକ ପ୍ରକାଶ କରିଛନ୍ତି ତେବେ କିପରି ତାଙ୍କର ଆତ୍ମାକୁ ଶାନ୍ତି ମିଳିବ ଏଥିପାଇଁ ଆମେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ଦରକାର ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।