New Twist – ନବ ଦାସଙ୍କୁ ହତ୍ୟା କରିବା ୩୦ ସେକେଣ୍ଡ ପୂର୍ବରୁ ଏହା କରୁଥିଲା ଗୋପାଳ…ଦେଖନ୍ତୁ VIRAL ଭିଡ଼ିଓ ଟିକୁ…

ଆପଣ ତ ଜାଣିଛନ୍ତି ବେସ କିଛି ଦିନ ହେଲା କେବଳ ଗୋପାଳ ଦାସ ଙ୍କର ମନ୍ତ୍ରୀ ଙ୍କ ହତ୍ୟାକାଣ୍ଡ କୁ ନେଇ ଖବର କିପରି ଚର୍ଚ୍ଚାର ବିଷୟ ପାଲଟିଛି | ମନ୍ତ୍ରୀ ନବ ଦାସ ଙ୍କର ହତ୍ୟା କୁ ନେଇ ପୂର୍ବରୁ କିଛି ଭିଡ଼ିଓ ଦେଖିବାକୁ ମିଳି ନଥିଲା କିନ୍ତୁ ବର୍ତ୍ତମାନ ସମୟରେ ଗୋପାଳ ଦାସ ହିଁ ମନ୍ତ୍ରୀ ନବ ଦାସ ଙ୍କୁ ମାରିଛି

ବୋଲି ଭିଡ଼ିଓ ରେ ସ୍ପଷ୍ଟ ଦେଖିବା ପାଇଁ ମିଳୁଛି | କେମିତି ଥିଲା ହତ୍ୟା ପୂର୍ବର 30 ସେକେଣ୍ଡ ଗୋପାଳ କେମିତି ଆସିଲା ଆଉ କେମିତି ନବ ଦାସ ଙ୍କୁ ମାରିଲା ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |

ହତ୍ୟା ପୂର୍ବର ଭିଡ଼ିଓ କିଛି ଏମିତି ଥିଲା ଯାହାକି ଏହି ଭିଡ଼ିଓ ରେ ଜଳଜଳ ହୋଇ ଦେଖା ଯାଉଛି | ମନ୍ତ୍ରୀ ନବ ଦାସ ଙ୍କୁ ଆସିବାକୁ ନେଇ ପୁରା ଗହଳି ହୋଇ ଥିଲା ଝାରସୁଗୁଡା ର ଗାନ୍ଧୀ ଛକ ଯେଉଁଥିରେ କର୍ମୀ ମାନେ ନବ ଦାସ ଙ୍କୁ ଅପେକ୍ଷା କରି ରହି ଥିଲେ |

ଗୋପାଳ ବି ନବ ଦାସ ଙ୍କୁ ଦେଖିବାକୁ ତାର ପ୍ଲାନ ମୁତାବକ ଛିଡା ହୋଇ ରହିଥିଲା ଯାହାକି ଏହି ଭିଡ଼ିଓ ରେ ଦେଖିବା ପାଇଁ ମିଳିଛି | ଗାଡ଼ି ଯେତେ ବେଳେ ପହଞ୍ଚି ଥିଲା ସେତେ ବେଳେ ହତ୍ୟା ପୂର୍ବରୁ ଗୋପାଳ ତା ବନ୍ଧୁକ ଖୋସି ଥିବା ଜାଗାରୁ ବାହାର କରି ଥିଲା |

ମନ୍ତ୍ରୀ ନବ ଦାସ ଯେତେ ବେଳେ ଗାଡ଼ି ରୁ ଓହ୍ଲାଇ ଥିଲେ ଠିକ ସେତିକି ବେଳେ ଗୋପାଳ ଦୌଡ଼ି ଆସି ଗହଳି ରେ ନିଜ ବନ୍ଧୁକ କୁ ବାହାର କରି ନବ ଦାସ ଙ୍କ ଛାତିକୁ ଗୁଳି ମାରିଥିଲା |


ହେଲେ ଏହାର ଦୃଶ୍ୟ ଆଗରୁ ସୋସିଆଲ ମିଡ଼ିଆ ରେ ଦେଖିବା ପାଇଁ ମିଳି ନଥିଲା କିନ୍ତୁ ଏବେ ଏହାର ଦୃଶ୍ୟ ସ୍ପଷ୍ଟ ଦେଖିବା ପାଇଁ ମିଳିଛି | ଗୋପାଳ ଦାସ ନବ ଦାସ ଙ୍କର ଏତେ ପାଖକୁ ଯାଇ ଗୁଳି ମାରିଥିଲା କି ଗୁଳି ଟି ଛାତିର ଏପଟ ସେପଟ ହୋଇ ଯାଇଥିଲା,

ଗୋପାଳ ତାର ଅଣ୍ଟା ରେ ଖୋସା ହୋଇ ଥିବା ବନ୍ଧୁକ କୁ ହତ୍ୟା ପୂର୍ବରୁ ଗୋପାଳ କେମିତି ବାହାର କରୁଛି ତାହାର ଦୃଶ୍ୟ ଏବେ ଖୁବ ଭାଇରାଲ ହେବାରେ ଲାଗିଛି | ଗହଳି ଭିତରେ ଠେଲି ପେଲି ହୋଇ ମନ୍ତ୍ରୀ ନବ ଦାସ ଙ୍କ ପାଖକୁ ଯାଇ ତାଙ୍କ ଛାତି କୁ ଅତି ପାଖରୁ ଗୁଳି ମାରିଥିଲା |

ଯାହା ପରେ ନବ ଦାସ ଙ୍କର ମୃତ୍ୟୁ ହୋଇ ଯାଇଥିଲା ଯାହାକି ନବ ଦାସ ଙ୍କ ମୃତ୍ୟୁ ପୂର୍ବରୁ ଏମକ କିଛି ଦୃଶ୍ୟ ରହିଥିଲା ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।