ହାଟାତ୍ ରୂପାଙ୍କ ଆଖି କ’ଣ ହେଲା ..ପୁରା ଘଟଣା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ….ମାତ୍ର 4 ଘଣ୍ଟାରେ 228k ରୁ ଅଧିକ ଲୋକ ଦେଖି ସାରିଲେଣି…

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡ଼ିଶା ରେ ଅତି ପରିଚିତ ଓଡ଼ିଆ ୟୁ ଟ୍ୟୁବ ଚ୍ୟାନାଲ “ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ” ବିଷୟ ରେ ଜାଣିଥିବେ ନିଶ୍ଚିତ। ଏହି ୟୁ ଟ୍ୟୁବ ଚେନାଲ ଟି ମାତ୍ର କେତେ ଦିନ ମଧ୍ୟରେ ଅନେକ ଲୋକ ପ୍ରିୟତା ହାସଲ କରିପାରିଛି। ତେବେ କିନ୍ତୁ ଓଡ଼ିଶାର ଏକ ଯୋଡି ସୋସିଆଲ ମିଡ଼ିଆ କୁ ନିଜର ଆୟ କରିବାର ପନ୍ଥା ଭାବରେ ବାଛିଥାନ୍ତି ଏବଂ ନିଜର ଅନ୍ତର୍ନିହିତ ଗୁଣ କୁ ଲୋକ ମାନଙ୍କ ସାମ୍ନା ରେ ଦେଖାଇ ଲୋକପ୍ରିୟତା ହାସଲ କରିଛନ୍ତି।ତେବେ ବର୍ତ୍ତମାନ ଏହି ରୁପା ପିଣ୍ଟୁ ଏକ୍ସପ୍ରେସ ର ଏକ ନୂଆ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଆସିଛି ଯାହାକୁ ନେଇ ଖୁବ ଚର୍ଚ୍ଚା ଚାଲିଛି।

ତେବେ ଏହି ଦୁଇ ଯୋଡ଼ି ରୁପା ଓ ପିଣ୍ଟୁ ଓଡ଼ିଶାର ଘରେ ଘରେ ପରିଚିତ ଅଟନ୍ତି ସେମାନେ ତାଙ୍କର ସୁନ୍ଦରୀ ଅଭିନୟ ତଥା ଆଲବମ ମାଧ୍ୟମରେ ଲୋକମାନ ଙ୍କର ହୃଦୟ ଭିତରେ ଘର କରି ରହିଛନ୍ତି।

ତେବେ ଲୋକମାନେ ମଧ୍ୟ ଏହି ଯୋଡ଼ି ଙ୍କ ସହ ଉତପ୍ରୋତ ଭାବରେ ଯୋଡ଼ିତ ତେଣୁ ତାଙ୍କ ବିଷୟରେ ସବୁକିଛି ଜାଣିବା କୁ ପସନ୍ଦ କରନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଲୋକପ୍ରିୟ ଯୋଡି ଙ୍କ ର ଏକ ନୂଆ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଏବଂ ଏହା ଦେଖିଲେ ଆପଣ ନିଶ୍ଚିତ ଭାବରେ ଖୁସି ହୋଇଯିବେ ମଧ୍ୟ।

ତେବେ ଏହି ଭିଡ଼ିଓ ଟିରେ ଦେଖା ଯାଇଛି ଯେ, ପିଣ୍ଟୁ ଭାଇ ତାଙ୍କ ଘରେ ଏକ ଗେମ୍ ର ଆୟୋଜନ କରିଥିଲେ। ସେ ଗେମ୍ ଟି ମଧ୍ୟ ଆପଣ ମାନେ ଜାଣିଥିବେ ଏବଂ ଖେଳିଥିବେ ମଧ୍ୟ। ତେବେ ଗେମ୍ ଟି ହେଉଛି ହାଣ୍ଡି ଭଙ୍ଗା ଖେଳ ।

ସେ ହାଣ୍ଡି କୁ ଯିଏ ଭାଙ୍ଗିବ ସେ ହାଣ୍ଡି ଭିତରେ ଥିବା ୧୫୦ ଟି ଏବଂ ୫୦ ଟଙ୍କା ଖୁଚୁରା ପଇସା ପାଇବ ଏବଂ ତା ସହିତ ୧୦୦ ଟଙ୍କା ମିଳିବ। ତେବେ ଜଣେ ଜଣେ କରି ଆସି ହାଣ୍ଡି କୁ ଭାଙ୍ଗିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଶେଷରେ ପିଣ୍ଟୁ ଙ୍କ ସାଙ୍ଗ ପ୍ରୟାସ ଭାଙ୍ଗିଥିଲେ। ତାପରେ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ହାଣ୍ଡି ଭାଙ୍ଗିବା ପାଇଁ ପ୍ରଥମେ ରୂପା କୁ କୁହାଯାଇଥିଲା।


କିନ୍ତୁ ସେ ରାଜି ନଥିଲେ। ହେଲେ ପିଣ୍ଟୁ ରୁପାଙ୍କୁ ଜବରଦସ୍ତ ତାଙ୍କ ଆଖିରେ ପଟି ବାନ୍ଧି ଥିଲେ ତାପରେ ଖେଳ ଆରମ୍ଭ କରିଥିଲେ। ଆଉ ରୂପା ମଧ୍ୟ ସେ ହାଣ୍ଡି କୁ ଭାଙ୍ଗି ଖେଳରେ ଜିତିଥିଲେ। ଆଉ ଏଥିରେ ପୁରଷ୍କାର ଥିଲା ୨୦୦ ଟଙ୍କା। ତେବେ ଏହି ଖେଳକୁ ତାଙ୍କ ଘର ଲୋକ ଏବଂ ପଡ଼ୋଶୀ ସମସ୍ତେ ଉପଭୋଗ କରିଥିଲେ ଏବଂ ବହୁତ ମଜା ମସ୍ତି କରିଥିଲେ। ଆପଣ ଏହି ଭିଡିଓ ଦେଖିଲେ ଆପଣ ବି ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।