ହଠାତ ରୁଦ୍ର ଭାଇଙ୍କ ସହ ଅନୁଭବ ( Anuvab ) ଭାଇଙ୍କ ଭେଟ ହେଲା, ଆଉ ତା ପରେ… ଦେଖନ୍ତୁ Video

ଆଜି ଏଭଳି ଏକ ଭାଇରାଲ ଭିଡ଼ିଓ ସମ୍ପର୍କ ରେ କହିବୁ ଯାହାକୁ ଦେଖିଲେ ଆପଣ ବେସ ଖୁସି ଅନୁଭବ କରିବେ | ତେବେ ଆପଣ ତ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଙ୍କୁ ବେସ ଭଲ ଭାବରେ ଜାଣିଛନ୍ତି ଯିଏ କି ବେସ ଜଣାଶୁଣା ନାଁ ଅଟନ୍ତି | ଆପଣ ଏହା ମଧ୍ୟ ଭଲ ଭାବରେ ଜାଣି ଥିବେ କି ରୁଦ୍ର ପ୍ରତାପ ମହାରଥୀ କେତେ କେତେ ଅସହାୟ ବ୍ୟକ୍ତି ବା ଗରିବ ମାନଙ୍କୁ ସାହାଯ୍ୟ କରି ଆସିଛନ୍ତି |

ତେବେ ସେ ଅନେକ ଲୋକ ଙ୍କୁ ସବୁବେଳେ ସାହାଯ୍ୟ କରି ଆସି ଥିବାରୁ ସେ ଜଣେ ବହୁତ ଭଲ ବିଧାୟକ ହେବା ସହିତ ବହୁତ ଭଲ ମଣିଷ ମଧ୍ୟ ଅଟନ୍ତି | ତେବେ ଏକ ଭିଡ଼ିଓ ରେ ଦେଖିବାକୁ ମିଳିଛି କି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଆଉ ଅନୁଭବ ମହାନ୍ତି ଦୁହେଁ ମିଶି ଏକ ଘରେ କଥାବାର୍ତା ହେଉଛନ୍ତି |

ଏହା ସହିତ ଅନୁଭବ ମହାନ୍ତି ଙ୍କୁ କିଏ ବା ନ ଜାଣେ ସେ ଓଲିଓଡ଼ ଇଣ୍ଡଷ୍ଟ୍ରି ର ଏକ ବଡ଼ କଳାକାର ଅଟନ୍ତି ଯିଏ କି ନିଜ ଅଭିନୟ ମାଧ୍ୟମ ରେ ସମସ୍ତ ଦର୍ଶକ ଙ୍କୁ ବାନ୍ଧି ରଖିଛନ୍ତି | ସେ ଓଡ଼ିଆ ଇଣ୍ଡଷ୍ଟ୍ରି କୁ ଅନେକ ସାରା ଫିଲ୍ମ ଉପହାର ରୂପେ ଦେଇଛନ୍ତି ଯାହାକି ଆଜି ସେ କେବଳ ଓଡ଼ିଶା ରେ ନୁହେଁ ବରଂ ଓଡ଼ିଶା ବାହାରେ ମଧ୍ୟ ପରିଚିତ ହୋଇ ପାରିଛନ୍ତି |

ତେବେ ଅନୁଭବ ମହାନ୍ତି ଏକ ଭଲ ଅଭିନେତା ସହିତ କେନ୍ଦ୍ରାପଡ଼ା ର ବିଧାୟକ ମଧ୍ୟ ଅଟନ୍ତି | ତେବେ ଭାଇରାଲ ଭିଡ଼ିଓ ରେ ଦେଖିବା ପାଇଁ ମିଳିଛି କି ଦୁଇ ବିଧାୟକ ମିଶି ବେସ ହସଖୁସି ରେ କଥାବାର୍ତା ହେଉଛନ୍ତି |

ଏଠାରେ ରୁଦ୍ର କହୁଛନ୍ତି କି ସେ ଫିଲ୍ମ ଦେଖିବା ଓ ହଲ କୁ ମଧ୍ୟ ଯାଆନ୍ତି ତାହା ସହିତ ସେ ଅନୁଭବ ଙ୍କର ଗୋଟିଏ ଫିଲ୍ମ କୁ ଦୁଇଥର ଦେଖିଛନ୍ତି ବୋଲି କହିଛନ୍ତି | ଏହା ସହିତ ରୁଦ୍ର କହିଛନ୍ତି କି ସେ ଓଡ଼ିଆ ଫିଲ୍ମ ଦେଖିବା ପାଇଁ କେବେ ହଲ କୁ ଯାଆନ୍ତି ନାହିଁ କିନ୍ତୁ ତାଙ୍କ ଫିଲ୍ମ ପଡିଲେ ସେ ନିହାତି ଭାବରେ ଦେଖି ଥାଆନ୍ତି | ଆଉ ଆପଣ ଙ୍କର ସେହି “ଆକାଶେ କି ରଙ୍ଗ ଲାଗିଲା” ଫିଲ୍ମ ଟିକୁ ମୁଁ ଦୁଇ ଥର ଦେଖିଛି |

ତେବେ ରୁଦ୍ର ପ୍ରତାପ ମହାରଥୀ ଙ୍କର ଏହି କଥାକୁ ଶୁଣି ଅନୁଭବ ମହାନ୍ତି ବେସ ଖୁସି ଅନୁଭବ କରିଛନ୍ତି | ତେବେ ଦୁହିଁଙ୍କର ଏଭଳି ହସ ମଜା କଥା ଭିଡ଼ିଓ ଟି ଏବେ ସୋସିଆଲ ମିଡ଼ିଆ ରେ ବେସ ଭାଇରାଲ ହେବାରେ ଲାଗିଛି | ଆଉ ଯିଏ ଏହି ଭିଡ଼ିଓ ଟିକୁ ଦେଖୁଛି ସେ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ମଧ୍ୟ ରଖୁଛି |