ହସ୍ତ ମୈଥୁନ କରୁଥିଲେ ଏହି ପୋଷ୍ଟ ଟିକୁ ଥରୁଟିଏ ନିଶ୍ଚୟ ଦେଖନ୍ତୁ ନଚେତ ହୋଇପାରନ୍ତି ନପୁଂସକ….

ବନ୍ଧୁଗଣ ଆସନ୍ତୁ ଆଜିର ଏହି ବିଶେଷ ଲେଖାରେ ଆମେ ଜାଣିବା ହସ୍ତ ମୈଥୁନ ବିଷୟରେ। ପ୍ରତ୍ୟେକ ମଣିଷ ପାଇଁ ଖାଇବା ଓ ଶୋଇବା ଯେମିତି ଆବଶ୍ୟକ ହୋଇଥାଏ, ସେହିପରି ଏହା ମଧ୍ୟ ଆବଶ୍ୟକ ହୋଇଥାଏ। ଯାହାକୁ କେହି ପ୍ରକାଶ କରି ପାରନ୍ତି ନାହିଁ କିନ୍ତୁ ମନ ଭିତରେ ଏହା ପ୍ରତି ଇଚ୍ଛା ରହିଥାଏ ଏବଂ ଏଥିପ୍ରତି ଏକ ଆଗ୍ରହ ଦେଖା ଦେଇଥାଏ। ପ୍ରାୟତଃ ସମସ୍ତଙ୍କର ଏଥିପ୍ରତି ଇଚ୍ଛା ଥିଲେ ବି ସମସ୍ତେ ଏହା କହି ପାରନ୍ତି ନାହିଁ। ବର୍ତ୍ତମାନ ସମୟରେ ବିଜ୍ଞାନ ମଧ୍ୟ ଏକଥା କହୁଛି ଯେ ହସ୍ତ ମୈଥୁନ କରିବା ଆବଶ୍ୟକ। କାରଣ ଏହି କାର୍ଯ୍ୟ କରିବା ଦ୍ୱାରା ଆପଣ ମାନସିକ ଓ ଶାରିରୀକ ସ୍ତରରେ ଫିଟ୍ ରହିବେ।

କିନ୍ତୁ ଏହାକୁ ନିୟମିତ ବ୍ୟବଧାନରେ କରିବା ଆବଶ୍ୟକ। କାରଣ ଅତ୍ୟଧିକ ହସ୍ତ ମୈଥୁନ ର ପାର୍ଶ୍ବ ପ୍ରତିକ୍ରିୟା ମାନ ମଧ୍ୟ ରହିଛି। ଆସନ୍ତୁ ଜାଣିବା ସେଇ ବିଷୟରେ। ଆପଣଙ୍କୁ କହି ରଖୁଛୁ ଯେ ଆପଣ ଯଦି ଅତ୍ୟଧିକ ମାତ୍ରାରେ ଏହି କାର୍ଯ୍ୟ କରୁଛନ୍ତି ତେବେ ସାବଧାନ ହୁଅନ୍ତୁ। କାରଣ ଏହାଦ୍ବାରା ଆପଣ ସମସ୍ୟା ରେ ପଡି ପାରନ୍ତି। କୌଣସି ଜିନିଷର ଅତ୍ୟଧିକ ହେବା ଆଦୌ ଭଲ ନୁହେଁ। ଯାହାର କୁ ପ୍ରଭାବ ଶରୀର ଉପରେ ପଡ଼ିଥାଏ। ତେଣୁ ଏକ ନିର୍ଦ୍ଦିଷ୍ଟ ଅନୁପାତରେ ଆପଣ ଏହି କାର୍ଯ୍ୟକୁ କରନ୍ତୁ। ଯାହା ଆପଣଙ୍କ ଶରୀର ପାଇଁ କ୍ଷତିକାରକ ହୋଇ ନଥାଏ। ଅଳ୍ପ ବୟସରୁ ଏହି କାର୍ଯ୍ୟ କରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ।

କାରଣ ଅଳ୍ପ ବୟସରୁ ହସ୍ତ ମୈଥୁନ କରିବା ଦ୍ୱାରା ଏହା ପିଲା ମାନଙ୍କ ଶାରିରୀକ ଏବଂ ମାନସିକ ସ୍ଵାସ୍ଥ୍ୟ ଉପରେ ପ୍ରଭାବ ପକାଏ। କୈଶୋର ଅବସ୍ଥାକୁ ନିଜ ନିୟନ୍ତ୍ରଣରେ ରଖନ୍ତୁ। ଏହି ସମୟରେ ଶାରିରୀକ ବିକାଶ ହେବା ସହିତ ଆପଣଙ୍କ ମାନସିକ ବିକାଶ ମଧ୍ୟ ଘଟିଥାଏ। ତେଣୁ କେବେବି କୈଶୋର ର ଆଗମନ ରେ ଅତ୍ୟଧିକ ମାତ୍ରାରେ ହସ୍ତ ମୈଥୁନ କରନ୍ତୁ ନାହିଁ। କାରଣ ଏହି ସମୟରେ ଶରୀରରେ ବୀର୍ଯ୍ୟ ତିଆରି ହେବା ଆରମ୍ଭ ହୋଇଥାଏ।ଏହି ସମୟରେ ଆପଣ ବୀର୍ଯ୍ୟ ରକ୍ଷା କଲେ ଆପଣଙ୍କ ଶାରିରୀକ ବିକାଶ ଭଲ ଭାବରେ ଘଟିବା ସହିତ ଭବିଷ୍ୟତରେ ବୈବାହିକ ଜୀବନ ମଧ୍ୟ ଭଲ ଭାବରେ ସୁରୁ ଖୁରୁରେ ଅତିବାହିତ ହୋଇଥାଏ।

ତେବେ ଆସନ୍ତୁ ଜାଣିବା ଅତ୍ୟଧିକ ଧାତୁ କ୍ଷୟ ଫଳରେ କଣ ସବୁ ସମସ୍ୟା ଶରୀରରେ ଦେଖାଯାଏ। ଏହାଦ୍ଵାରା ଆପଣଙ୍କ ଦୃଷ୍ଟି ଶକ୍ତି କମି ଯାଇ ଥାଏ। ଶରୀର ଦୁର୍ବଳ ଲାଗିଥାଏ। ଶୀଘ୍ର ପତନ ଭଳି ଗମ୍ଭୀର ରୋଗ ହୋଇଥାଏ। ନପୁଂସକତା, ଦୁର୍ବଳ ଲାଗିବା, ହାଲିଆ ହୋଇଯିବା, ସ୍ବପ୍ନ ଦୋଷ ଭଳି ଆଦି ସମସ୍ୟା ଦେଖାଦିଏ। ତେଣୁ ନିଜକୁ ସଂଯମତା ଭିତରେ ରଖନ୍ତୁ ଏବଂ ସପ୍ତାହକୁ ୨ ଥର ହିଁ ଏହି କାର୍ଯ୍ୟ କରନ୍ତୁ ଯାହା ଶରୀର ପାଇଁ ଭଲ ହୋଇଥାଏ।

ଆବଶ୍ୟକ ସ୍ଥଳେ ଆୟୁର୍ବେଦିକ ଚିକିତ୍ସା ପଦ୍ଧତି କୁ ଗ୍ରହଣ କରନ୍ତୁ  । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।