ହନୁମାନ ମନ୍ଦିର ପାଇଁ ମୁସଲିମ ବ୍ୟକ୍ତି ଦାନ କଲେ ୧ କୋଟି ଟଙ୍କାର ଜମି, ମିଳୁଛି ଭୁରି ଭୁରି ପ୍ରଶଂସା । ତାଙ୍କ ପାଇଁ ଗୋଟେ ସେୟାର ନିଶ୍ଚୟ କରନ୍ତୁ….

ହିନ୍ଦୁ ମୁସଲିମି ଧର୍ମ କୁ ନେଇ ସବୁବେଳେ ବିବାଦ ଲାଗି ରହିଥିବା ବେଳେ ଏବେ ଏମିତି ଏକ ଘଟଣା ସାମ୍ନା କୁ ଆସିଚି ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ଓ ଗଣ ମାଧ୍ୟମ ରୀକ ଚର୍ଚ୍ଚା ରେ ବିଷୟ ପାଲଟି ଯାଇଛି। ହିନ୍ଦୁ ମୁସଲମାନ ମାନଙ୍କ ମଧ୍ୟରେ ସବୁ ବେଳେ କିଛି ନା କିଛି କାରଣ ପାଇଁ ବିବାଦ ଲାଗି ରହି ଥାଏ । କିନ୍ତୁ ଏବେ ଏକ ଘଟଣା ସାମ୍ନା କୁ ଆସିଛି ଯାହାକୁ ନେଇ ସବୁଠି ଚର୍ଚ୍ଚା ।

ବେଙ୍ଗାଲୁର ସହର ର ବାହ୍ୟ ଅଞ୍ଚଳ ରେ ଏକ ହନୁମାନ ମନ୍ଦିର ରହିଛି । ଏହି ମନ୍ଦିର ରେ ସବୁବେଳେ ଭକ୍ତ ମାନଙ୍କ ଭିଡ଼ ଲାଗି ରହିଥାଏ ।

ଭକ୍ତ ଙ୍କ ତୁଲନା ରେ ଓ ଆବଶ୍ୟକତା ପୂରଣ କରିବା ପାଇଁ ଏହି ମନ୍ଦୀର କୁ ବିସ୍ତାର କରିବା ପାଇଁ ଟ୍ରଷ୍ଟ ପକ୍ଷରୁ ଯୋଜନା ଚାଲିଥିବା ବେଳେ ଜଣେ ମୁସଲମାନ ବ୍ୟବସାୟୀ ଜମି ଦାନ କରିବା ପାଇଁ ଆଗେଇ ଆସିଛନ୍ତି ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଚାଲିଛି । ଏହି ଘଟଣା ଗଣ ମାଧ୍ୟମ ରେ ଆସିବା ପରେ ଲୋକ ମାନେ ତାଙ୍କର ଏହି କାର୍ଯ୍ୟ କୁ ଖୁବ୍ ପ୍ରଶଂସା ମଧ୍ୟ କରିଛନ୍ତି ।

ତେବେ ଏହି ବ୍ୟବସାୟୀ ଙ୍କ ନାମ ଏମ୍ଏମଯି ବାଶା ଅଟେ । ତେବେ ବେଙ୍ଗାଲୁର ରେ ଏହି ହନୁମାନ ମନ୍ଦିର ପାଖରେ ତାଙ୍କର ଏକ ୧୬୩୪ ବର୍ଗ ଫୁଟ ର ଜମି ରହିଛି ଯାହାର ମୂଲ୍ୟ ପ୍ରାୟ ୮୦ ଲକ୍ଷ ଟଙ୍କା ହେବ । ତେବେ ସେ ସ୍ୱଇଛା ରେ ଏହି ଜମି କୁ ମନ୍ଦିର କୁ ଦାନ କରିବା ପାଇଁ ନିଷ୍ପତି ନେଇଛନ୍ତି। ତେବେ ମନ୍ଦିର ରେ ଦିନ କୁ ଦିନ ଭକ୍ତ ମାନଙ୍କ ର ଭିଡ଼ ଅଧିକ ଜମି ଥିବାରୁ ସେଠାରେ ଅନେକ ସମସ୍ୟା ଦେଖିବା ପାଇଁ ମିଳିଥିଲା କିନ୍ତୁ ଅର୍ଥ ଅଭାବ ରୁ ଏହି ମନ୍ଦିର କୁ ବିସ୍ତାର କରି ହେଉ ନଥିଲା ଯେଉଁଥି ପାଇଁ ଟ୍ରଷ୍ଟ ଚିନ୍ତା ରେ ଥିଲା ।

ଏହି ସମୟ ରେ ଏମ୍ଏମଯି ବାଶା ନିଜ ଜମି ମନ୍ଦିର କୁ ଦାନ କରିବା ପାଇଁ ଇଛୁକ ଅଛନ୍ତି ବୋଲି ଟ୍ରଷ୍ଟ କୁ ଜଣାଇ ଥିଲେ । ମନ୍ଦିର ଟ୍ରଷ୍ଟ ୧୦୮୯ ବର୍ଗ ଫୁଟ ର ଜମି ମନ୍ଦିର ପାଇଁ ଆବଶ୍ୟକ ବୋଲି କହିଥିଲେ ମଧ୍ୟ ଏମ୍ଏମଯି ବାଶା ନିଜର ୧୬୩୪ ଫୁଟ୍ ଜମି ଦାନ କରିବାକୁ ଇଚ୍ଛୁକ ବୋଲି କହିଛନ୍ତି ।

ଜମି ର ମୂଲ୍ୟ ଆକଳନ ଅନୁସାରେ ଜମି ର ମୂଲ୍ୟ ପ୍ରାୟ ଏକ କୋଟି ଟଙ୍କା ହେବ ବୋଲି ଜଣା ପଡିଛି । ତେବେ ଏମ୍ଏମଯି ବାଶା ଙ୍କ ଦାନ ଯୋଗୁ ଟ୍ରଷ୍ଟ ତାଙ୍କୁ ଓ ତାଙ୍କ ପରିବାରବର୍ଗ କୁ ଧନ୍ୟବାଦ ଜଣାଇ ଅଛନ୍ତି । ତେବେ ଏହି ପ୍ରସଙ୍ଗ ରେ ବାସା କହିଛନ୍ତି ଯେ ହିନ୍ଦୁ ମୁସିଲିମ୍ ଦୀର୍ଘ ସମୟ ଧରି ଏକାଠି ରହିଥିଲେ ମଧ୍ୟ କେବଳ ବିବାଦ ଚର୍ଚ୍ଚା କୁ ଆସିଥାଏ। ପ୍ରଗତି ପାଇଁ ଆମକୁ ଏକାଠି ହେବାକୁ ପଡିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।