Hair Tips – ଚୁଟି ଝଡିବା ,ରୁପି ସମସ୍ୟା ,ଚୁଟି ନ ବଢିବା ସବୁ ପ୍ରକାର ସମସ୍ୟାକୁ ମାତ୍ର 3 ଦିନରେ ଦୂର କରନ୍ତୁ ମାତ୍ର ଏହି ଗୋଟିଏ ଉପାୟରେ

ଆଜି ଆମେ ଆପଣଙ୍କ ସହିତ ଗୋଟିଏ ଖାସ୍ ରେମିଡି ସେୟାର କରିବୁ ଏବଂ ଏହି ଲେଖା ମଧ୍ୟମରେ କହିବୁ ଆପଣ ଆପଣଙ୍କ ତେଲରେ କିଛି ଟା ଖାସ୍ ଜିନିଷ ଏଡ୍ କରି କି ନିଜ ଚୁଟିର ଗ୍ରୋଥକୁ ଦୁଇ ଗୁଣା ସ୍ପିଡରେ ବଢେଇ ପାରିବେ । ତେବେ ଏହି ରେମିଡି ନାଁ କି କେବଳ ଆପଣଙ୍କ ଚୁଟିକୁ ବଢେଇବ ବରଂ ତା ସହିତ ଆପଣଙ୍କ ଚୁଟିକୁ ଜଡିତ ବହୁତ ସାରା ପ୍ରବଲେମ୍ କୁ ମଧ୍ୟ ଦୂର କରିବ । ଯେମିତିକି ଆପଣଙ୍କ ଚୁଟିର ଡ୍ରାଇନେସ୍ କୁ ଦୂର କରିବ, କେଶରେ ଥିବା ଡେନଡ୍ରଫକୁ ଦୂର କରିବ ଏବଂ ତାସହିତ କେଶ ଝଡିବା, ଧଳା ପଡି ଯିବା ଭଳି ସମସ୍ୟାକୁ ଦୂର କରିବା ସହିତ ଆପଣଙ୍କ କେଶର କଳା,ଘନ, ମୋଟା ଲମ୍ବା ମଧ୍ୟ କରିବ ।

ଏମିତିରେ ଆମେ ଆପଣଙ୍କୁ ସବୁବେଳେ କହିଥାଉ କି ତେଲ ଆମ ଚୁଟି ପାଇଁ ବହୁତ ଜରୁରୀ ଅଟେ । ତେଣୁ ସପ୍ତାହରେ ଆମକୁ ଯେମିତି ହେଲେ ଦୁଇ ଥର ତେଲ ଲଗେଇବା ନିହାତି ଜରୁରୀ । କାହିଁକି ନାଁ ତେଲ ଲଗେଇବା ଦ୍ବାରା ଆମ କେଶ ଗ୍ରାଥ୍ କରିବା ସହିତ ସୁସ୍ଥ ବି ରହିଥାଏ ।

ଆଉ କେଶ ସୁସ୍ଥ ରହିଲେ ତାହା କେବେ ଝଢିବ ନାହିଁ ଏବଂ କେଶରେ ଟ୍ରାଏନେସ୍ ଆସିନଥାଏ ,ସେଥିପାଇଁ ଆପଣ ସପ୍ତାହରେ ଯଦି ଦୁଇ ଥର ତେଲ ଲଗେଇ ପାରୁ ନାହାଁନ୍ତି ତାହେଲେ ନିହାତି ଭାବରେ ଥରେ ତେଲ ଲଗାନ୍ତୁ କେଶରେ । ଆଉ ତେଲ ଲଗେଇବା ସମୟରେ ହିଁ ସେହି ତେଲରେ କିଛି ଟା ଜିନିଷ ମିଶାଇ ଲଗାନ୍ତୁ ଯାହାଫଳରେ କି ଆପଣଙ୍କ ଚୁଟି ବହୁତ ଶିଘ୍ର ବଢିବାକୁ ଲାଗିବ ।

ଏହାକୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ସାମଗ୍ରୀ –

 

*ଆଲୋବେରା ଜେଲ୍
* ମହୁ
* ଦହି
* ନଡିଆ ତେଲ ।

ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ-
ପ୍ରଥମେ ଏକ ପାତ୍ରରେ ଆପମଙ୍କ କେଶ ଅନୁଯାୟୀ 2 ଚାମଚ ଆଲୋବେରା ଜେଲ୍ ନିଅନ୍ତୁ । ଏହାପରେ ସେଥିରେ 2 ଚାମଚ ମହୁ ,4 ଚାମଚ ଦହି ମିଶାନ୍ତୁ । ତାପରେ ଏଥିରେ 2-3 ଚାମଚ ନଡିଆ ତେଲ ମିଶାଇ ସବୁକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ । ବର୍ତ୍ତମାନ ଆପଣଙ୍କ ଉଫଚାର ପ୍ରସ୍ତୁତ ହୋଇଗଲା ।

ବ୍ୟବହାର କରିବାର ପ୍ରଣାଳୀ –

ପ୍ରସ୍ତୁତ କରିଥିବା ସେହି ଖାସ୍ ରେମିଡି କୁ ନିଜ କେଶ ମୂଳ ଠାରୁ ଅଗ ପର୍ଯ୍ୟନ୍ତ ଭଲ ଭାବରେ ଲଗାନ୍ତୁ । ଏହାକୁ ଲଗେଇବା ପରେ 10 ମିନିଟ୍ ପର୍ଯ୍ୟନ୍ତ ନିଜ ଆଙ୍ଗୁଳିରେ କେଶର ମୂଳରେ ମାଲିସ୍ କରନ୍ତୁ । ଏହାପରେ 30 ମିନିଟ୍ ପର୍ଯୟ୍ନ୍ତ ଏହାକୁ ଶୁଖିବାକୁ ଛାଡି ଦେବେ ଏବଂ 30 ମିନିଟ୍ ପରେ ଆପଣ ବ୍ୟବହାର କରୁଥିବା ସାମ୍ପୁରେ କେଶ କୁ ଧୋଇ ଦିଅନ୍ତୁ । ଏହିପରି ସପ୍ତାହରେ 2 ଥର କରିବା ଦ୍ବାରା ଆପଣଙ୍କ କେଶ ଜନିତ ସମସ୍ତ ସମସ୍ୟା ଦୂର ହୋଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।