ଦେଖନ୍ତୁ ଅଜବ ଭିଡ଼ିଓ । ହାତୀ ଆଗରେ ମଣିଷ ର ଏମିତି ସାହସ ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ…..

ହାତୀ ଓ ମଣିଷ ଙ୍କ ମଧ୍ୟରେ କିଏ ଶକ୍ତିଶାଳୀ?ଆପଣ ଭାବୁ ଥିବେ ଏ କି ପ୍ରଶ୍ନ।ନିଶ୍ଚିତ ଭାବେ ହାତୀ ହିଁ ଶକ୍ତିଶାଳୀ।କିନ୍ତୁ ଆଜି କାଲିର ଲୋକ ମାନଙ୍କ ବିଷୟରେ ତ ଆପଣ ଜାଣି ଥିବେ। ବୁଦ୍ଧି ରେ ସମସ୍ତ ଙ୍କ ଠାରୁ ଆଗରେ ବୋଲି ଆମେ ପୃଥିବୀ ରେ ନିଜକୁ ସବୁଠାରୁ ଶକ୍ତିଶାଳୀ ବୋଲି କହି ଥାଉ।କିନ୍ତୁ ଏଥି ପାଇଁ ବେଳେ ବେଳେ ଆମକୁ ଏହାର ଫଳ ମଧ୍ୟ ଭୋଗିବା ପାଇଁ ପଡ଼ି ଥାଏ।ତେବେ ଯେତେ ଶିକ୍ଷା ପାଇଲେ କଣ ହେବ ଆମେ ଆମର ପ୍ରକୃତି କୁ କେବେ ଛାଡ଼ି ପାରିବା ନାହିଁ।

ଏହି ସବୁ କଥା ଆମେ ଆପଣଙ୍କୁ ଏଥି ପାଇଁ କହୁଛୁ କାରଣ ଏବେ ଭାଇରାଲ ହେଉ ଥିବା ଭିଡ଼ିଓ ରେ ଏମିତି କିଛି ଜିନିଷ ଦେଖିବା ପାଇଁ ମିଳିଛି।ଏହି ଭିଡ଼ିଓ ରେ ଦେଖିବା ପାଇଁ ମିଳିଛି କି ହାତୀ ଭଳି ଏକ ବିଶାଳକାୟ ପଶୁ କୁ ଡରାଉଛି ମଣିଷ।

ଗୋଟିଏ ହାତୀ କୁ ସାମାନ୍ୟ ଏକ ବାଡ଼ି ଦେଖାଇ ଡରେଇବା କୁ ଚେଷ୍ଟା କରୁଛି ମଣିଷ ଟିଏ।ଏଠାରେ ଗୋଟିଏ କଥା କହିବୁ,ହାତୀ ଦଳି ଚକଟି ମଣିଷକୁ ମାରି ଦେଇ ଥିବା ଘଟଣା ଆପଣ ଅନେକ ଥର ଟିଭି ରେ ଦେଖି ଥିବେ ।ତେଣୁ ଏହି ଭିଡ଼ିଓ ରେ ଘଟି ଥିବା ଘଟଣା ରେ ମଧ୍ୟ ସେଭଳି ସମ୍ଭାବନା କୁ ଏଡ଼ାଇ ଦିଆ ଯାଇ ନପାରେ।

କାରଣ ଭିଡ଼ିଓ ଆରମ୍ଭରେ ଜଣେ ମଣିଷ କୁ ଏକ ବିଶାଳ ହାତୀ ଗୋଡ଼ାଇ ନେଇ ଆସୁଛି ଏବଂ ଏହି ସମୟରେ ଆଉ ଜଣେ ବ୍ୟକ୍ତି ଆସି ହାତୀ କୁ ସାମାନ୍ୟ ଏକ ବାଡ଼ି ଦେଖାଇ ଡରେଇବା କୁ ଚେଷ୍ଟା କରୁଛି ଓ ହାତୀ ପାଖକୁ ଚାଲି ଯାଉଛି।ହେଲେ ଥରେ ଭାବିଲେ ମଣିଷ ଠାରୁ ହାତୀ କେତେ ବଡ଼।ତେଣୁ ଯଦି ହାତୀଟି ମଣିଷର କିଛି କରି ଦେଇ ଥାଆନ୍ତା।

ଆଉ ଏକ ଭାଇରାଲ ଭିଡ଼ିଓ ରେ କାଉର ନଖରା ଦେଖିବା ପାଇଁ ମିଳିଛି।ଏଥିରେ ଦେଖିବା ପାଇଁ ମିଳିଛି ଏକ କାଉ ଏକ ମାଛ ଦୋକାନ ରେ ପହଁଚିଛି ଏବଂ ଏମିତି ହରକତ କରୁଛି ଯାହାକୁ ଦେଖି ଖୋଦ ଦୋକାନୀ ହିଁ ଆଶ୍ଚର୍ଯ୍ୟ।ଭିଡ଼ିଓ ରେ କାଉ ଏକ ଜିଦ୍ଖୋର ଶିଶୁ ଭଳି ନଖରା କରୁଛି।କାଉଟି ଏକ ମାଛ ଦୋକାନ କୁ ଯାଇ ସେଠି ଦୋକାନ ଠେଲାରେ ବସୁଛି।

ଏହି ସମୟରେ ଦୋକାନୀ କାଉ କୁ ମାଛ ଦେଖାଉଛି କିନ୍ତୁ ସେ ନଖରା ଦେଖାଉଛି।ପ୍ରକୃତ କଥା ହେଉଛି କାଉକୁ ବଡ଼ ମାଛ ଦରକାର ଥିଲା।ତେଣୁ ସେ ଦୋକାନୀ ଦେଉଥିବା ଛୋଟ ମାଛକୁ ସାଇଡ କରି ରଖି ଦେଉଥିଲା ଏବଂ କା କା ରାବିବାରେ ଲାଗିଥିଲା।ଶେଷରେ ଦୋକାନୀ ଏକ ବଡ଼ ଦେଇଛନ୍ତି ଏବଂ କାଉ ସେହି ମାଛଟିକୁ ଥଂଟ ରେ ଧରି ଉଡ଼ି ଯାଉଛି।ଏବେ ଏହି ଭିଡ଼ିଓ ଟି ବେସ୍ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।