ହଠାତ ମାଟି ଘର ଭିତରୁ ବାହାରିଲା ୩ ମୁଣ୍ଡିଆ ଭୟଙ୍କର ଗର୍ଜନ କରୁଥିବା ସାପ, ଦେଖିଲେ ଅପଣଙ୍କ ହୋସ ଉଡିଯିବ….
ତେବେ ଆପଣ ଜାଣିଛନ୍ତି କି ଆମ ମଣିଷ ଜାତି କିପରି ଭାବରେ ସାପ କୁ ଭୟ କରିଥାଏ, କାରଣ ବିଷଧର ସାପ ଥରେ ଯାହାକୁ କାମୁଡ଼ି ଥାଏ ତାକୁ ବଞ୍ଚାଇବା ବହୁତ କଷ୍ଟ ହୋଇଥାଏ | ତେବେ କେବଳ ମଣିଷ ଟି ଯେ ସାପ କୁ ଡ଼ରିଥାଏ ଓ ଭୟ କରିଥାଏ ତାହା ନୁହେଁ ବରଂ ସାପ ଟିର ମଧ୍ୟ ମଣିଷ ଜାତି ଙ୍କୁ ଭୟ କରିଥାଏ | ଆମେ ଆପଣଙ୍କୁ କହି ରଖୁଚୁ ଯେ, କେବେ ବି ସାପ ଟି ବିନା କାରଣ ରେ ମଣିଷ କୁ କାମୁଡ଼େ ନାହିଁ ତାକୁ ଆଘାତ ହେଲା ପରେ ସେ ନିଜ କୁ ବଞ୍ଚାଇବା ପାଇଁ ଦଂଶନ କରିଥାଏ ଆଉ ମଣିଷ ମଧ୍ୟ ନିଜକୁ ରକ୍ଷା କରିବା ଲାଗି ସାପ କୁ ମାରି ଦେଇଥାଏ |
କିନ୍ତୁ ବର୍ତ୍ତମାନ ର ଲୋକମାନେ ସଚେତନ ହୋଇଗଲେଣି ଆଉ ବିଷଧର ସାପ କୁ ଦେଖିଲେ ସେମାନେ ତାକୁ ନମାରି ଜଙ୍ଗଲ ବିଭାଗ ତଥା ସାପ ଧରାଳି ଙ୍କୁ ସୂଚନା ଦେଉଛନ୍ତି, ଆଉ ସେମାନେ ଆସି ସୁରକ୍ଷିତ ଭାବରେ ଉଦ୍ଧାର କରି ଜଙ୍ଗଲ କୁ ନେଇ ଯାଉଛନ୍ତି | ତେବେ ଏହିଭଳି ଏକ ଭିଡ଼ିଓ ବିଷୟ ରେ ଜଣେଇବୁ ଯାହା ଦେଖିଲେ ଆପଣ ଚକିତ ହୋଇଯିବେ, ତେବେ ଆସନ୍ତୁ ଜାଣିବା ସେହି ଭାଇରଲ ଭିଡ଼ିଓ ଟି ବିଷୟରେ |
ଆପଣ ତ ଜାଣନ୍ତି ସାଧାରଣତଃ ସାପ ଗୁଡିକ ବେଙ୍ଗ କୁ ଖାଇବା ପାଇଁ ଘର ଭିତରକୁ ପଶି ଯାଇଥାନ୍ତି ଆଉ କିଛି ଏମିତି ସାପ ଅଛନ୍ତି ଯେଉଁ ମାନେ କି ଇଟା ଵା କାନ୍ଥ ଭିତରେ ଲୁଚିକି ରହିଥାନ୍ତି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ମଧ୍ୟ ସେମିତି କିଛି ଦେଖିବାକୁ ମିଳିଛି ଆଉ ଯେଉଁଠି କୁହାଯାଉଛି କି ଇଟା ଭିତରେ ସାପ ଟି ଲୁଚିକି ରହିଛି ଆଉ ଯାହାକୁ ସାପ ଧରାଳି ଜଣଙ୍କ ବାହାର କରୁଛନ୍ତି |
ଏହି ଭିଡ଼ିଓ ଟିରେ ଦେଖିବା ପାଇଁ ମିଳୁଛି କି ସେହି ଘରର ଲୋକେ ପ୍ରଥମେ ସାପ ଧରାଳି ଙ୍କ ସହ ଯୋଗାଯୋଗ କରୁଛନ୍ତି ଆଉ ଏହାପରେ ସାପ ଧରାଳି ମଧ୍ୟ ତୁରନ୍ତ ସେହି ଠାରେ ପହଞ୍ଚୁଛି | ତେବେ ଯେତେ ବେଳେ ସାପ ଧରାଳି ଜଣଙ୍କ ନିଜ କୌଶଳ କ୍ରମେ ସାପ ଟିକୁ ଧରିବା ପାଇଁ ପ୍ରସ୍ତୁତି ଆରମ୍ଭ କରୁଛି ସେତେବେଳେ ସାପ ଟି ରାଗି ଯାଉଛି | ଏମିତି କି ଭିଡ଼ିଓ ଟିରେ ଦେଖିବା ପାଇଁ ମିଳିଥିଲା କି ବିଷାକ୍ତ ସାପ ଟି ରାଗି ଯାଇ ବ୍ୟକ୍ତି ଜଣଙ୍କୁ କାମୁଡି ଧରୁଛି | ତେବେ ବହୁ ସମୟର ଚେଷ୍ଟା ପରେ ସାପ ଧରାଳି ଜଣଙ୍କ ଏହି ବିଷାକ୍ତ ସାପ ଟିକୁ ଧରିବାରେ ସକ୍ଷମ ହେଉଛନ୍ତି | ତେବେ ଏହି ଭିଡ଼ିଓ ଟି ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |